ରେଡ୍‌ ଫ୍ଲାଗ୍‌ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା

ଭୁବନେଶ୍ୱର: ରେଡ୍‌ ଫ୍ଲାର୍ଗ ଅନ୍ତର୍ଭୁକ୍ତ ହୋଇଛି ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ୱାଇ.ବି.ଖୁରାନିଆ । ଡିଜିପି କହିଛନ୍ତି ଯେ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି । ମାମଲାର ତ୍ୱରିତ ତଦନ୍ତ … Read More

ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଇଡି

ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ନାମରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚାର୍ଜସିଟ୍‌ ଦାଖଲ କରିଛି । ‌ମାମଲାରେ ତଦନ୍ତ କରି ଇଡି ଅଭିଯୁକ୍ତର ୨୨.୨୬ କୋଟି ଟଙ୍କା ତଦନ୍ତକାରୀ ସଂସ୍ଥା ଜବତ କରିଛି । ଗନ୍ଧମାର୍ଦନ … Read More

ଜାନୁୟାରୀ ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନ କିଣା, ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ କ୍ୟାବିନେଟ … Read More

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା; ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ

ଭଦ୍ରକ: ଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା । ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା … Read More

ବାଂଲାଦେଶୀ ସନ୍ଦେହରେ ଶ୍ରମିକଙ୍କୁ ହତ୍ୟା

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ଅଧୀନ ଦାନୀପାଲି ଅଞ୍ଚଳରେ ଜମେ ଶ୍ରମିକଙ୍କୁ ହତ୍ୟା କରାଯାଇଛି । ମୃତ ଶ୍ରମିକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ନିବାସୀ ଶେଖ ଜୁଏଲ (୨୧) । ଅପରପକ୍ଷରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । … Read More

ବିଜେଡିକୁ ଆଇନମନ୍ତ୍ରୀଙ୍କ ଟାର୍ଗେଟ : ମହାନଦୀ ବିବାଦରେ ପୂର୍ବ ସରକାର କରିପାରିଲେନି, ଆମେ ଚେଷ୍ଟା କରୁଛି

ଭୁବନେଶ୍ୱର ୨୪।୧୨ : ମହାନଦୀ ବିବାଦ ନେଇ ବିଜେଡିକୁ ଟାର୍ଗେଟ କଲେ ଆଇନମନ୍ତ୍ରୀ । ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ଆପୋଷ ସମାଧାନ ପାଇଁ ସରକାର ଚେଷ୍ଟା କରୁଛନ୍ତି … Read More

କଟକରେ ହେବନି ବାମସେଫ୍‌ର ଅଧିବେଶନ, କାହିଁକି ମନା କଲେ ହାଇକୋର୍ଟ

କଟକ୨୪/୧୨: ବାଲିଯାତ୍ରା ପଡିଆରେ ହେବାକୁ ଥିବା ବାମସେଫ ସଂଗଠନର ରାଷ୍ଟ୍ରୀୟ ଅଧିବେଶନ ଆୟୋଜନକୁ ଅଦାଲତି ଝଟ୍‌କା । କଟକ ଜିଲ୍ଲାପାଳ ଓ ଡିସିପିଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇବାକୁ ମନା କଲେ ହାଇକୋର୍ଟ ।ଏଭଳି ସମାବେଶ ଦ୍ବାରା ସାମାଜିକ ସଦ୍‌ଭାବ କ୍ଷୁର୍ଣ୍ଣ … Read More

ରାଜା ଚକ୍ରର ସାମ୍ରାଜ୍ୟ ଉପରେ ପୁଣି EOW ର ଚଢାଉ, କୋଟିଏ ଟଙ୍କାର ରେଞ୍ଜ ରୋଭର ଜବତ

ଭୁବନେଶ୍ଵର: ରାଜା ଚକ୍ରର ସାମ୍ରାଜ୍ୟ ଉପରେ ପୁଣି EOW ର ଚଢାଉ। ଏହି ସମୟରେ ରାଜଧାନୀରୁ ଦାମୀ ଗାଡି ଜବତ କରିଛି ଏଜେନ୍ସି। ଏକ କୋଟିରୁ ଉର୍ଦ୍ଧ ଟଙ୍କାର ରେଞ୍ଜ ରୋଭର ଜବତ ହୋଇଛି। ଏହା ପୂର୍ବରୁ ୫୫ ଗାଡି ଜବତ … Read More

୧୧ ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର, ସୃଷ୍ଟି ହେବ ୭,୪୦୦ରୁ ଅଧିକ ନିଯୁକ୍ତି

ଭୁବନେଶ୍ଵର: ରାଜ୍ୟ ସରକାର ସିଙ୍ଗିଲ ଉଇଣ୍ଡୋ କ୍ଳିଅରାନ୍ସ ଦ୍ୱାରା ୧,୩୩୩ କୋଟି ନିବେଶକୁ ଅନୁମୋଦନ କରିଛନ୍ତି। ଏହା ଦ୍ଵାରା ୭,୪୦୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ | ସାତଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ୧୧ ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର … Read More

ରାଜ୍ୟ ସରକାରଙ୍କ ବଡ଼ ଯୋଜନା, ୬୪୫ କିଲୋମିଟରର ଦୀର୍ଘ ୩ଟି ରିଙ୍ଗ୍ ରୋଡ୍ ହେବ ନିର୍ମାଣ

ଭୁବନେଶ୍ଵର: ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅଞ୍ଚଳକୁ ନେଇ ଇକୋନୋମିକ୍ ରିଜିଅନ୍ ଗଠନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ସମଗ୍ର ଅଞ୍ଚଳରେ ଥିବା ସହର ଗୁଡିକୁ ‘ଗ୍ରୋଥ୍ ହବ୍’ ଭାବେ … Read More