ପୁଣି ଶବକୁ ଅସମ୍ମାନ, ଟ୍ରଲିରେ ବୁହା ହେଲା ଶବ

ଗଜପତି: ମିଳିଲାନି ମହାପ୍ରଣାୟ, ଟ୍ରଲିରେ ବୁହା ହେଲା ଶବ। ଗଜପତି ଜିଲ୍ଲା ମୋହନା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କୃଷ୍ଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଗତକାଲି ବିଳମ୍ବିତ ରାତିରେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇ … Read More

କୃଷି ଉପକରଣ ସବସିଡି ଦୁର୍ନୀତି, ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୭ କୋଟି ୧୬ ଲକ୍ଷ ଟଙ୍କାର କୃଷି ଉପକରଣ ସବସିଡି ଦୁର୍ନୀତି ମାମଲାରେ ପଞ୍ଚମ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ବିଦ୍ୟାଧର ବେହେରାକୁ ଭଦ୍ରକରୁ ଗିରଫ କରାଯାଇଛି। ବିଦ୍ୟାଧର ବେହେରା ଭଦ୍ରକ … Read More

ଅଜଣା ଗାଡି ଧକ୍କାରେ ୨ ମୃତ

ପାରାଦୀପ: ପାରାଦୀପ-ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ନନ୍ପୁର ଛକରେ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ । ମୃତକ ହେଲେ ଜୟଚନ୍ଦ୍ରପୁରର ରଜନୀକାନ୍ତ ନାଉରି ଓ ଭଣଜା ଜିତୁ ସ୍ୱାଇଁ । … Read More

ଯୋଡ଼ି ହେଲା କଟା ହାତ, ସଫଳ ଭାବେ ପ୍ରତିରୋପଣ କଲେ ବଡ଼ ମେଡିକାଲର ଡାକ୍ତର

ଭୁବନେଶ୍ୱର: କଟକ ଏସସିବି ମେଡିକାଲର ଏକ ଡାକ୍ତରୀ ଦଳ ବାଲେଶ୍ୱର ଜିଲ୍ଲାର ଜଣେ ୨୨ ବର୍ଷୀୟ ଯୁବକଙ୍କ କଟା ହାତକୁ ସଫଳତାର ସହ ଯୋଡ଼ିଛନ୍ତି। ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଏହି ଅସ୍ତ୍ରୋପଚାରରେ ପ୍ଲାଷ୍ଟିକ ସର୍ଜରୀ, ଅର୍ଥୋପେଡିକ, ନିଶ୍ଚେତକ ବା … Read More

ଲାଲବାହିନୀଙ୍କ ତାଣ୍ଡବ: ପୋଡିଦେଲେ ହାଇଓ୍ୱା ସମେତ ୯ଟି ମେସିନ୍

ରାୟଗଡ଼ା: ରାୟଗଡ଼ାରେ ପୁଣି  ମାଓବାଦୀଙ୍କ ଲାଲ ତାଣ୍ଡବ। ମାଓବାଦୀମାନେ କ୍ରସରରେ ଥିବା ୨ଟି ପ୍ରୋକଲିନ ମେସିନ, ୫ଟି ହାଇୱା ଏବଂ ୨ଟି ଲୋଡର ସମେତ ୯ ଗାଡ଼ି ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ … Read More

ଆଜି ନୀଳାଦ୍ରି ବିଜେ; ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ

ଆଜି ଶ୍ରୀଜିଉଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ନବଦିନାତ୍ମକ ଲୀଳାଖେଳା ସାରି ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ହେଲେ ପତ୍ନୀ ମହାଲକ୍ଷ୍ମୀ କିନ୍ତୁ ଅଭିମାନ କରିଥିବାରୁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବେନିା ଏହି ସମୟରେ ସିଂହଦ୍ୱାର ଠାରେ ସ୍ୱତନ୍ତ୍ର ନୀତି … Read More