ମଦ୍ରାସାରୁ ୧୦,୧୮୫ ଛାତ୍ର ଗାଏବ
ହରଦୋଇ: ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାର ମଦ୍ରାସାଗୁଡ଼ିକରେ ପଢ଼ୁଥିବା ଛାତ୍ରଙ୍କ ନାମାଙ୍କନ ସହିତ ଆଧାର ବାଧ୍ୟତାମୂଳକ କରାଯିବା ପରେ ମଦ୍ରାସାରେ ଜାଲିଆତିର ପର୍ଦ୍ଦାଫାସ୍ ହୋଇଛି । ଆଧାର ଅନିବାର୍ଯ୍ୟ ହେବାପରେ ଗତବର୍ଷ ସୁଦ୍ଧା ଜିଲ୍ଲାର ମଦ୍ରାସାଗୁଡ଼ିକରେ ପଞ୍ଜୀକୃତ ୧୦ ହଜାର ୧୮୫ … Read More