ସରକାରୀ ଆଇଟିଆଇରେ ଛାତ୍ରଙ୍କୁ ରଡରେ ଆକ୍ରମଣ, ଅବସ୍ଥା ଗୁରୁତର
Spread the loveରାୟଗଡ଼ା: ଜଣେ ଛାତ୍ରଙ୍କୁ ଲୁହା ରଡରେ ପିଟିଲେ ଆଉ ଜଣେ ଛାତ୍ର । ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇରୁ ଆସିଛି ଅଭିଯୋଗ। ଲୁହା ଛଡ଼ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। … Read More
