ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ କମଲାଙ୍ଗ ପଞ୍ଚାୟତ କମଲାଙ୍ଗ ବରସାହିରେ ଝାଡାବାନ୍ତି ଆତଙ୍କ। ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଅନନ୍ତ ନାହାକ, ରଜନୀ ପେଣ୍ଠି ଏବଂ ଅନନ୍ତ ନାୟକ। ଝାଡାବାନ୍ତିରେ ଆଉ … Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହେଲେ IFS ନିଧି ତିୱାରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀ ନିଯୁକ୍ତ ହୋଇଛନ୍ତି । କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଭାବେ ଦାୟିତ୍ବ … Read More

ନିୟନ୍ତ୍ରଣ ବାହାରେ ରାଜ୍ୟରେ ଆଇନ ଶୃଙ୍ଖଳା : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ବିଜେଡିର ସମାଲୋଚନା। ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ଆଇନ ଶୃଙ୍ଖଳା ସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ସରକାର ଏଥିରେ ବିଫଳ ହୋଇଛନ୍ତି। ରାଜଧାନୀ … Read More

ଏଣିକି ମଦ ପିଇ ରୋଗାଗ୍ରସ୍ତ ହେଲେ ମିଳିବନି ସ୍ୱାସ୍ଥ୍ୟ ବୀମା

ନୂଆଦିଲ୍ଲୀ: ଉତ୍ତମ ଜୀବନ ପାଇଁ ସ୍ୱାସ୍ଥ୍ୟ ବୀମା ନୀହାତି କରିବା ଉଚିତ୍ । ଗ୍ରାହକଙ୍କୁ ଉତ୍ତମ ସୁବିଧା ଯୋଗାଇଦେବା ପାଇଁ ବିଭିନ୍ନ ବୀମା କମ୍ପାନୀ ଅଲଗା ଅଲଗା ପ୍ରକାରର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା ବା ହେଲଥ୍‌ ଇନସୁରାନ୍ସ ପଲିସି ଉପଲବ୍ଧ କରିଥାନ୍ତି । … Read More

ରାଜ୍ୟରେ ପୂର୍ବାପେକ୍ଷା ୪.୨ ପ୍ରତିଶତ ନାରୀ ନିର୍ଯାତନା କମିଛି: ବିଜେପି ବିଧାୟକ ଅମର ନାୟକ

ଭୁବନେଶ୍ବର: ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ଅମର ନାୟକ। ସେ କହିଛନ୍ତି, ବିଗତ ଦିନର ଆଇନଶୃଙ୍ଖଳାକୁ ତର୍ଜମା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପ୍ରାଥମିକତା ହେଉଛି ଆଇନଶୃଙ୍ଖଳା। ରାଜ୍ୟରେ ପୂର୍ବ ଅପେକ୍ଷା ୪.୨ ପ୍ରତିଶତ ହାରରେ ନାରୀ … Read More

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ, ତୀବ୍ରତା ୩.୫

ମିଆଁମାର ଏବଂ ଥାଇଲାଣ୍ଡ ପରେ ଅରୁଣାଚଳ ପ୍ରଦେଶର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୫ ରହିଥିଲା । ଅପରାହ୍ନ ୨ଟା ୩୮ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇନାହିଁ । … Read More

ଭୁବନେଶ୍ଵରର ପ୍ରମୁଖ ଛକରେ ଲାଗିଲା ଅସ୍ଥାୟୀ ସେଡ୍

ଭୁବନେଶ୍ୱର : ସମର ହିଟକୁ ବିଟ ପାଇଁ ବିଏମସିର ସ୍ଵତନ୍ତ୍ର ପ୍ଲାନ୍ । ରାଜଧାନୀ ଭୁବନେଶ୍ଵରର ପ୍ରମୁଖ ଛକରେ ଲାଗିଲା ଅସ୍ଥାୟୀ ସେଡ୍ । ଡେଲ୍ଟା, ପଟିଆ, ବିଗ୍ ବଜାର ଛକ, ସିଆରପି, ଜାଭିୟର, ନାଲକୋ ଛକ ଭଳି ୧୦ଟି ମୁଖ୍ୟ … Read More

ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା ଏବଂ ବାଲିଯାତ୍ରା

ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ପାଇଛି ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରା ଏବଂ କଟକର ବାଲିଯାତ୍ରା। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାୟଳ ଅଧୀନ ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ଦୁଇଟି ବଡ଼ ଉତ୍ସବ ରଥଯାତ୍ରା … Read More

ବଡ଼ ଧରଣର ଏନକାଉଣ୍ଟର, ନକ୍ସଲ-ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ

ଛତିଶଗଡ଼ : ବଡ଼ ଧରଣର ଏନକାଉଣ୍ଟର ।  ନକ୍ସଲ-ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ। ଛତିଶଗଡ଼ ଦନ୍ତେୱାଡ଼ା ଏବଂ ବିଜାପୁର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟର। DRG ଓ STF ଯବାନଙ୍କ ମିଳିତ ଅପରେସନ। ସୁରକ୍ଷାବାହିନୀଙ୍କ ଗୁଳିକୁ ସାମ୍ନା କରି ନପାରି ଛତ୍ରଭଙ୍ଗ ଦେଲେ … Read More

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଅଟକ

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା କୁସୁମୀ ନିକଟସ୍ଥ ବେଣିଆପୋଷୀ ଗ୍ରାମରେ ରାଧା କିସାନ ନାମ୍ନୀ ୩୧ବର୍ଷୀୟ ଯୁବତୀକୁ ତା ସ୍ୱାମୀ ନିର୍ମମ ଭାବେ ହତ୍ୟା କରିବା ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ଶବକୁ … Read More