ଭୋଜପୁରୀ ସୁପରଷ୍ଟାର ପୱନ ସିଂହଙ୍କୁ Y କ୍ୟାଟେଗୋରୀ ସୁରକ୍ଷା

ବିହାର : ଭୋଜପୁରୀ ସୁପରଷ୍ଟାର ପୱନ ସିଂଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ Y କ୍ୟାଟେଗୋରୀ ସୁରକ୍ଷା ମିଳିଛି । ତାଙ୍କ ଜୀବନକୁ ବିପଦ ଥିବା ନେଇ ଆଇବିକୁ କିଛି ସୂଚନା ମିଳିବା ପରେ ଗୃହ ମନ୍ତ୍ରଣାଳୟ ସୁରକ୍ଷା ବଢାଇଦେଇଛି । ଏହି ସମୟରେ … Read More

ରାଜସ୍ଥାନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୩୬ରୁ ଅଧିକ ବଗି

ଶ୍ରୀମାଧେପୁର : ରାଜସ୍ଥାନର ଶ୍ରୀମାଧେପୁରର ନ୍ୟୁ ରେଲୱେ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରାକରୁ ୩୬ରୁ ଅଧିକ ଡବା ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନ ବଗିଗୁଡିକ ପରସ୍ପର ଉପରେ ମାଡ଼ି ହୋଇପଡିଛି … Read More

ଭାରତରେ ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର, ଅନେକ ବାଣିଜ୍ୟ ଚୁକ୍ତି ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ଆମେରିକା ସହିତ ଚାଲିଥିବା ଉତ୍ତେଜନାରେ, ଭାରତ ଏବଂ ବ୍ରିଟେନ ମଧ୍ୟରେ ବନ୍ଧୁତା ଗଭୀର ହେଉଥିବା ପରି ମନେ ହେଉଛି । ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି । ସେ ବୁଧବାର (୮ ଅକ୍ଟୋବର) ସକାଳେ … Read More

ଆତ୍ମହତ୍ୟା କଲେ ବରିଷ୍ଠ ଆଇପିଏସ ଅଧିକାରୀ

ଚଣ୍ଡିଗଡ଼: ଆତ୍ମହତ୍ୟା କଲେ ଆଇପିଏସ ଅଧିକାରୀ। ହରିୟାଣାର ଏହି ବରିଷ୍ଠ ଆଇପିଏସ ଅଧିକାରୀ ହେଉଛନ୍ତି ଓ୍ବାଇ.ଏସ. ପୁରନ। ନିଜ ସର୍ଭିସ ବନ୍ଧୁକରୁ ପୁରନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ପୁଲିସ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ। … Read More

ଚୋରି ବାଇକ ଚଲାଉଥିଲେ କନଷ୍ଟେବଳ, ନିଲମ୍ବନ କଲେ ଏସପି

ହାପୁଡ: ହାପୁଡ ଜିଲାରେ ଜଣେ ହେଡ୍ କନଷ୍ଟେବଳଙ୍କୁ ଚୋରି ବାଇକ୍ ଚଳାଇବା ଅଭିଯୋଗରେ ନିଲମ୍ବନ କରାଯାଇଛି। ଡିଆଇଜି ରେଞ୍ଜ ମିରଠଙ୍କ ଆଦେଶରେ ଏସପି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଭାଗୀୟ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଯାଇଛି। ଶନିବାର ପୁଲିସ ଷ୍ଟେସନ … Read More

ଆମେରିକାରେ ଅଫିମ ବିକ୍ରି କରି ଧରାପଡ଼ିଲେ ଭାରତୀୟ ଯୁବକ

ନୂଆଦିଲ୍ଲୀ: ଆମେରିକାର ଅରଙ୍କସାସରୁ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନାଁ କପିଲ ବୋଲି ଜଣାପଡିଛି। କପିଲଙ୍କ ବିରୋଧରେ ଅଫିମ ବିକ୍ରି କରୁଥିବା ଅଭିଯୋଗ ଲାଗିଛି। ତାଙ୍କ ଭିସା ରଦ୍ଦ କରାଯାଇଛି। ଘଟଣାଟି ମଇ ମାସର। ପୁଲିସ ଟ୍ରାଫିକ୍ … Read More

ଉଡ଼ାଣ ବେଳେ ପକ୍ଷୀ ମାଡ଼, ଏୟାର ଇଣ୍ଡିଆର ବିମାନ ବାତିଲ

ନୂଆଦିଲ୍ଲୀ: କଲମ୍ବୋରୁ ଚେନ୍ନାଇ ଯାଉଥିବା ଏୟାର ଇଣ୍ଡିଆର ବିମାନରେ ଅଘଟଣ । ମଙ୍ଗଳବାର ବାର୍ଡ ହିଟ ଯୋଗୁଁ ବିମାନକୁ ବାତିଲ କରାଯାଇଥିବା  ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଘଟଣା ସମୟରେ ବିମାନରେ ୧୫୮ ଜଣ ଯାତ୍ରୀ ଉପସ୍ଥିତ ଥିଲେ। ତେବେ ବିମାନଟିକୁ ସୁରକ୍ଷିତ … Read More

୬୦ କୋଟି ଠକେଇ ମାମଲା: ଶିଳ୍ପା ସେଠୀଙ୍କୁ EOWର ଜେରା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ୫ ଘଣ୍ଟା ଧରି ପଚରାଉଚରା କରିଛି । ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ୬୦ କୋଟି ଟଙ୍କାର ଠକେଇ ମାମଲା ପୋଲିସ ରାଡାରରେ … Read More

ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କୁ ମିଳିଲା ସରକାରୀ ବାସଭବନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ବାସଭାବନ ଛାଡିବାର ଗୋଟିଏ ବର୍ଷ ପରେ ମଧ୍ୟ ଆମ୍ ଆଦମୀ ପାର୍ଟିର ପ୍ରମୁଖ କିମ୍ବା ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କୁ ଶେଷରେ ଏକ ନୂଆ ସରକାରୀ ବାସଭବନ ମିଳିଛି । ଦିଲ୍ଲୀ ହାଇକୋର୍ଟରେ ଏକ ଶୁଣାଣି ପରେ ଏହି … Read More

ପଦାର୍ଥ ବିଜ୍ଞାନରେ ଆମେରିକାର ୩ ଜଣଙ୍କୁ ନୋବେଲ ପୁରସ୍କାର

ସ୍ବିଡେନ : ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନୀ ଜନ କ୍ଲାର୍କ, ବୈଜ୍ଞାନିକ ମାଇକେଲ ଡେଭୋରେଟ ଏବଂ ବୈଜ୍ଞାନିକ ଜନ ମାର୍ଟିନିସଙ୍କୁ ଏହି ପୁରସ୍କାର ମିଳିଛି । ଏକ ଇଲେକ୍ଟ୍ରିକ ସର୍କିଟରେ କ୍ଵାଣ୍ଟମ ମେକାନିକାଲ ଟନେଲିଂ ଏବଂ … Read More