ଖାତକୁ ଗଳିଲା କାର; ପତ୍ନୀ, ପୁଅଙ୍କ ସହ ବରିଷ୍ଠ ଅଧିକାରୀ ମୃତ

ଜମ୍ମୁ କଶ୍ମୀରର ପୁଚ୍ଛ ଜିଲ୍ଲାରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ଖାତରେ ଗଳି ପଡ଼ିବାରୁ ଅର୍ଥ ବିଭାଗ, ବନ ବିଭାଗ ଓ ପରିବେଶ ବିଭାଗର ଜଣେ ନିର୍ଦ୍ଦେଶକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ … Read More

ଦିଲ୍ଲୀରୁ କଶ୍ମୀର ଯାଏଁ ଜଳ ପ୍ରଳୟ

ପାଣିରେ ଭାସୁଛି ଉତ୍ତର ଭାରତ। କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ଦିଲ୍ଲୀରୁ କଶ୍ମୀର ଯାଏଁ ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ଜଳ ପ୍ରଳୟ। ବର୍ଷା ଓ ବନ୍ୟାରେ ହିମାଚଳ ପ୍ରଦେଶ, ୟୁପି, ଉତ୍ତରାଖଣ୍ଡ, ପଞ୍ଜାବ, ଜମ୍ମୁ କଶ୍ମୀର … Read More

ପାଣ୍ଡିଆନଙ୍କ ହାତରେ ବିଜେଡି ଟିକେଟ’: ପ୍ରଦୀପ ପୁରୋହିତ

ଭୁବନେଶ୍ୱର: 5T ସଚିବଙ୍କୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବଡ଼ ମନ୍ତବ୍ୟ। କହିଲେ, ‘ବିଜେଡି ଆଉ ବିଜେଡି ହାତରେ ନାହିଁ, ବିଜେଡି 5T ସଚିବଙ୍କ ହାତକୁ ଚାଲିଗଲାଣି ବୋଲି ମୋର ସନ୍ଦେହ, ବିଜେଡିର ବଡ଼ ବଡ଼ ନେତା 5T ସଚିବଙ୍କୁ … Read More

ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ

ଅନୁଗୋଳ: ଆହୁରି ସମୃଦ୍ଧ ହେବ ଅନୁଗୋଳ । ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ। ପ୍ରଥମେ ତାଳଚେର ଗସ୍ତ କରି ହିଙ୍ଗୁଳା ପୀଠରେ ପହଞ୍ଚି ମା ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି। ମନ୍ଦିରର ବିକାଶ ଓ ଅନ୍ୟାନ୍ୟ ସୁବିଧା ଅସୁବିଧା … Read More

ସମ୍ପତ୍ତି ପାଇଁ ନିଜ ମାଆକୁ ମାରି ଲହୁଲୁହାଣ କଲା ବଡପୁଅ

ଗଜପତି : ମୋ ପୁଅ କବଳରୁ ମତେ ମୁକ୍ତି ଦିଅନ୍ତୁ । ଏମିତିଆ ପୁଅ ଭଗବାନ୍‌ କାହାକୁ ନ ଦିଅନ୍ତୁ । ନିଜ ବଡପୁଅ ପାଇଁ ଜଣେ ମାଆ ଏଭଳି କହିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଜଣେ … Read More

ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଦାବି, ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବନ୍ଦ

ବେଗୁନିଆ:ବେଗୁନିଆରେ ସ୍ଵାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହିତ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉନ୍ନତ ମାନର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପ୍ରତିବାଦରେ ଆଜି ବେଗୁନିଆ ବନ୍ଦ । ବେଗୁନିଆ ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଆଖପାଖ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଏହି ବନ୍ଦରେ … Read More

ଝାଡେଶ୍ୱର ମନ୍ଦିରରେ ବୋଲବମ କାଉଡିଆଙ୍କ ମୃତ୍ୟୁ

ଦେବଗଡ଼: ମନ୍ଦିରରେ ଶୋଇଥିବା ଅବସ୍ଥାରେ ବୋଲବମ କାଉଡିଆଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଦେବଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିରରେ । ମୃତକ ଜଣକ ହେଲେ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମର ବିଭୁତି … Read More

ମଞ୍ଚେଶ୍ବରରେ ମେଡିସିନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧକ ଟଙ୍କାର ଔଷଧ

ଭୁବନେଶ୍ୱର: ରାତି ଅଧରେ ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଔଷଧ ଗୋଦାମରେ ଲାଗିଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଚାହୁଁ ଚାହୁଁ ଜଳିଗଲା ଗୋଦାମ ଘର । ଗତକାଲି ରାତି ପ୍ରାୟ ୧୧ଟା … Read More

ଥାନା ଭିତରେ କନେଷ୍ଟବଳଙ୍କ ଉନ୍ମତ୍ତକାଣ୍ଡ

ଭଦ୍ରକ: ଥାନା ପରିସରରେ କନେଷ୍ଟବଳଙ୍କ ଉନ୍ମତ୍ତକାଣ୍ଡ । ଡ୍ୟୁଟି ସମୟରେ ଥାନା ଭିତରେ ମଦ ନିଶାରେ ଗାଳିଗୁଲଜ କରିବା ସହ ଅନ୍ୟ ପୋଲିସଙ୍କ ଉପରକୁ ହାତ ଉଠାଇଲେ ମଦ୍ୟପ କନେଷ୍ଟବଳ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନାର କାର୍ଯ୍ୟରତ କନେଷ୍ଟବଳ ବିଶ୍ୱରଞ୍ଜନ ଦଳେଇ … Read More