୧୨ନକଲି ଗୁମାସ୍ତା ଗିରଫ; ଦର୍ଶନ କରାଇବା ଆଳରେ ଲୁଟୁ ଥିଲେ ଟଙ୍କା
ପୁରୀ: ପୋଲିସ ହାତରେ ବନ୍ଧା ହେଲେ ନକଲି ଗୁମାସ୍ତା। ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଏନଏସ୍ ଧାରା ୧୧୧ ଅନୁଯାୟୀ ଏହି ନକଲି ଗୁମାସ୍ତାଙ୍କୁ ପୋଲିସ … Read More
ପୁରୀ: ପୋଲିସ ହାତରେ ବନ୍ଧା ହେଲେ ନକଲି ଗୁମାସ୍ତା। ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଏନଏସ୍ ଧାରା ୧୧୧ ଅନୁଯାୟୀ ଏହି ନକଲି ଗୁମାସ୍ତାଙ୍କୁ ପୋଲିସ … Read More
ବ୍ରହ୍ମପୁର: ଏଣିକି ସମୁଦ୍ର ପାଣି ବି ହୋଇପାରିବ ବ୍ୟବହାରଯୋଗ୍ୟ । ଦୂର ହେବ ସମୁଦ୍ର ଉପକୂଳବର୍ତ୍ତୀଙ୍କ ପାଣି ସମସ୍ୟା । ଏଥିପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲାଯାଇଛି ଡିସାଲିନେସନ ପ୍ଲାଣ୍ଟ ଅର୍ଥାତ୍ ଲୁଣିଆ ପାଣିରୁ ଲୁଣ କିମ୍ବା ଅଲଗା ମିନେରାଲ୍ସକୁ … Read More
କଟକ: ଏଣିକି କଡ଼ା ନଜରରେ ରହିବେ କଏଦୀ। ରାଜ୍ୟର ବିଭିନ୍ନ ଜେଲ୍ର କଏଦୀଙ୍କ ବିଶୃଙ୍ଖଳିତ ଆଚରଣ ଏବେ ଜେଲ୍ ବିଭାଗ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଜେଲ ଉପରେ ଡ୍ରୋନ୍ ଉଡାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜେଲ୍ … Read More
ଭୁବନେଶ୍ୱର: “ମତେ ନିଜ ଭିତରେ ଅନୁଭବ କର। ନିଜର ପରିବେଶକୁ ମନ୍ଦିର କରିଦିଅ | ପ୍ରକୃତିର ସୁରକ୍ଷା ଭିତରେ ମୋର ଉପାସନା କର | ଦୁଃଖି-ଭୋକିର ସେବା ହିଁ ମୋର ଶ୍ରେଷ୍ଠ ନୈବେଦ୍ୟ।” – ଏହା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଜସ୍ୱ … Read More
ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼। ଭରତପୁର ପଣ୍ଡା କୁଦିଆ ବସ୍ତିରେ ବୋମାମାଡ଼ ହୋଇଛି। ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଛନ୍ତି । ଘଟଣାର ଖୋଳତାଡ଼ କରୁଛି ଭରତପୁର ପୋଲିସ … Read More
ଭୁବନେଶ୍ୱର : ପ୍ରଥମେ ବୋର୍ଡ ଓ ନିଗମରେ ନେତାଙ୍କୁ ଥଇଥାନ କରାଯିବ। ତା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ଚଳିତ ମାସ ନିଗମ, ବୋର୍ଡ ଅଧ୍ୟକ୍ଷ ପଦରେ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ହେବ। ରାଖୀ ପୂର୍ଣ୍ଣମୀ ଅବସରରେ ରାଜ୍ୟ ବିଜେପି ସଭାପତି … Read More
କୋରାପୁଟ : ୪ ଜିଲ୍ଲାରେ ହେବ ମେଡିକାଲ କଲେଜ । କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଲୋକାର୍ପଣ ଉତ୍ସବରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ କଲେଜ ଅଛି । ଖୁବ୍ ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର, … Read More
ଘଟଗାଁ: ଯୁଗ ବଦଳିବା ସହ ବଦଳିଛି ଲୋକଙ୍କ ଚାଲିଚଳନ। ବିଶେଷ କରି ଗ୍ରାମଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ଏଥିପାଇଁ ସରକାର ବିଭିନ୍ନ ଯୋଜନା ଜରିଆରେ ପାଣି ଭଳି ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି। … Read More
ଗୋପ : ବଣଭୋଜି କରି ସମୁଦ୍ରରେ ଗାଧୋଇବା ବେଳେ ଘଟିଲା ଅଘଟଣ । ଉଚ୍ଚ ଜୁଆର ଯୋଗୁଁ ଗାଧୋଇବା ବେଳେ ସମୁଦ୍ରଭିତରକୁ ଚାଲିଯାଇଥିଲେ ଜଣେ ଯୁବକ । ସଙ୍ଗେ ସଙ୍ଗେ ସାଙ୍ଗମାନଙ୍କ ଦ୍ୱାରା ଉଦ୍ଧାର କରାଯାଇ କୋଣାର୍କ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି … Read More
ଭୁବନେଶ୍ବର: ଭୁବନେଶ୍ବରରେ ଚାଲିଥିବା ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଇଭେଣ୍ଟରେ ଚମକିଲେ ଓଡିଆ ଆଥଲେଟ। ୧୦୦ ମିଟର ପୁରୁଷ ବର୍ଗ ଫାଇନାଲ୍ କୁ ଗଲେ ଲାଲୁ ଭୋଇ। ୨୦୦ ମିଟର ପୁରୁଷ ବର୍ଗ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଅନିମେଶ୍ କୁଜୁର୍। … Read More