ଇଣ୍ଡୋନେସିଆରେ ସଡ଼କ ଦୁର୍ଘଟଣା, ୧୬ ମୃତ

ଇଣ୍ଡୋନେସିଆ : ଇଣ୍ଡୋନେସିଆର ସେଣ୍ଟ୍ରାଲ ଜାବା ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଗତକାଲି ସକାଳେ ସେମାରାଙ୍ଗ ସହରରେ ଏକ ଦ୍ରୁତଗାମୀ ବସ୍ ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ୧୬ ଜଣ ଯାତ୍ରୀଙ୍କ … Read More

ଭାରତୀୟଙ୍କ ପାଇଁ ବାଂଲାଦେଶୀ ଭିସା ସେବା ବନ୍ଦ

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ ।  ଭାରତର ଭିସା ସେବା ବନ୍ଦ କରିବା ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଏହି ନିଷ୍ପତ୍ତି ନେଇଛି ।  ବାଂଲାଦେଶର ବିଚ୍ଛିନ୍ନତାବାଦୀ ନେତା ଶରିଫ ଉସମାନ ହାଦିଙ୍କ ମୃତ୍ୟୁ ପରେ ଦୁଇ ଦେଶ … Read More

ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କଲେ ପୂର୍ବତନ ଆଇଜି

ପଞ୍ଜାବ: ପଞ୍ଜାବର ପୂର୍ବତନ ଆଇଜି ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅମର ସିଂହ ଚହଲ ସୋମବାର ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚହଲଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। … Read More

ବାଂଲାଦେଶରେ ହାଦୀ ପରେ ଆଉ ଜଣେ ନେତାଙ୍କୁ ଗୁଳି

ବାଂଲାଦେଶ: ବାଂଲାଦେଶରେ ଥମୁନି ହିଂସା। ଯୁବନେତା ଶରିଫ ଓସମାନ ବିନ୍‌ ହାଦୀଙ୍କୁ ହତ୍ୟା କରାଯିବା ପରେ ଦେଶରେ ହିଂସା ଉଗ୍ର ରୂପ ନେଇଥିବାବେଳେ ସୋମବାର ଆଉ ଜଣେ ନେତାଙ୍କୁ ଗୁଳି କରାଯାଇଛି। ସେହି ନେତା ଜଣକ ହେଉଛନ୍ତି ମହମ୍ମଦ ମୋତାଲେବ ସିକ୍‌ଦାର। … Read More

ଲାଞ୍ଚ ନେଇ ବନ୍ଧା ହେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ

ନୂଆଦିଲ୍ଲୀ: ତିନି ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ସିବିଆଇ ପକ୍ଷରୁ  ସେନାରେ କାର୍ଯ୍ୟରତ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ଗିରଫ କରାଯାଇଛି। ​‌େ​‌ଡପୁଟେସନରେ ଆସିଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ପ୍ରତିରକ୍ଷା ଉତ୍ପାଦନ ବିଭାଗରେ … Read More

KLM ଫ୍ଲାଇଟକୁ ବୋମା ଧମକ

ହାଇଦ୍ରାବାଦ :  ଆମଷ୍ଟରଡାମରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆସୁଥିବା KLM ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ । ଧମକ ଆସିବା ପରେ ହଇଚଇ ସୃଷ୍ଟି କରିଛି । ବିଳମ୍ବିତ ରାତିରେ ମେଲ୍ ଆସିବା ପରେ ସୁରକ୍ଷା ଏଜେନ୍ସିଗୁଡିକୁ ସତର୍କ … Read More

ମଝି ଆକାଶରେ ଇଞ୍ଜିନ୍ ଫେଲ୍, ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ

ନୂଆଦିଲ୍ଲୀ : ମଝି ଆକାଶରେ ବିମାନର ଇଞ୍ଜିନ୍ ଫେଲ୍ । ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଜରୁରୀ ଅବତରଣ  ହୋଇଥିବା ସୂଚନା ମିଳିଛି ।ସୂଚନାନୁଯାୟୀ, ଏମରଜେନ୍ସି ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ । … Read More

ବାଂଲାଦେଶରେ ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ: ଶେଖ୍ ହସିନା

ବାଂଲାଦେଶ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ବୟାନ । ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ। ୟୁନୁସ୍ ସରକାର ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛନ୍ତି । ଉଗ୍ରବାଦୀଙ୍କୁ ଉତ୍ସାହିତ କରୁଥିବା ହସିନା ଅଭିଯୋଗ କରିଛନ୍ତି । ଯେଉଁମାନେ ମୋତେ ଦେଶ … Read More

ଅଗ୍ନିବୀରଙ୍କୁ ଆଶ୍ବସ୍ତି, ସୀମା ସୁରକ୍ଷା ବଳ ନିଯୁକ୍ତିରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ : ଅଗ୍ନିବୀର ଯବାନଙ୍କୁ ବଡ଼ ଆଶ୍ବସ୍ତି । ସୀମା ସୁରକ୍ଷା ବଳ (BSF) କନଷ୍ଟେବଳ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ କୋଟାକୁ ୧୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି । ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି … Read More

VB G RAM G ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଇତିହାସ ପାଲଟିଲା ମନରେଗା ।  VB G RAM G ବିଲକୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ।  ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଆଇନରେ ପରିଣତ ହୋଇଛି VB G RAM G ।  ନୂଆ ଆଇନରେ ଗ୍ରାମୀଣ ପରିବାରକୁ … Read More