ରାଜଧାନୀରୁ ନିଖୋଜ ୨ ଛାତ୍ର ଟିଟିଲାଗଡ଼ରୁ ଠାବ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ମଙ୍ଗଳବାର ନିଖୋଜ ଦୁଇ ଦଶମ ଶ୍ରେଣୀ ଛାତ୍ର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରୁ ବୁଧବାର ଠାବ ହୋଇଛନ୍ତି। ଠାବ କରାଯାଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ହେଲେ ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାର। ସେମାନେ ଭୁବନେଶ୍ବର ଚନ୍ଦକା … Read More

ବାଜି ମାରିନେଲେ ଅଜିତ ପାୱାର

ଅପ୍ରତ୍ୟାଶିତ ଘଟଣାକ୍ରମରେ ମହାରାଷ୍ଟ୍ରର କ୍ଷମତାସୀନ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ସରକାରଙ୍କୁ ସମର୍ଥନ କରିଥିବା ଏନସିପିର ବିଦ୍ରୋହୀ ନେତା ଅଜିତ ପାୱାର ସଂଖ୍ୟା ଖେଳରେ ଆଗୁଆ ହୋଇ ଯାଇଛନ୍ତି। ସେ ନିଜର ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା … Read More

ପୁଲିସ ପରିଚୟ ଦେଇ ବରିଷ୍ଠ ନାଗରିକଙ୍କ ଠାରୁ ୬୦ ଗ୍ରାମ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କଟକ: କଟକ ଦୋଳମୁଣ୍ଡାଇରୁ ବଜ୍ରକବାଟିକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବରେ ଥିବା ଅମ୍ବର ଏନ୍ଏକ୍ସ ଦୋକାନ ସମ୍ମୁଖରେ ନିଜକୁ ପୁଲିସ ପରିଚୟ ଦେଇ ବରିଷ୍ଠ ନାଗରିକଙ୍କ ଠାରୁ ୬୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଆଜି ମଧ୍ୟାହ୍ନ ସମୟରେ … Read More

ଆଦିବାସୀ ଯୁବକଙ୍କ ମୁହଁରେ ପରିସ୍ରା ମାମଲା: ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କ ଘରେ ବୁଲିଲା ବୁଲ୍‌ଡୋଜର

ମଧ୍ୟ ପ୍ରଦେଶର ସିଧିରେ ଆଦିବାସୀ ଯୁବକଙ୍କ ମୁହଁରେ ପରିସ୍ରା କରିଥିବା ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତଙ୍କୁ ଗିରଫ ପରେ ଏବେ ତାଙ୍କ ଘରେ ବୁଲ୍‌ଡୋଜର ବୁଲିଛି। ବୁଲ୍‌ଡୋଜର ସାହାଯ୍ୟରେ ଅଭିଯୁକ୍ତଙ୍କ ଘର ଭଙ୍ଗାଯାଇଛି। ଏହାର କିଛି ଭିଡିଓ … Read More

ରାଜଧାନୀରେ ଯୁବକଙ୍କ କଲର ଧରି ପିଟିଲେ ଲେଡି ଗୁଣ୍ଡା

ଭୁବନେଶ୍ୱର:ଭୁବନେଶ୍ୱରରେ ଲେଡି ଗୁଣ୍ଡାଙ୍କ  ଦାଦାଗିରି । ଯୁବକଙ୍କ କଲର ଧରିଲେ, ସେକି ଦେଇ ଗଲେ । ସମସ୍ତେ ଦେଖୁଥାନ୍ତି, ହେଲେ ଲେଡି ଗୁଣ୍ଡାଙ୍କୁ କେହି ସାମ୍ନା କରିପାରୁ ନ ଥାନ୍ତି । ଲେଡିଙ୍କ ପାଟିର ଭାଷା… ନ କହିବା ଭଲ । … Read More

ଦିଲ୍ଲୀ ତିସ୍ ହଜାରି କୋର୍ଟରେ ଫୁଟିଲା ଗୁଳି

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀ କୋର୍ଟରେ ଫୁଟିଲା ଗୁଳି। ଓକିଲମାନଙ୍କ ମଧ୍ୟରେ ପାରସ୍ପରିକ ବିତର୍କ ଏବଂ ଝଗଡା ପରେ ଜଣେ ବ୍ୟକ୍ତି ଗୁଳି ଚଳାଇଥିବା ଜଣାପଡ଼ିଛି। ଦିଲ୍ଲୀର ତିସ୍ ହଜାରି କୋର୍ଟରେ ଏହି ଘଟଣା ଘଟିଛି। ତେବେ ଏହି ଘଟଣାରେ କେହି … Read More

ଓଡ଼ିଶାରେ ପୁଣି ଚିଟଫଣ୍ଡ ଭଳି ରାହାଜାନି ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଡ.ଲେଖାଶ୍ରୀ

ଭୁବନେଶ୍ୱର, : ଓଡ଼ିଶାରେ ଚିଟଫଣ୍ଡ ସଂସ୍ଥା ନୂଆ ରୂପରେଖରେ ଲୋକଙ୍କ ପାଖକୁ ଫେରିଛି । ଲୋକେ ଝାଳବୁହା ଧନ ଓ ଜୀବନର ପୁଞ୍ଜିକୁ ଘରୋଇ କମ୍ପାନୀମାନଙ୍କଠାରେ ରଖିଥିଲେ । ସେହି ଟଙ୍କାକୁ ଚିଟଫଣ୍ଡ କମ୍ପାନୀମାନେ ଲୁଟ୍ କଲାବେଳେ ରାଜ୍ୟ ସରକାର ଓ … Read More

ଗଡକାରୀଙ୍କ ଗୁରୁ ମନ୍ତ୍ର – ୧୫ ଟଙ୍କାରେ ମିଳିବ ପେଟ୍ରୋଲ

ସବୁଠି ଲୋକଙ୍କୁ ଘାଇଲା କରୁଛି ମହଙ୍ଗା ମାଡ଼ । ପରିବାଠୁ ଆରମ୍ଭ କରି ଗ୍ୟାସ୍‌, ପେଟ୍ରୋଲ ଦର ବି ଲୋକଙ୍କୁ କନ୍ଦାଉଛି। ରାତି ପାହିଲେ ସମସ୍ତେ ଘରୁ ଗାଡ଼ି ଧରି ବାହାରିଥାନ୍ତି। ମାତ୍ର ପେଟ୍ରୋଲ ଲିଟର ପିଛା ଶହେ ଟଙ୍କାରୁ ଊର୍ଦ୍ଧ୍ୱରେ କିଣିବା … Read More

ବୌଦ୍ଧରେ ଫାଇଭ-ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ

ବୌଦ୍ଧ: ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡିକୁ ଅଣ୍ଡାମାଡ । ବୌଦ୍ଧରେ କଚେରୀ ଛକରେ ହୋଇଛି ଅଣ୍ଡାମାଡ । ପୋଲିସ ଜଣଙ୍କୁ ଉଠାଇନେଇଥିବା ସୂଚନା ରହିଛି । ଦିନିକିଆ ବୈଦ୍ଧ ଗସ୍ତରେ ଅଛନ୍ତି ୫ଟି ସଚିବ । ସେହିପରି ଆଜି ବିଜେପି … Read More

ପାହାଡ଼ରୁ ପଥର ଖସି ଚାପି ହୋଇଗଲା କାର୍‌; ଚାଲିଗଲା ୨ ଜୀବନ

ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ଧସିଲା ବଡ଼ ବଡ଼ ପଥର। ଆଉ ଏହି ପଥର ତଳେ କାର୍‌ ଚାପି ହୋଇ ଚାଲିଗଲା ୨ ଜୀବନ । ଏହି ଅଘଟଣରେ ଆଉ ୩ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଲୋମଟାଙ୍କୁରା ଘଟଣା … Read More