ମହାପୁରୁଷ ଜନ୍ମ ହୋଇଥିବା ଗାଁର ଉନ୍ନତି କରିବ ପଞ୍ଚାୟତିରାଜ ବିଭାଗ : ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ୧୦୦ରୁ ୧୫୦ ଗାଁ ହେବ ମହାପୁରୁଷ ଆଦର୍ଶ ଗାଁ। ମହାପୁରୁଷ ଜନ୍ମ ହୋଇଥିବା ଗାଁର ଉନ୍ନତି କରିବ ପଞ୍ଚାୟତିରାଜ ବିଭାଗ । ଏଥିପାଇଁ ୯ ରୁ ୧୦ ବିଭାଗ ମିଳିତ ଭାବେ କାମ କରିବେ। ଗାଁ ରାସ୍ତା, ପିଇବା … Read More
