ବ୍ରାଜିଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସରେ୧୭ ଯାତ୍ରୀ ମୃତ

ବ୍ରାଜିଲ: ବ୍ରାଜିଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉତ୍ତର-ପୂର୍ବ ବ୍ରାଜିଲର ପର୍ନାମ୍ବୁକୋ ରାଜ୍ୟରେ ଏକ ବସ୍ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲର ଫେଡେରାଲ୍ ହାଇୱେ ପୋଲିସର ସୂଚନା ଅନୁଯାୟୀ, ବସ୍ ଡ୍ରାଇଭର ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲେ । … Read More

ଭଗବାନ ରାମଙ୍କ ନଗରୀ ରଚିଲା ଇତିହାସ, ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ

ଅଯୋଧ୍ୟାନଗରୀ: ଭଗବାନ ରାମଙ୍କ ନଗରୀ ରଚିଲା ଇତିହାସ । ୨ଟି ଇତିହାସ ଲକ୍ଷ୍ୟରେ ଅଯୋଧ୍ୟାନଗରୀ । ଆଜି ସନ୍ଧ୍ୟାରେ ଅଯୋଧ୍ୟାର ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ ଲକ୍ଷରେ ଅଯୋଧ୍ୟା । ଡ୍ରୋନ ସାହାଯ୍ୟରେ ଦୀପ ଗଣୁଛନ୍ତି ଗିନିଜବୁକ ଟିମ୍ … Read More

ଦୀପାବଳି ପାଇଁ ସମସ୍ୟାରେ ଫସିଛନ୍ତି ଇଟାଲୀରୁ ଦିଲ୍ଲୀ ଫେରୁଥିବା ଯାତ୍ରୀ, ଏୟାର ଇଣ୍ଡିଆ ବିମାନ ବାତିଲ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବିମାନ ଯାତ୍ରୀଙ୍କୁ ବଡ଼ ଝଟକା । ଫଳରେ ସମସ୍ୟାରେ ଫସିଛନ୍ତି ଅନେକ ଯାତ୍ରୀ । ଇଟାଲୀ ମିଲାନରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଶୁକ୍ରବାର ବାତିଲ କରାଯାଇଛି । ଦୀପାବଳି ଯୋଗୁଁ ଅନେକ ଯାତ୍ରୀ ହଇରାଣ ହୋଇଛନ୍ତି … Read More

ଛଟ୍ ପୂଜା ପାଇଁ ଘରକୁ ଫେରୁଥିବା ବେଳେ ଟ୍ରେନରୁ ଖସିପଡିଲେ ୩ ଯାତ୍ରୀ, ୨ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ନାସିକ ରୋଡ୍ ରେଳ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା ଘଟିଛି । ଛଟ ପୂଜା ପାଇଁ ଘରକୁ ଫେରୁଥିବା ତିନି ଜଣ ଯାତ୍ରୀ ଟ୍ରେନ୍ରୁ ଛିଟିକି ପଡିବାର ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଜଣେ ଗୁରୁତର ଆହତ … Read More

ଆମେରିକା ଇତିହାସର ସବୁଠାରୁ ବଡ଼ ପ୍ରତିବାଦ, ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ

ଆମେରିକା : ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଆମେରିକାର ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଯାହା ଆମେରିକାର ଇତିହାସର ସବୁଠାରୁ ବଡ଼ ପ୍ରତିବାଦ । ବିଶେଷକରି ଟ୍ରମ୍ପଙ୍କ ଟ୍ରାନ୍ସଜେଣ୍ଡର ବିରୋଧୀ ବୟାନ ଏବଂ ଅନ୍ୟାନ୍ୟ ବିବାଦୀୟ ନିଷ୍ପତ୍ତି ବିରୋଧରେ ୭୦ ଲକ୍ଷରୁ … Read More

ଦୀପ ଜାଳିବାରେ ଅଯଥା ଟଙ୍କା ଖର୍ଚ୍ଚ କରନାହିଁ: ଅଖିଳେଶ

ନୂଆଦିଲ୍ଲୀ: ଦୀପାବଳିରେ ଦୀପ ଏବଂ ମହମବତୀ ଜଳାଇବା ସମ୍ପର୍କରେ ଅଖିଳେଶ ଯାଦବଙ୍କ ବୟାନକୁ ନେଇ ଆଲୋଚନା ଜୋର ଧରିଛି | ବିଜେପି ନେତାମାନେ ଏସପି ଅଧ୍ୟକ୍ଷଙ୍କୁ କଡା ଟାର୍ଗେଟ କରିଛନ୍ତି। ଆଜି ବରିଷ୍ଠ ବିଜେପି ନେତା ମୁଖତାର ଆବାସ ନକଭି କହିଛନ୍ତି … Read More

କର୍ଣ୍ଣାଟକ ସରକାରଙ୍କୁ ଝଟକା: ଆରଏସଏସ ପଦଯାତ୍ରାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ:  କର୍ଣ୍ଣାଟକରେ ଆରଏସଏସର ଏକ କାର୍ଯ୍ୟକ୍ରମକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବୟାନବାଜି ଦେଖିବାକୁ ମିଳିଛି । ମନ୍ତ୍ରୀ ପ୍ରିୟାଙ୍କ ଖଡ଼ଗେଙ୍କ ନିର୍ବାଚନମଣ୍ଡଳୀ ଚିତ୍ତପୁରରେ, ଶାନ୍ତି ଏବଂ ଆଇନ ଶୃଙ୍ଖଳା ଭଙ୍ଗ ହେବାର ସମ୍ଭାବନା ଦର୍ଶାଇ କର୍ତ୍ତୃପକ୍ଷ ରବିବାର ଦିନ … Read More

ମୁନୀରଙ୍କ ଧମକର କଡ଼ା ଜବାବ ଦେଲେ ରାଜନାଥ

ନୂଆଦିଲ୍ଲୀ: ତାଲିବାନଠାରୁ ନିର୍ମମଭାବେ ପରାସ୍ତ ହୋଇ ରକ୍ତମୁଖା ହୋଇପଡ଼ିଛନ୍ତି ପାକିସ୍ତାନ ସେନାମୁଖ୍ୟ ତଥା ଫିଲଡ ମାର୍ସାଲ ଅସୀମ ମୁନୀର । କିନ୍ତୁ ତାଲିବାନ ବଦଳରେ ସେ ଭାରତକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ପାକିସ୍ତାନ କେବେ ବି ନଇଁବ ନାହିଁ … Read More

ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ସହ ଜିଏସଟି ସଂସ୍କାରର କୌଣସି ସଂପର୍କ ନାହିଁ: ସୀତାରମଣ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି ଯେ ଜିଏସଟି (GST) ହ୍ରାସର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଛି। ତେବେ ସରକାର ୫୪ଟି ସାମଗ୍ରୀର ଦର ଉପରେ ନଜର ରଖିଛନ୍ତି, ଯେପରିକି ଦର ହ୍ରାସର ସୁଫଳ ସାଧାରଣ ଲୋକଙ୍କ … Read More

ଭାରତୀୟ ସେନାରେ ସାମିଲ ହେଲା ୧୧୩ଟି ଇଲେକ୍ଟ୍ରିକ୍ ବସ୍

ନୂଆଦିଲ୍ଲୀ: ଭାରତୀୟ ସେନାରେ ସାମିଲ ହେଲା ୧୧୩ଟି ଇଲେକ୍ଟ୍ରିକ୍ ବସ୍। ଯାହାକି ସେନାଙ୍କ ପାଇଁ ଏହା ଏକ ବଡ଼ ପଦକ୍ଷେପ। ଭାରତୀୟ ସେନା ୧୭ ଅକ୍ଟୋବର ୨୦୨୫ରେ JBM ଅଟୋ ଲିମିଟେଡ୍ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା, ଯାହାର ମୂଲ୍ୟ ₹୧୩୦.୫୮ … Read More