ଆଜିଠୁ+୨ ନାମଲେଖା, ପ୍ରଥମ ଦିନରେ ନାମ ପଞ୍ଜୀକରଣ କଲେ ୪ ଲକ୍ଷ ୧୨ ହଜାର ୩୬୮ଜଣ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଆଜିଠାରୁ +୨ ନାମଲେଖା। ୧୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୧୪ ତାରିଖ ଯାଏ ପିଲାଙ୍କ ସ୍ଲାଇଡ୍ଅପ୍ ପ୍ରକ୍ରିୟା ଚାଲିବ। ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ ହଜାର ୩୬୮ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି … Read More