କ୍ରିକେଟ ଖେଳରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍, ୨ ଗୁରୁତର

Spread the love

Spread the loveନୟାଗଡ଼: କ୍ରିକେଟ ଖେଳରୁ ମହାଭାରତ । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ । ଦୁଇ ଗୁରୁତର ।  ନୟାଗଡ଼ ପୁରୁଣା ସହର ଦକ୍ଷିଣକାଳୀ ପଡ଼ିଆରେ ଗଣ୍ଡଗୋଳ ହୋଇଛି ।  ଗତକାଲି କଇଁଥଗାଡିଆ ଓ ପୁରୁଣା ସହର ମଧ୍ୟରେ ଫାଇନାଲ ମ୍ୟାଚ … Read More

ଉତ୍ସବମୁଖଣର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ

Spread the love

Spread the loveଚାନ୍ଦବାଲି: ଆଜି ମହାଶିବରାତ୍ରୀ । ଉତ୍ସବମୁଖଣର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ । ମହାଶିବରାତ୍ରି ପାଇଁ ଦିନ ତମାମ ଜାରି ରହିବ ସ୍ୱତନ୍ତ୍ର ନୀତିକାନ୍ତି । ଆଜି ଭୋର ୪ଟାରୁ ମନ୍ଦିର ପହୁଡ଼ ଖୋଲା ହେବା ପରେ ପ୍ରଥମେ ମଙ୍ଗଳା … Read More

ଜାଗର ପାଇଁ ବାବା ଲୋକନାଥଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତ

Spread the love

Spread the loveପୁରୀ: ମହାଶିବରାତ୍ରି ପାଇଁ ପୁରୀର ବାବା ଲୋକନାଥଙ୍କ ପୀଠ ଚଳଚଞ୍ଚଳ । ରାତି ୧୨ଟା ୩୦ରୁ ଦ୍ବାର ଫିଟାଯାଇ ସ୍ବତନ୍ତ୍ର ନୀତିକାନ୍ତ କରାଯାଇଛି ।  ଭୋର ୫ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ ।  ରାତି ୩ଟାରେ ହରିହର ଭେଟ, … Read More

ଗଛରେ ପିଟିହେଲା କାର, ଜଣେ ମୃତ, ୫ ଗୁରୁତର

Spread the love

Spread the loveଘଟଗାଁ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ୫ ଜଣ ଆହତ । ମୃତକ ଆଠଗଡ ବଡ଼ମ୍ଭା ଅଞ୍ଚଳର ରବୀନ୍ଦ୍ର ନାଥ ମହାନ୍ତି । ପରିବାର ସହ ମାଆ ତାରଣୀଙ୍କ ଦର୍ଶନ ପାଇଁ ଆସୁଥିବା … Read More

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା ହେଲମେଟ କାରଖାନା

Spread the love

Spread the loveନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ବାହାରର ନିଲୋଥିରେ ଏକ ହେଲମେଟ ଉତ୍ପାଦନ କାରଖାନାରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ୨୦ଟି ଦମକଳ ଗାଡି । ଦିଲ୍ଲୀ ବାହାରର ନିଲୋଥି ଅଞ୍ଚଳରେ, ଶନିବାର ଅପରାହ୍ନରେ ଏକ … Read More

ମେଟ୍ରୋ ପିଲାର ଭୁଶୁଡ଼ି ଜଣେ ମୃତ, ୩ ଆହତ

Spread the love

Spread the loveମୁମ୍ବଇ: ମୁମ୍ବଇର ମୁଲୁଣ୍ଡରେ ଭୁଶୁଡିପଡିଲା ନିର୍ମାଣାଧୀନ ମେଟ୍ରୋ ପିଲାର। ଚଳନ୍ତା ଅଟୋ ଓ କାର ଉପରେ ପଡ଼ି ଜଣେ ମୃତ ଓ ତିନି ଜଣ ଆହତ। ଶନିବାର ଅପରାହ୍ନରେ ମୁମ୍ବଇର ମୁଲୁଣ୍ଡରେ ଏକ ନିର୍ମାଣାଧୀନ ମେଟ୍ରୋ ପିଲାରର ଏକ … Read More

ସ୍ୱାଦ ଚାଖିବା ପାଇଁ ବିଷ ଖାଇଲେ ୫ ନାବାଳିକା, ୪ ମୃତ

Spread the love

Spread the loveଔରଙ୍ଗାବାଦ: ବିଷର ସ୍ୱାଦ ପରୀକ୍ଷା କରିବା ପାଇଁ, ପାଞ୍ଚ ଜଣ ନାବାଳକ ବନ୍ଧୁ ପାଣି ଏବଂ ବଗ ମାରିବା ବିଷ ପିଇ ଦେଇଥିଲେ । ଯାହା ଫଳରେ ଘଟଣାସ୍ଥଳେ ଚାରି ଜଣ ଝିଅଙ୍କର ମୃତ୍ୟୁ ଘଟିଥିଲା। ଗୋଟିଏ ଝିଅ … Read More

ବିଷ ଦେଇ ବିରୋଧୀ ଦଳ ନେତା ନାଭାଲନିଙ୍କୁ ହତ୍ୟା କଲା ରୁଷ୍‌ !

Spread the love

Spread the loveମସ୍କୋ: ରୁଷ୍ ଏହାର ବିରୋଧୀ ଦଳ ନେତା ଆଲେକ୍ସେସି ନାଭାଲନିଙ୍କୁ ବିଷ ଦେଇ ହତ୍ୟା କରିଥିବା ୟୁରୋପୀୟ ଦେଶଗୁଡ଼ିକ ଅଭିଯୋଗ କରିଛନ୍ତି। ନାଭାଲନିଙ୍କୁ ବେଙ୍ଗଠାରୁ ମିଳୁଥିବା ବିଷ ଏପିବାଟିଡିନ୍‌ ଦେଇ ହତ୍ୟା କରାଯାଇଛି। ୨୦୨୪ ମସିହାରେ ଜେଲରେ ନାଭାଲନିଙ୍କ … Read More

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ର ନିଖୋଜ

Spread the love

Spread the loveନ୍ୟୁୟର୍କ: ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ର ନିଖୋଜ ଅଭିଯୋଗ । ୟୁନିଭରସିଟି ଅଫ୍ କାର୍ଲିଫର୍ଣ୍ଣିଆରୁ ନିଖୋଜ । କର୍ଣ୍ଣାଟକର ୨୨ ବର୍ଷୀୟ ସାକେତ ଶ୍ରୀନିବାସ । ସାକେତ IIT ମାଡ୍ରାସର ପୂର୍ବତନ ଛାତ୍ର ହୋଇଥିବା ବେଳେ ଏବେ … Read More

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

Spread the love

Spread the loveକୋଲକତା : କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଇଣ୍ଡିଗୋ ବିମାନକୁ ବୋମା ଧମକ । କୋଲକାତା-ଶିଲଂ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି । ଶିଲଂ ଯାଉଥିବା ଏକ ଇଣ୍ଡିଗୋ ବିମାନ (6E3074) ରେ ବୋମା … Read More