ଉନ୍ନତ ଗବେଷଣା ଲକ୍ଷ୍ୟ – ୫ ବର୍ଷରେ ଖର୍ଚ୍ଚ ହେବ ୨୧୬ କୋଟି
ଭୁବନେଶ୍ବର: ରାଜ୍ୟରେ ଗବେଷଣା ପରିଦୃଶ୍ୟକୁ ମଜଭୁତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଛି ଚିଫ୍ ମିନିଷ୍ଟର ରିସର୍ଚ୍ଚ ଇନୋଭେସନ୍ ଫେଲୋସିପ୍ ପ୍ରୋଗ୍ରାମ (ସିଏମ୍ଆରଆଇଏଫ୍ପି)। ବିଶ୍ବବିଦ୍ୟାଳୟରେ ଗବେଷଣାକୁ ଆହୁରି ଉନ୍ନତଧରଣର କରିବାକୁ ଲକ୍ଷ୍ୟ ରଖି … Read More