୨୦୨୩ ଦିନିକିଆ ବିଶ୍ୱକପ୍ : ସମସ୍ତ ଷ୍ଟାଡିୟମ୍ର ଅନୁଧ୍ୟାନ ପାଇଁ ଭାରତରେ ଆଇସିସି ଦଳ
ନୂଆଦିଲ୍ଲୀ: ଭାରତରେ ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଦିନିକିଆ ବିଶ୍ବକପ୍ ଆୟୋଜନ ହେବ। ଏହି ବିଶ୍ବକପ୍ର ସମସ୍ତ ମ୍ୟାଚ୍ ୧୦ଟି ସହରରେ ଖେଳାଯିବ। ଏହି ୧୦ଟି ସହର ହେଲା- ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନଇ, ଦିଲ୍ଲୀ, ଧର୍ମଶାଳା, ହାଇଦରାବାଦ, କଲକାତା, ଲକ୍ଷ୍ନୌ, … Read More