ସୋସିଆଲ ମିଡିଆରେ ସକ୍ରିୟ ରୁହ, ବିରୋଧୀଙ୍କ ବିଭ୍ରାନ୍ତକର ତଥ୍ୟକୁ ପ୍ରତିରୋଧ କର: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅଧିକରୁ ଅଧିକ ଛାତ୍ର ବିଜେଡି ସଦସ୍ୟ ସୋସିଆଲ ମିଡିଆରେ ସକ୍ରିୟ ହୁଅନ୍ତୁ । ବିରୋଧୀଙ୍କ ବିଭ୍ରାନ୍ତିକର ତଥ୍ୟକୁ ପ୍ରତିରୋଧ କରନ୍ତୁ । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିରୋଧୀ ମିଛ କାହାଣୀରେ ବିଶ୍ବାସ କରନ୍ତି । କିନ୍ତୁ ଆମେ ପ୍ରକୃତ … Read More

ଭବିଷ୍ୟତରେ ସିନ୍ଦେଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବେ ଅଜିତ୍ : ସଂଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ର କ୍ୟାବିନେଟରେ ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ପରେ ବିରୋଧୀ ଦଳ ନେତାଙ୍କ ବୟାନ ଆସିବା ଆରମ୍ଭ ହୋଇଛି । ଶିବସେନା ସାଂସଦ ସଞ୍ଜୟ ରାଉତ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ … Read More

ପୂର୍ବତନ ବିଧାୟକ ଆଜମ ଖାନଙ୍କୁ ଝଟକା; ହଟିଲା Y କାଟାଗୋରି ସୁରକ୍ଷା

ନୂଆଦିଲ୍ଲୀ : ପୂର୍ବତନ ବିଧାୟକ ଆଜମ ଖାନଙ୍କ Y କାଟାଗୋରି ସୁରକ୍ଷା ହଟାଇଦେଲେ ଉତ୍ତରପ୍ରଦେଶ ସରକାର। ଏଥିସହ ଆଜମ ଖାନଙ୍କ ସୁରକ୍ଷାରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କୁ ପୁଲିସ୍‌ ମୁଖ୍ୟାଳୟକୁ ଫେରାଇ ନିଆଯାଇଛି। ରାମପୁରର ହିଂସା ତଥା ଘୃଣା ଭାବନାକୁ ଉସୁକାଇବା … Read More

କ୍ରାଇମବ୍ରାଞ୍ଚ ଚାର୍ଜସିଟ ଏକ ରଦ୍ଦି କାଗଜ: ସୁରେଶ ପୂଜାରୀ

ସମ୍ବଲପୁର: ନବ ଦାସ ହତ୍ୟା ମାମଲାରେ କାହାଣୀ ଶୁଣାଇଛି କ୍ରାଇମବ୍ରାଞ୍ଚ । ଗୋପାଳ ଦାସକୁ ମୁଖ୍ୟ ଅଭିଯୁକ୍ତ ବୋଲି ସାବ୍ୟସ୍ତ କରି ସେହିଠାରେ ହିଁ ତଦନ୍ତ ସାରି ଦେଇଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ୫୦୦ ପୃଷ୍ଠାର … Read More

ଜାମିନ ପାଇଁ ସୁପ୍ରିମକୋର୍ଟ ଗଲେ ମନିଷ ସିସୋଦିଆ; ସିବିଆଇ, ଇଡିଙ୍କୁ ନୋଟିସ୍‌

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ମନିଷ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାର ଶୁଣାଣି କରି ଇଡି ଓ ସିବିଆଇଙ୍କୁ ନିଜ ପକ୍ଷ ରଖିବାକୁ ନୋଟିସ ଜାରି କରିଛନ୍ତି … Read More

ନବ ଦାସଙ୍କୁ ହତ୍ୟା କରବା ପାଇଁ ସମଲେଇଙ୍କ ପାଖେ ଶପଥ ନେଇଥିଲା ଗୋପାଳ ଦାସ

ଭୁବନେଶ୍ୱର:  ନବ ଦାସ ହତ୍ୟା ମାମଲା ଚାର୍ଜସିଟରେ କାହାଣୀ ଶୁଣାଇଛି କ୍ରାଇମବ୍ରାଞ୍ଚ । ନବ ହତ୍ୟା ମାମଲାରେ ୫୦୦  ପୃଷ୍ଠାର ଚାର୍ଜସିଟ୍‌ ଦାଖଲ  କୋର୍ଟରେ ଦାଖଲ କରିଛି  କ୍ରାଇମବ୍ରାଞ୍ଚ  । ଏହି ଚାର୍ଜସିଟରେ ବେଶ  ଗପ ଶୁଣାଇଛି ।  ନବଙ୍କୁ ହତ୍ୟା … Read More

ମାମଲା ଫଇସଲା କରିବାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ

କଟକ: ମାମଲା ଫଇସଲା କରିବାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ । ୨୦୨୧ ଓ ୨୦୨୨ ତୁଳନାରେ ଚଳିତବର୍ଷ ଅଧିକ ମାମଲାର ଫଇସଲା କରିଛନ୍ତି ହାଇକୋର୍ଟ । ଜାନୁଆରୀରୁ ଜୁନ ମାସର ତଥ୍ୟ ଅନୁସାରେ ମାମଲା ଫଇସଲା ହାର ବୃଦ୍ଧି ହୋଇଥିବା ଜଣାପଡ଼ିଛି … Read More

ବାହାନଗା ଟ୍ରେନ ଟ୍ରାଜେଡି: ଆଉ ୧୦ ରେଳବାଇ କର୍ମଚାରୀଙ୍କୁ ସମନ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଜେରା ଜୋରଦାର କରିଛି ସିବିଆଇ । ୩ ଜଣ କର୍ମଚାରୀଙ୍କୁ ଗିରଫ କରି ଦୁଇ ଦୁଇଥର ରିମାଣ୍ଡରେ ନେଇ ଘନଘନ ଜେରା କରୁଛି ସିବିଆଇ । ଏବେ  ଆହୁରି ୧୦ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି … Read More

କୁନୋ ଜାତୀୟ ଉଦ୍ୟାନରେ ଗଲା ଆଉ ଏକର ଚିତାର ଜୀବନ, ୫ ମାସରେ ୮ଟି ମଲେଣି

ଜୁନୋ : ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଶୁକ୍ରବାର ଆଉ ଏକ ଚିତା ବାଘର ମୃତ୍ୟୁ ଘଟିଛି। ତା’ ନାଁ ସୂରଜ। ଏହା ସହିତ ଗତ ୫ ମାସରେ ଏଠାରେ ୩ଟି ଶାବକ ସମେତ ୮ଟି ଚିତା ବାଘର ମୃତ୍ୟୁ … Read More

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ

ପୁରୀ : ଭଙ୍ଗାଯାଉଛି ୩ ରଥ। ଆଜିଠାରୁ ତିନି ରଥ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା କାମ । ତାପରେ ପାରାଭାଡି ଓ ପରେ ପରେ ଦ୍ୱାରବେଢା ଭଙ୍ଗା … Read More