ତେଲେଙ୍ଗାନାରେ ଫାଲକନୁମା ଏକ୍ସପ୍ରେସ୍ର ୩ଟି ବଗିରେ ଅଗ୍ନିକାଣ୍ଡ
ବୋମ୍ମାଇପାଲ୍ଲୀ: ଆଜି ତେଲେଙ୍ଗାନାର ବୋମ୍ମାଇପାଲ୍ଲୀ ଓ ପାଗିଡ଼ିପାଲ୍ଲୀ ମଧ୍ୟରେ ଫାଲକ୍ନୁମା ଏକ୍ସପ୍ରେସ୍ର ୩ଟି ବଗିରେ ନିଆଁ ଲାଗିଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି। ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ‘ସିପିଆର୍ଓ’ ସି. ଏଚ୍. ରାକେଶ କହିଛନ୍ତି, ନିଆଁ ଲାଗିଥିବା … Read More