ବାହାନଗା ଟ୍ରେନ୍ ଦୁର୍ଘଟଣା: ୨ ଜଣଙ୍କ ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ
ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ବିତିଥିବା ବେଳେ ଏବେ ବି ଅନେକ ମୃତଦେହ ଚିହ୍ନଟ ହୋଇ ନାହିଁ । ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର ରହିଥିବା ବେଳେ ଡିଏନଏ ପରୀକ୍ଷା କରାଯାଇ ମେଳ ଖାଇଲା ପରେ ମୃତଦେହ ହସ୍ତାନ୍ତର କରାଯାଉଛି … Read More