ବରଯାତ୍ରୀ ବେଶରେ ଆସି ଗିଫ୍ଟ ଓ ୩ ଲକ୍ଷ ଟଙ୍କା ଲୁଟିନେଲେ

ଭୁବନେଶ୍ୱର : ରାଜଧାନୀରେ ହାଇଟେକ ଚୋର ।  ବରଯାତ୍ରୀ ବେଶରେ ଆସିଲେ, କଳାକନା ବୁଲାଇ ଚାଲିଗଲେ । ଭୁବନେଶ୍ୱରର ଏକ ତାରକା ହୋଟେଲରେ ବାହାଘର ଚାଲିଥିବା ବେଳେ ହୋଇଛି ଲୁଟ୍ । ବରଯାତ୍ରୀ ବେଶରେ ଆସି ଦୁର୍ବୃତ୍ତମାନେ ପ୍ରଥମେ ଭୋଜି ଖାଇଥିଲେ ।  … Read More

ପୀତବାସ ପଣ୍ଡା ହତ୍ୟା ଅଭିଯୁକ୍ତ ବିକ୍ରମ ପଣ୍ଡା ଅସୁସ୍ଥ

ବ୍ରହ୍ମପୁର: ବିକ୍ରମ ପଣ୍ଡା ଅସୁସ୍ଥ । ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି । କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ ବିକ୍ରମ । ଆଇନଜୀବୀ ପୀତବାସ … Read More

ହତ୍ୟା ପରେ ଅଖାରେ ମୃତଦେହ ବାନ୍ଧି ପୋଖରୀକୁ ଫିଙ୍ଗିଦେଲେ

ମୟୂରଭଞ୍ଜ : ଅଖା ଭିତରେ ମୃତଦେହ । ହତ୍ୟା ପରେ ଅଖା ଭିତରେ ପୁରାଇ ପୋଖରୀକୁ ଫିଙ୍ଗିଦେଲେ ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ ସଠିଲୋ ପଞ୍ଚାୟତ ପୁରୁଣାପାଣିରେ ଘଟଣା ଘଟିଛି । ଅଖା ଭିତରେ ଜଣେ ବୃଦ୍ଧାଙ୍କ ମୃତଦେହ ରହିଛି । … Read More

ମଣ୍ଡିରେ ଉତ୍ତେଜନା, ୩ଟି ଧାନ ବୋଝେଇ ଟ୍ରକକୁ ଅଟକ ରଖିଲେ ଚାଷୀ

ଭୁବନେଶ୍ୱର : ଧାନମଣ୍ଡିରେ ଉତ୍ତେଜନା । ୩ଟି ଧାନ ବୋଝେଇ ଟ୍ରକ ଅଟକ ରଖିଲେ ଚାଷୀ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ନିଆଳ ପ୍ରାଥମିକ କୃଷି ସେବା ସମବାୟ ସମିତିର ଦୃଶ୍ୟ । ବିଭିନ୍ନ ଆଳ ଦେଖାଇ ଧାନ ନନେବା ସହ … Read More

ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା, ୧୯ରୁ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ପରୀକ୍ଷା ପରିଚାଳନାରେ କୌଣସି ଅବହେଳାକୁ ବରଦାସ୍ତ … Read More

ଅତ୍ୟାଧୁନିକ ବନ୍ଧୁକ ସହ ଆତ୍ମସମର୍ପଣ କଲେ ୨୧ ମାଓବାଦୀ

ମାଲକାନଗିରି : ଛତିଶଗଡ଼ରେ ଆତ୍ମସମର୍ପଣ କଲେ ଓଡିଶାରେ ସକ୍ରିୟ ଥିବା ୨୧ ମାଓବାଦୀ। ଅତ୍ୟାଧୁନିକ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମୁଣ୍ଡରେ ଥିଲା ୭୬ ଲକ୍ଷ ଟଙ୍କାର ପୁରସ୍କାର ରାଶି। ଛତିଶଗଡ଼ ସୁକମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ … Read More

ଯୌତୁକ ପାଇଁ ନବବଧୂକୁ ହତ୍ୟା!

ବାସୁଦେବପୁର : ଯୌତୁକ ଜୁଇରେ ଚାଲିଯାଇଛି ନବବଧୂର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ବାସୁଦେବପୁର ଅଞ୍ଚଳରେ। ମୃତକ ସସ୍ମିତା ବୋଲି ଜଣାପଡିଛି। ଅଧିକ ଯୌତୁକ ଦାବି କରି ଶୁଶୁର ଘର ଲୋକେ ମାନସିକ ଶରୀରିକ ନିର୍ଯ୍ୟାତନା ଦେବା ସହ … Read More

ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କେନ୍ଦ୍ରାପଡ଼ା :  କୋଚିଂ ସେଣ୍ଟରକୁ ଆସି ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର । ଦୁଇଦିନ ତଳୁ କୋଚିଂ ସେଣ୍ଟରକୁ ଆସି ନିଖୋଜ ହୋଇଥିଲେ ଯୁବତୀ । ଗତକାଲି ତାଙ୍କର ମୃତଦେହ ମାର୍ଶାଘାଇ ଲୁଣା ନଦୀ … Read More

ହାତୀ ଆକ୍ରମଣରେ ଯୁବକ ମୃତ, କ୍ଷତି ପୂରଣ ଦାବି

ନୟାଗଡ : ମାତିଛି ଗୋଠଛଡା ଦନ୍ତା ।  ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ ।  ମୃତକ ହେଲେ ନୟାଗଡ ଜିଲ୍ଲା ରଣପୁର ରେଞ୍ଜ ବିରୁଡ଼ା ଗାଁର ଭିକାରି ବେହେରା ।  ଗତକାଲି ସନ୍ଧ୍ୟାରେ ଗାଁ ରାସ୍ତାରେ ଯାଉଥିବା ବେଳେ ଦନ୍ତା ଆଗରେ ପଡିଯାଇଥିଲେ … Read More

ସରିଲା ମହାନଦୀ ଟ୍ରିବ୍ୟୁନାଲର ୫୦ତମ ଶୁଣାଣି, ମାର୍ଚ୍ଚ ୧୪ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର : ମହାନଦୀ ଟ୍ରିବୁନାଲର ୫୦ତମ ଶୁଣାଣି ସରିଲା ।  ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୪ରେ ହେବ ।  ତା ପୂର୍ବରୁ ହେବ କ୍ଷେତ୍ର ପରିଦର୍ଶନ ।   ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏ କ୍ଷେତ୍ର ପରିଦର୍ଶନ କରିବେ ଟ୍ରିବ୍ୟୁନାଲ … Read More