ନାବାଳିକାଙ୍କୁ ଜାଳିଦେବା ଘଟଣା, ସରକାରୀ ଉଦାସୀନତାର ପ୍ରମାଣ : ନବୀନ ପଟ୍ଟନାୟକ
ଭୁବନେଶ୍ୱର : ବଳଙ୍ଗା ବାୟାବରରେ ନାବାଳିକାଙ୍କୁ ଜାଳିଦେବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଭଳି ଘଟଣା ଅତ୍ୟନ୍ତ ଉଦବେଗଜନକ ଓ ନିନ୍ଦନୀୟ । ଦିନ ଦିପହରରେ ହତ୍ୟା ଉଦ୍ୟମ ଘଟିଲା । FM କଲେଜ … Read More
