ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ: ଆପ୍‌

ଯମୁନା ନଦୀର ଉଛୁଳା ଜଳରେ ଉବୁଟୁବୁ ଜାତୀୟ ରାଜଧାନୀ ଦିଲ୍ଲୀ । ସେଥିପାଇଁ କିଛିଦିନ ହେବ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯମୁନା ନଦୀର ଜଳସ୍ତର ରେକର୍ଡ 208.66 ମିଟର ଛୁଇଁବା ପରେ ଜଳ ସ୍ତର ଧୀରେ ଧୀରେ ହ୍ରାସ ପାଉଛି। … Read More

ଟମାଟୋ ସଂସାର ଉଜାଡ଼ି ଥିଲା ପୁଣି ସଜାଡ଼ି ଦେଲା !

ସ୍ୱାମୀ ନପଚାରି ତରକାରିରେ ଦୁଇଟି ଟମାଟୋ ପକାଇ ଦେବାରୁ ଘର ଛାଡ଼ି ଚାଲି ଯାଇଥିଲେ ସ୍ତ୍ରୀ। କିଛିଦିନ ତଳେ ଏହି ଖବରକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଟମାଟୋ ପାଇଁ ଯେଉଁ ସଂସାର ଭାଙ୍ଗି ଯାଇଥିଲା ଆଜି ସେହି ଟମାଟୋ ପୁଣି … Read More

କୋଟିପତି କଲା ଟମାଟୋ, ଗୋଟିଏ ମାସରେ ଦେଢ଼ କୋଟି ଆୟ

ସାରା ଦେଶରେ ଟମାଟୋର ଚଢ଼ା ଦର ରହିଛି। କି ଗରିବ କି ଧନୀ, ଯେ କେହିବି ଟମାଟୋ ଦର ଶୁଣି ଛାନିଆ ହୋଇ ଯାଉଛନ୍ତି। କିନ୍ତୁ ଜଣେ ସାଧାରଣ ଚାଷୀଙ୍କୁ କୋଟିପତି ବନାଇଦେଇଛି ଏହି ଟମାଟୋ। ମହାରାଷ୍ଟ୍ରର ପୁନେ ଜିଲ୍ଲାର ତୁକାରାମ … Read More

ଶରଦ ପାୱାରଙ୍କ ଘରେ ଅଜିତ

ଜୁଲାଇ ୨ ତାରିଖରେ ଏନ୍‌ସିପି ପ୍ରତିଷ୍ଠାତା ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ଆଠ ଜଣ ଦଳୀୟ ବିଧାୟକଙ୍କ ସହ ମିଶି ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିଲେ ଅଜିତ ପାୱାର। ଆଉ ଏହି ଘଟଣାର ୧୨ ଦିନ ପରେ … Read More

ବେକେ ପାଣିରେ ମହିଳା ଖବରଦାତାଙ୍କ ଖବର ସଂଗ୍ରହ

ବନ୍ୟା, ବାତ୍ୟା, ମରୁଡି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଟିକନିଖ୍ ଖବର ଯୋଗାଇଥାନ୍ତି ଖବରଦାତା। ଏହି ଖବରଦାତାଙ୍କ ପାଇଁ ଘରେ ବସି ଲୋକମାନେ ସଠିକ୍ ସୂଚନା ପାଇପାରନ୍ତି। ସେଥିପାଇଁ ଅନେକ ସମୟରେ ସେମାଙ୍କୁ ପ୍ରଶଂସା କରାଯାଏ। ବର୍ତ୍ତମାନର ଦିଲ୍ଲୀ … Read More

ମୋଦି ସରନେମ୍‌ ମାମଲା: ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ କୋର୍ଟକୁ ଗଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରନେମ ମାମଲାରେ ସୁପ୍ରିମକୋର୍ଟ ଗଲେ ରାହୁଲ ଗାନ୍ଧୀ । ହାଇକୋର୍ଟରୁ ଝଟକା ପାଇବା ପରେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମୋଦି ସରନେମକୁ ନେଇ ତଳ କୋର୍ଟ ଦଣ୍ଡାଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ରାହୁଲ । ଦଣ୍ଡାଦେଶ … Read More

ତାଇଓ୍ଵାନକୁ ୩ ଦିନ ଧରି ଘେରାବନ୍ଦୀ କଲା ଚୀନ

ଚୀନ୍‌ ପୁଣି ତାଇଓ୍ଵାନକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛି । ତାଇଓ୍ଵାନ ଆକାଶରେ ଦେଖାଦେଇଛି ଯୁଦ୍ଧର କଳା ବାଦଲ । ଚାରିପାଖେ ଚୀନ କରୁଛି ସମରାଭ୍ୟାସ । ତାଇଓ୍ଵାନ ସୀମାରେ ୭୨ ଘଣ୍ଟାର ଯୁଦ୍ଧର ଆତଙ୍କ ରଚିଛି ଚୀନ । … Read More

ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଖସି ପଡିଲା ରାମେଶ୍ୱର ମନ୍ଦିରର ଦଧିନଉତି

ଭୁବନେଶ୍ୱର:ପ୍ରଚଣ୍ଡ ଘଡଘଡି ଓ ବିଜୁଳିରେ ଭାଙ୍ଗିଲା ମନ୍ଦିର । ଖସିପଡିଲା ଦଧିନଉତି । ଭୁବନେଶ୍ୱର ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ଆଜି ଖସି ପଡିଛି । ୬୦ ଫୁଟ ଏହି ମନ୍ଦିରର ଦଧିନଉତି ଖସି ମନ୍ଦିର ପ୍ରାଙ୍ଗଣରେ … Read More

ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର: ଭଞ୍ଜନଗର ସବ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ବେଲଗୁଣ୍ଠାର ହୋଇଥିବା ବେଳେ ୫ ଦିନ ତଳେ ତାଙ୍କୁ ଏକ ଚୋରି ମାମଲାରେ ଗିରଫ କରିଥିଲା ପୋଲିସ । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିବା … Read More

ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବିତ କଲା କଂଗ୍ରେସ

ଭୁବନେଶ୍ୱର: କାରଣ ଦର୍ଶାଅ ନୋଟିସ୍ ପରେ ନିଲମ୍ବନ । କଂଗ୍ରେସରୁ ନିଲମ୍ବିତ ହେଲେ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଦଳ ବିରୋଧୀ କାର୍ଯ୍ୟ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ଏଆଇସିସି … Read More