୨୦ କୋଟି ଟଙ୍କାର ଠକେଇ, ଆନ୍ତଃରାଜ୍ୟ ଗ୍ୟାଙ୍ଗର ୧୨ସାଇବର ଠକଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

Spread the love

Spread the loveଭୁବନେଶ୍ବର : ୨୦କୋଟି ଟଙ୍କାର ସାଇବର ଠକେଇ । କମିଶନରେଟ ପୋଲିସକୁ ବଡ଼ ସଫଳତା ।  ଆନ୍ତଃରାଜ୍ୟ ଗ୍ୟାଙ୍ଗର ୧୨ଗିରଫ ।  ଏଥିରେ ବିହାରର ୭, କେରଳର ୪, ଓଡ଼ିଶାରୁ ଜଣେ ଗିରଫ ।  ସେମାନଙ୍କ ନିକଟରୁ ୩୦ … Read More

ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା

Spread the love

Spread the loveକଟକ: କଟକରେ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା ।  ଖାନନଗର ଅଞ୍ଚଳର ରାସ୍ତା କଡ଼ରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ ।  ମୃତ ମାଛ ବ୍ୟବସାୟୀ ପୁରୀଘାଟ ଅଞ୍ଚଳର ପପୁ ଦାଶ ।  ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ … Read More

ବିଲ ମଝିରୁ ଅଧାପୋଡା ମୃତଦେହ ଜବତ

Spread the love

Spread the loveଭଦ୍ରକ: ଭଦ୍ରକ ଜିଲ୍ଲାରେ ବିଲ ମଝିରୁ ମିଳିଲା ଅଧାପୋଡା ମୃତଦେହ । ମୃତଦେହ ଜବର କରି ତଦନ୍ତ କରୁଛି ପୁଲିସ । ରାଜ୍ୟରେ ଦିନକୁ ଦିନ ବଢୁଥିବା ଅପରାଧ ପୁଲିସ ପାଇଁ ମୁଣ୍ଡବିନ୍ଧ ସାଜୁଛି । କିନ୍ତୁ ଅପରାଧ … Read More

ରାଜଧାନୀରେ ଜଳିଗଲା ଆଉ ଏକ ଆମ ବସ

Spread the love

Spread the love ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ବରରେ ପୁଣିଥରେ ‘ଆମ ବସ’ରେ ନିଆଁ । ପଟିଆରେ ଥିବା ଏକ ବସ୍ ଡିପୋରେ ବସରେ ଅଗ୍ନିକାଣ୍ଡ ଘଟିଛି । ବସରେ ନିଆଁ ଲାଗିବା ପରେ ସାରା ଅଞ୍ଚଳରେ ଧୂଆଁମୟ ହୋଇଯାଇଥିଲା । ଖବର ପାଇଁ … Read More

୧୫ରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା

Spread the love

Spread the love ବରଗଡ଼: ଜାନୁଆରୀ ୧୫ ତାରିଖରେ ବରଗଡ଼ ବନ୍ଦ ଡାକରା ଦିଆଯାଇଛି। ବରଗଡ଼ ଜିଲାରୁ ରୋହିଙ୍ଗୀଆ ଅନୁପ୍ରବେଶକାରୀଙ୍କୁ ହଟାଇବା ଏବଂ ଅପରାଧ ନିୟନ୍ତ୍ରଣ ଦାବି ନେଇ ବଜରଙ୍ଗ ଦଳ ଆସନ୍ତା ୧୫ତାରିଖ ବରଗଡ଼ ଜିଲା ୧୨ ଘଣ୍ଟିଆ ବନ୍ଦ … Read More

ପିକଅପ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା: ଚାଲିଗଲା ୨ ଜୀବନ, ୨ ଗୁରୁତର

Spread the love

Spread the love କଲମପୁର:କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପିକଅପ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଶିଶୁ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ … Read More

ସମ୍ବଲପୁରରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି

Spread the love

Spread the loveସମ୍ବଲପୁର: ସମ୍ବଲପୁର ସହରବାସୀଙ୍କ ଦୀର୍ଘଦିନର ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ୪୫୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ ୱାଟର ସପ୍ଲାଏ … Read More

ନାବାଳକକୁ ଗୁଳିମାଡ: କଟକ ସ୍ଥାନାନ୍ତର

Spread the love

Spread the love ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମିର୍ଗା ମୁଣ୍ଡାରେ ଅଭାବନୀୟ ଘଟଣା ଘଟିଛି। ଦିବ୍ୟାଂଶୁ ପୁରୋହିତ ନିଜର ଏଆର ବନ୍ଧୁକରେ ଖେଳୁଥିବା ସମୟରେ ଭୁଲରେ ଗୁଳି ଚାଳନା ହୋଇଥିଲା। ନାବାଳକ ଛାତିରେ ଗୁଳି ବାଜିଥିଲା। ନାବାଳକ ଜଣକ … Read More

ପ୍ରସ୍ତାବିତ ପୁରୀ ବିମାନବନ୍ଦର ଅଞ୍ଚଳରେ ହେବନି ଅବୈଧ ନିର୍ମାଣ

Spread the love

Spread the loveପୁରୀ: ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ଅଞ୍ଚଳ ଚାରିପାଖେ ଯେଭଳି ମନମୁଖୀ ଭାବେ କୋଠାବାଡ଼ି ଓ ଉଚ୍ଚ ଅଟ୍ଟାଳିକା ଏବଂ ନିର୍ମାଣ ନ ହେବ, ସେଥିପାଇଁ ଏକ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ସର୍ଭେ କରାଯିବ । ଏ ପ୍ରକଳ୍ପ ପାଇଁ … Read More

‘ସରପଞ୍ଚଙ୍କ ପାଇଁ ନିହାତି ଆବଶ୍ୟକ ଓଡ଼ିଆ ଲେଖି ପଢ଼ି ଜାଣିବା’

Spread the love

Spread the loveକଟକ: ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ସର୍ବୋଚ୍ଚ ତଥା ଗୁରୁତ୍ୱପୂର୍ଣ୍ଣ ପଦବି … Read More