ରାହୁଲଙ୍କୁ ଝଟକା: ଦୁଇବର୍ଷ ଜେଲ ଦଣ୍ଡାଦେଶ କାଏମ, ଫେରିପାଇବେନି ସଂସଦର ସଦସ୍ୟତା ପଦ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଆଶ୍ୱସ୍ତି । ରାହୁଲଙ୍କୁ ଗୁଜରାଟ ହାଇକୋର୍ଟ ଝଟକା ଦେଇଛନ୍ତି। ସୁରଟ କୋର୍ଟ ନିଷ୍ପତ୍ତିକୁ କାଏମ ରଖିଲେ ଗୁଜରାଟ ହାଇକୋର୍ଟ । ହାଇକୋର୍ଟଙ୍କ କହିବାନୁଯାୟୀ, ଟ୍ରାଏଲ କୋର୍ଟଙ୍କ ଆଦେଶ ଉଚିତ । ସେହି ଆଦେଶରେ ହସ୍ତକ୍ଷେପ … Read More

ରୋଗୀକୁ ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ଗଲେ ହସ୍ପିଟାଲ

ସୋନପୁର: ଜଣେ ରୋଗୀଙ୍କୁ ଆମ୍ବୁଲାନ୍ସ ନମିଳିବାରୁ ରିକ୍ସା ଟ୍ରଲିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପଡିଛି। ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିଜ ଜିଲ୍ଲା ବିନିକାରେ ଏହି ଘଟଣା ଘଟିଛି। ରୋଗୀ ଜଣକ ହେଲେ ହାଲୁ ନାଏକ(୩୮)। ସେ ଗୁରୁବାର କାମ କରୁଥିବା … Read More

5T ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ମନ୍ଦିର। ଖର୍ଚ୍ଚ ହେବ ୧୮ କୋଟି ଟଙ୍କା

ଭୁବନେଶ୍ୱର: 5T ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ମନ୍ଦିର। ଖର୍ଚ୍ଚ ହେବ ୧୮ କୋଟି ଟଙ୍କା । ଦୁଇଟି ପର୍ଯ୍ୟାୟରେ କାମ ସଂପୂର୍ଣ୍ଣ ହେବ । ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ … Read More

ଆଜି ତୃତୀୟ ଦିନରେ ବି ଚାଲିଛି ଡିଏନ ଗ୍ରୁପରେ ଆୟକର ଚଢଉ, ଗଣି ଗଣି ସରୁନି ଟଙ୍କା

ଭୁବନେଶ୍ୱର:ତିନି ଦିନ ହେଲାଣି ଚାଲିଛି ଚଢାଉ । ଯେତେ ଖୋଳିଲେ ସେତେ ବାହାରୁଛି ସମ୍ପତ୍ତି ତାଲିକା । ଆଜି ତୃତୀୟ ଦିନରେ ଚାଲିଛି ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ଚଢାଉ । ପ୍ରଥମ ଦିନ ଚଢାଉରେ ୩୦ କୋଟି ଜବତ … Read More

ହରିଆଣାରେ ଅବିବାହିତ ଓ ବିଧବାଙ୍କୁ ମିଳିବ ସରକାରୀ ପେନ୍‌ସନ୍‌

ଚଣ୍ଡିଗଡ: ଅବିବାହିତ ଏବଂ ବିଧବାଙ୍କୁ ସରକାରୀ ପେନ୍‌ସନ୍ ପ୍ରଦାନ କରିବାରେ ହରିଆଣା ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର୍ ଏହି ବିରଳ ପେନ୍‌ସନ୍ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାରେ ହିତାଧିକାରୀଙ୍କୁ ମାସିକ … Read More

୪୨ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି

ନୂଆଦିଲ୍ଲୀ: ଷ୍ଟମ୍ପ ପଛରେ ରହିଛି ମ୍ୟାଚର ମୋଡ ବଦଳାଇ ଦେଉଥିବା ଖେଳାଳି । ଜଣିଏ ଖେଳାଳି ଯିଏ କ୍ରିକେଟପ୍ରେମୀଙ୍କ ପାଇଁ କେତେବେଳେ ମାହି ତ ଆଉକେତେବେଳେ ଦି କୁଲ ମ୍ୟାନ ପୁଣି ଆଉକେବେ ଏମଏଡି । ଆଜି ଭାରତୀୟ କ୍ରିକେଟ ଟିମର … Read More

ବ୍ୟାପୁଛି ଆଖିଧରା ରୋଗ : ଚଳିତ ମାସ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଆଖି ଧାରା ରୋଗ ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଛି । ଭୁବନେଶ୍ବର, କଟକ ସମେତ ଯାଜପୁର, ବାଲେଶ୍ବର ସମେତ ଅନ୍ୟ ଜିଲ୍ଲାରେ ବହୁ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି । ଭୟରେ ଲୋକମାନେ … Read More

ରାଜଧାନୀରୁ ପୁଣି ଜଣେ ଛାତ୍ର ନିଖୋଜ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଜଣେ ଛାତ୍ର ନିଖୋଜ ।  ଛାତ୍ର ଜଣକ ରାଗି ଘରୁ କୁଆଡେ ପଳାଇଥିବା ଜଣାପଡିଛି । ଏ ନେଇ ପରିବାର ଲାେକେ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି । ନିଖୋଜ ଛାତ୍ରଙ୍କ ନାଁ  ଯୋଗେଶ ବାଲାଜ … Read More

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ : ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର: ଉତ୍ତମ ସମ୍ପର୍କରେ ରହି ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣାକୁ ନେଇ ଦାୟର ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । … Read More

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ: ୩ ଜଣଙ୍କର ଦରମା ଓ ୬ ଜଣଙ୍କର ପେନସନ ବନ୍ଦ

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି  ରଖିଛନ୍ତି ।  ଏ ପର୍ଯ୍ୟନ୍ତ ୧୯୭ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସାରିଲେଣି । ଏବେ ପୁଣି ୯ ଜଣଙ୍କ ବିରୋଧରେ କାାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।  … Read More