୨୩ ବର୍ଷରେ ଓଡ଼ିଶାର ସ୍ୱାସ୍ଥ୍ୟର ଭିତ୍ତିଭୂମି ନାହିଁ : ଶରତ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ନୂଆ କୀର୍ତ୍ତିମାନକୁ ନେଇ ତେଜିଲା ରାଜନୀତି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ବେଳେ ଏହାକୁ କଟାକ୍ଷ କରିଛନ୍ତି ଉଭୟ ବିଜେପି ଓ … Read More

ରାଜନୀତିରେ ତିଷ୍ଠି ରହିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ସମୀର: ବିଜେଡି

ଭୁବନେଶ୍ୱର, : ବିଜେପି ନେତା ଶ୍ରୀ ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି । ରାଜନୀତିରେ ତିଷ୍ଠି ରହିବାପାଇଁ ଆଜିକାଲି ସେ ଆପ୍ରାଣ ଉଦ୍ୟମ ଚଳାଇବା ସହିତ ଟୁଇଟ୍‍ ଜରିଆରେ ଗଣମାଧ୍ୟମର … Read More

ସେକ୍ସ ରାକେଟ ଠାବ: ୧୪ ଗିରଫ, ୧୩ ଯୁବତୀ ଉଦ୍ଧାର

ଝରସୁଗୁଡ଼ା:  ଢାବାରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌। ଉଦ୍ଧାର ହେଲେ ୧୩ ଯୁବତୀ। ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ପଞ୍ଚପଡ଼ାର ଏକ ଢ଼ାବାରେ ସେକ୍ସ ର‍୍ୟାକେଟ ଚାଲୁଥିବା ଖବର ପାଇ ଚଢାଉ କରିଥିଲା ପୋଲିସ। ରେଡ୍‌ ବେଳେ ୧୪ ଜଣ ଗ୍ରାହକଙ୍କୁ ଗିରଫ … Read More

ଭୂସ୍ଖଳନକୁ ବିତିଲାଣି ୪ ଦିନ: ଗଲାଣି ୨୭ ଜୀବନ, ଏବେ ବି ୭୮ ଜଣ ନିଖୋଜ

ମୁମ୍ବାଇ : ମହାରାଷ୍ଟ୍ରର ରାଇଗଡ଼ରେ ୪ ଦିନ ତଳେ ହୋଇଥିବା ଭୟଙ୍କର ଭୂସ୍ଖଳନ ଯୋଗୁ ୨୭ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ୪ ଦିନ ହେଲାଣି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆଜି ଏହାକୁ ବନ୍ଦ କରାଯାଇଛି। ତେବେ ଏବେ ବି … Read More

ଜିମ୍‌ରେ ୨ କ୍ୱିଣ୍ଟାଲରୁ ଅଧିକ ଓଜନର ବାରବେଲ୍ ଉଠାଇବା ସମୟରେ ଫାଟିଗଲା କାନ୍ଧ, ଫିଟନେସ୍ ଟ୍ରେନରଙ୍କ ମୃତ୍ୟୁ

ବାଲି : ପୁଣି ଜିମ୍ ନେଲା ଜୀବନ। ଫିଟନେସ୍ ପାଇଁ ଯୁବପିଢିଙ୍କର ଜିମ୍ ନିଶା ମୃତ୍ୟୁର କାରଣ ପାଲଟୁଛି। ଏବେ ଜଣେ ଇଣ୍ଡୋନେସିଆ ବାଲିର ଫିଟନେସ୍ ଟ୍ରେନରଙ୍କ ଦୁଃଖଦ ମୃତ୍ୟୁ ଘଟିଯାଇଛି। 210 କିଲୋଗ୍ରାମ ଓଜନ ବିଶିଷ୍ଟ ବାରବେଲ୍ ଉଠାଉଥିବା ସମୟରେ … Read More

ମହିଳା ଦିନିକିଆ: ଟ୍ରଫି ବାଣ୍ଟିଲେ ଭାରତ-ବାଂଲାଦେଶ

‌ଢାକା: ସ୍ଥାନୀୟ ସେର୍‌-ଇ-ବାଂଲା‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଭାରତ-ବାଂଲାଦେଶ ମଧ୍ୟରେ ମହିଳା ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ ଟାଇରେ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ୨୨୫/୪ କରିଥିଲା। ଜବବରେ ଭାରତ ୪୯.୩ ଓଭରରେ ୨୨୫ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। … Read More

ପୁଣି ବିପଦ ସଙ୍କେତ ଡେଇଁଲା ଯମୁନା, ଦିଲ୍ଲୀକୁ ବିପଦ

ନୂଆଦିଲ୍ଲୀ: ପୁଣିଥରେ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି। ହରିଆଣାର ହାତନିଖୁଣ୍ଡ ବ୍ୟାରେଜରୁ ବନ୍ୟା ଜଳ ଛଡ଼ା ଯିବା ପରେ ଯମୁନା ଫୁଲିବା ଆରମ୍ଭ ହୋଇଛି। ଆଜି ଅପରାହ୍ନ ୩ଟା ସୁଦ୍ଧା ଯମୁନା ନଦୀର ଜଳସ୍ତର ୨୦୬.୨୬ ମିଟର … Read More

ସାମ୍ନାକୁ ଆସିଲା ସୀମା ଓ ବସ ମ୍ୟାନେଜରଙ୍କ ହ୍ବାଟସ ଆପ ଚାଟ

ନୂଆଦିଲ୍ଲୀ: ପାକିସ୍ତାନୀ ନାଗରିକ ସୀମା ହାଇଦର ଓ ସଚିନ ମିନାଙ୍କୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ଦେଖିବାକୁ ଗଲେ ପାକିସ୍ତାନରୁ ନେପାଳ ଆସିବା ସମୟରେ ତାଙ୍କୁ ଜଣେ ପାକିସ୍ତାନୀ ଟ୍ରାଭେଲ ଏଜେନ୍ସି ସାହାଯ୍ୟ କରିଥିଲେ … Read More

ମୁମ୍ବାଇ ପୁଲିସ୍କୁ ଧମକ ପୂର୍ଣ୍ଣ ଟେଲିଫୋନ : ଆରଡିଏକ୍ସ ଭର୍ତ୍ତି ଟ୍ୟାଙ୍କର ନେଇ ଗୋଆ ଯାଉଛନ୍ତି ୨ପାକିସ୍ତାନୀ

ମୁମ୍ବାଇ: ଆରଡିଏକ୍ସ ଭର୍ତ୍ତି ଟ୍ୟାଙ୍କର ନେଇ ଗୋଆ ଯାଉଛନ୍ତି ୨ପାକିସ୍ତାନୀ। ଆଜି ମୁମ୍ବାଇ ପୁଲିସ ପାଖକୁ ଏଭଳି ଥ୍ରେଟ୍ କଲ୍ ଆସିଥିବା ଜଣାପଡ଼ିଛି। କଲ୍ କରିଥିବା ବ୍ୟକ୍ତି ପୁଲିସକୁ କହିଛନ୍ତି ଯେ, ୨ଜଣ ପାକିସ୍ତାନୀ ନାଗରିକ ଆରଡିଏକ୍ସ ଭର୍ତ୍ତି ଟ୍ୟାଙ୍କର ନେଇ … Read More

ଶ୍ରୀନଗରରେ ଧାରୁଆ ଅସ୍ତ୍ର ବିକ୍ରି ନିଷିଦ୍ଧ

ଶ୍ରୀନଗର : ଶ୍ରୀନଗରରେ ଆଜିକାଲି ଛୁରାମାଡ଼ ଘଟଣା ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ଶୁକ୍ରବାର କୌଣସି ପ୍ରକାର ଧାରୁଆ ଅସ୍ତ୍ରର କିଣାବିକା ଓ ସର୍ବସାଧାରଣ ସ୍ଥାନକୁ ନେବା ଉପରେ ନିଷେଧାଦେଶ ଜାରି କରିଛନ୍ତି। ଶ୍ରୀନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ମହମ୍ମଦ ଆଇଜାଜ ଆସାଦ ଏହି … Read More