‘ଆଧୁନିକ ଜ୍ଞାନକୌଶଳର ଭରପୂର ଉପଯୋଗ କରି ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ପୂରା କରିବା’

Spread the love

Spread the loveଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବର୍ତ୍ତମାନ ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି। ୨୦୩୬ ସୁଦ୍ଧା ଆମେ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ରଖିଥିବାବେଳେ କେନ୍ଦ୍ର ସରକାର ୨୦୪୭ ସୁଦ୍ଧା ବିକଶିତ … Read More

୩ ଏକର ବେଆଇନ୍ ଅଫିମ ଚାଷ ଧ୍ୱଂସ

Spread the love

Spread the loveବଣାଇ : ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ପୁଲିସ୍‌ ଥାନା ପକ୍ଷରୁ ଏକ ବ୍ୟାପକ ପରିମାଣରେ ନର୍କୋଟିକ୍ସ ବିରୋଧୀ ଅଭିଯାନ ଚାଲିଥିଲା। ଏହି ଚଢ଼ାଉରେ ପଙ୍କଡିହି ପଞ୍ଚାୟତ ଅଧୀନ ଜଡା ଗାଁର ପ୍ରାୟ ୩ ଏକର ଜମିରେ ହୋଇଥିବା ଅବୈଧ … Read More

କଂଗ୍ରେସ ଛାଡ଼ିଲେ ଜୟରାମ ପାଙ୍ଗୀ

Spread the love

Spread the loveଭୁବନେଶ୍ୱର: କଂଗ୍ରେସ ଛାଡିଲେ ଜୟରାମ ପାଙ୍ଗୀ। ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ପିସିସି ସଭାପତିଙ୍କ ନିକଟକୁ ସେ ଆଜି ଇସ୍ତଫା ପତ୍ର ପଠାଇଛନ୍ତି। ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା ସେ … Read More

ଫୋନ୍‌ରେ କଥା ହୋଇ ନଦୀକୁ ଡେଇଁଲେ ମହିଳା

Spread the love

Spread the loveସମ୍ବଲପୁର : ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ମହାନଦୀ ପୋଲ ଉପରୁ ଡେଇଁ ଜୀବନ ହାରିଲେ ମହିଳା । ମୃତ ମହିଳା ବୁର୍ଲା ଅଞ୍ଚଳର ଅଞ୍ଜୁ କୁମ୍ଭାର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ହଠାତ ଅଞ୍ଜୁ ମହାନଦୀ … Read More

ଆମ ଦଳର ପ୍ରାର୍ଥୀ କିଏ ହେବେ ? ସଂସଦୀୟ ବୋର୍ଡ ନେବ ନିଷ୍ପତି

Spread the love

Spread the loveଭୁବନେଶ୍ବର ୧୮।୨: ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କରିଛନ୍ତି ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ … Read More

୧୦ ବର୍ଷରେ ୫୭୨ ବନ୍ଦୀଙ୍କର ଅକାଳ ମୃତ୍ୟୁ: କଏଦୀଙ୍କୁ କାଳ ସାଜିଛି ମ୍ୟାଲେରିଆ, ହୃଦ୍‌ରୋଗ, କିଡ୍‌ନୀ ରୋଗ

Spread the love

Spread the loveଭୁବନେଶ୍ୱର ୧୮/୦୨: ରାଜ୍ୟର ଜେଲ୍ ଏବେ ରୋଗଣା । ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବେ ଏକରକମ ଠପ୍ । ଏକଥା ଆମେ କହୁନୁ ବରଂ ଖୋଦ୍ ଜେଲ୍ ବିଭାଗର ତଥ୍ୟ କହୁଛି । ଅସମୟରେ ଯାଇଛି ଗତ ୧୦ ବର୍ଷ … Read More

‘ଇନ୍‌ପୁଟ ସବ୍‌ସିଡି’ କଳି : ବିଜେଡି କହିଲା- ୬୯ ଟଙ୍କାରୁ ବଞ୍ଚିତ ଚାଷୀ, ବିରୋଧୀ କେବଳ ରାଜନୀତି କରୁଛନ୍ତି କହିଲେ ବାବୁ ସିଂ

Spread the love

Spread the loveଭୁବନେଶ୍ବର ୧୮।୨: ଇନପୁଟ ସହାୟତାକୁ ନେଇ ମୁହାଁମୁହିଁ ସରକାର ଓ ବିରୋଧୀ । ଇନପୁଟ ସହାୟତା ରାଶିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତର ପରେ ତେଜିଲା ରାଜନୀତି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ୮ … Read More

କଟକରେ ଗୁଳିକାଣ୍ଡ: ଯୁବକଙ୍କ ମୃତ୍ୟୁରେ ସହରରେ ଚାଞ୍ଚଲ୍ୟ

Spread the love

Spread the loveକଟକ  : ରାଜ୍ୟର ବାଣିଜ୍ୟ ନଗରୀ କଟକରେ ଏକ ଭୟାବହ ଗୁଳିକାଣ୍ଡ ଘଟଣା ଘଟିଛି। ଏହି ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ଜଣାପଡ଼ିଛି। ଘଟଣାଟି ସହରର ନୂଆପଡ଼ା ପ୍ରେସ କଲୋନୀ ଅଞ୍ଚଳରେ ଘଟିଥିବା ଜଣାଯାଇଛି। ଏହି … Read More

କଟକରେ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା’: କାରିଗରଙ୍କ ପାଇଁ ସୃଷ୍ଟି ହେଲା ନୂତନ ବଜାର ସୁଯୋଗ

Spread the love

Spread the loveକଟକ: କଟକ ଖପୁରିଆ ଶିଳ୍ପାଞ୍ଚଳସ୍ଥିତ ଓସିଆ (OSSIA) ଗ୍ରାଉଣ୍ଡ ଏବଂ ଏମସିଏମ (MCM) ହଲ୍‌ଠାରେ ଦୁଇ ଦିନିଆ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରଦର୍ଶନୀ-କମ୍-ଟ୍ରାଡେ ମେଳା’ ଓ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଏମଏସଏମଇ (MSME) ମନ୍ତ୍ରଣାଳୟ … Read More

ଇରାନର ପରମାଣୁ ସ୍ଥଳରେ ପକାଯାଇଥିବା ଜିବିୟୁ-୫୭ ବଙ୍କର ବୋମା ପାଇଁ ନୂଆ ଅର୍ଡର ଦେଲା ଆମେରିକା

Spread the love

Spread the loveୱାସିଂଟନ: ଚୁକ୍ତିନାମା ଅନୁସାରେ ଦେଶରେ ବୋମା ଭଣ୍ଡାରକୁ ପୂରଣ କରାଯିବ। ଗତ ବର୍ଷ ଜୁନ୍ ମାସରେ ଆମେରିକା ଅପରେସନ ମିଡନାଇଟ୍ ହାମର୍ ଆରମ୍ଭ କରିଥିଲା, ଯେଉଁଥିଆମେରିକାର ବାୟୁସେନା ମହାକାଶ କମ୍ପାନି ବୋଇଂ ଠାରୁ ଜିବିୟୁ-୫୭ ମାସିଭ୍ ଅର୍ଡନାନ୍ସ ପେନେଟ୍ରେଟର … Read More