ନୂଆପଡ଼ା ଉପନିର୍ବାଚନ: ଆସନ୍ତାକାଲି ଅପରାହ୍ଣ ୪ଟାରୁ ବନ୍ଦ ହେବ ପ୍ରଚାର

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ କାଲି ଥମିବ ପ୍ରଚାର । ଆସନ୍ତାକାଲି ଅପରାହ୍ଣ ୪ଟାରୁ ପ୍ରଚାର ବନ୍ଦ ହେବ । ଏହା୧୧ ତାରିଖ ସନ୍ଧ୍ୟା ୬ଟା ୩୦ଯାଏ ଜାରି ରହିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ୍ … Read More

ଭୁବନେଶ୍ୱରରେ ରୋଡ୍ସ କଂଗ୍ରେସ ସମାବେଶ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ୮୪ତମ ଇଣ୍ଡିଆନ୍‌ ରୋଡ କଂଗ୍ରେସ (ଅ୍ଧବଆରସି) ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହାର ଶୁଭାରମ୍ଭ କରିଛନ୍ତି । ୧୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ … Read More

ବେଇମାନ୍ ଓ ପ୍ରାର୍ଥୀ ଚୋରିକୁ ନେଇ ନବୀନଙ୍କୁ ଟାର୍ଗେଟ କଲେ ଡାକ୍ତର ସମ୍ବିତ ପାତ୍ର

ନୂଆପଡ଼ା: ନୂଆପଡ଼ାରେ ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ବେଇମାନ୍ ଓ ପ୍ରାର୍ଥୀ ଚୋରିକୁ ନେଇ ଟାର୍ଗେଟ କରିଛନ୍ତି। ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ … Read More

୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ିବାକୁ ବାହାର ଭୋଟରଙ୍କୁ ନିର୍ଦେଶ

ଭୁବନେଶ୍ବର: ନୂଆପଡା ଉପ-ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁକ୍ରବାର ନିର୍ଦେଶାବଳୀ ଜାରି କରିଛନ୍ତି। ମତଦାନ ଶେଷ ହେବାର ୪୮ ଘଣ୍ଟା … Read More

ବାରହା ଫାଶରେ ପଡ଼ି ପ୍ରାଣ ହରାଇଲେ ୨ ଯୁବକ

କୋରାପୁଟ: ବାରହା ଶିକାର ପାଇଁ ବିଛାଯାଇଥିବା ଫାଶରେ ପଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ଫାଶରେ ବିଦ୍ୟୁତ ସଂଯୋଗ ହୋଇଥିବାରୁ ଯୁବକଦ୍ଵୟ ତାହା ସଂଶ୍ପର୍ସରେ ଆସି ପ୍ରାଣ ହରାଇଛନ୍ତି। କୋରାପୁଟ ଜିଲା ପିପଳପଦର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଇ ପାହାଡ଼ରେ ଏହି ଅଭାବନୀୟ … Read More

ବଢ଼ିଲା ବ୍ରହ୍ମପୁର ଏସପିଙ୍କ ଅଡୁଆ, ହାଜର ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ବ୍ରହ୍ମପୁର : ଅଡୁଆରେ ବ୍ରହ୍ମପୁର ଏସପି ।  ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମାଲରେ ଦେଇଥିବା ମନ୍ତବ୍ୟ ମହଙ୍ଗା ପଡ଼ିଛି । ନିର୍ବାଚନ ମାମଲାରେ ମନ୍ତବ୍ୟ ଦେଇଥିବାରୁ ବ୍ରହ୍ମପୁର ଏସ୍.ପି.ଙ୍କ ଠାରୁ ଶପଥ ପାଠ ତଲବ କଲେ ହାଇକୋର୍ଟ ।  ବ୍ୟକ୍ତିଗତ ହାଜର … Read More

ଲୋକସେବା ଭବନରେ ‘ବନ୍ଦେ ମାତରମ୍‌’ ଗାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ବେନ୍ଦ ମାତରମ୍‌’ ସଙ୍ଗୀତ ଗାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ବିଭିନ୍ନ ବିଭାଗର ସଚିବ ମଧ୍ୟ ଏହି ବିଶେଷ କାର୍ଯ୍ୟକ୍ରମରେ … Read More

ବରିଷ୍ଠ ନାଗରିକଙ୍କଠାରୁ ଦେଢ କୋଟି ଲୁଟିନେଲେ ସାଇବର ଠକ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଡିଜିଟାଲ ଆରେଷ୍ଟ କରି ଦେଢ କୋଟି ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ସାଇବର ଠକମାନେ ଡିଜିଟାଲ ଆରେଷ୍ଟ କରି ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ଏହି ଅର୍ଥ ଲୁଟି ଥିବା ସାଇବାର ଥାନାରେ … Read More

ଓଏସ୍‌ଏସ୍‌ସି ଅଫିସ ଆଗରେ ଆଣ୍ଠେଇ କାନମୋଡ଼ି ଚାପୁଡ଼ା ଖାଇ ଧାରଣା ଦେଲେ ଆଶାୟୀ।

ଭୁବନେଶ୍ବର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ଦ୍ବାରା ପରିଚାଳିତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତି ପ୍ରକ୍ରିୟାରେ ଟିଜିଟି ସଂସ୍କୃତ ପଦବୀ ପାଇଁ ମେଧା ତାଲିକା ପ୍ରକାଶ ପାଉନି। ସଂସ୍କୃତ ବ୍ୟତୀତ ଅନ୍ୟ ଟିଜିଟି ପଦବୀ ପାଇଁ ମେଧା ତାଲିକା … Read More

୧୪ ଓ ୧୯ ତାରିଖରେ ଆସୁଛି ଆଉ ୨ଟି ଲଘୁଚାପ !

ଭୁବନେଶ୍ୱର : ଆସୁଛି ଡବଲ୍ ଲଘୁଚାପ । ଗୋଟିଏ ଲୋପ୍ରେସର ୧୪ ତାରିଖରେ ଅନ୍ୟଟି ୧୯ ତାରିଖରେ ହେବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ମୋନ୍ଥା ପ୍ରଭାବରେ ବର୍ତ୍ତମାନ ପୂର୍ବକେନ୍ଦ୍ରୀୟ ଏବଂ ତତସଲଗ୍ନ ଉତ୍ତରପୂର୍ବ … Read More