ଶ୍ରୀମନ୍ଦିରରୁ ନକଲି ଆର୍ମୀ ଅଫିସରକୁ ଧରିଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ

Spread the love

Spread the loveପୁରୀ: ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମୀ ଅଫିସର । ନକଲି ଆର୍ମୀ ଅଫିସରଙ୍କୁ ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଆର୍ମୀ ଅଫିସର ପରିଚୟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ବେଳେ ଧରାପଡିଛନ୍ତି । ନିଜକୁ ରାଜସ୍ଥାନର ବୋଲି ପରିଚୟ … Read More

ମାନସିକ ଶାନ୍ତି ପାଇଁ ଯୋଗ କରନ୍ତୁ, ଯୋଗ ଦିବସରେ ବାର୍ତ୍ତା ଦେଲେ ମୁ୍ଖ୍ୟମନ୍ତ୍ରୀ

Spread the love

Spread the loveଭୁବନେଶ୍ବର: ମାନସିକ ଶାନ୍ତି ପାଇଁ ଯୋଗ । ଯୋଗ କେବଳ ଶରୀରକୁ ସୁସ୍ଥ ରଖେନି ଆତ୍ମାକୁ ସନ୍ତୁଳନ ରଖେ । ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ଯୋଗ ସମାରୋହରେ … Read More

୨୪ ତାରିଖ ଯାଏ ସାରା ରାଜ୍ୟକୁ କାଳବୈଶାଖୀ ଆଲର୍ଟ

Spread the love

Spread the loveଭୁବନେଶ୍ବର: ରାଜ୍ୟରେ ପ୍ରବଳ ବର୍ଷିବ ।  ୨୪ ତାରିଖ ଯାଏ ପୂରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି ।  ଆଜି ପାଇଁ ପୁରା ରାଜ୍ୟକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ ଏବଂ ବାଲେଶ୍ବରେ ପ୍ରବଳ ବର୍ଷା … Read More

ଚଳନ୍ତା ଟ୍ରେନରେ ପ୍ରସବ, ସହାୟତା ପ୍ରଦାନ କଲେ ଫାର୍ମାସିଷ୍ଟ ଓ ମହିଳା ଆରପିଏଫ କର୍ମଚାରୀ

Spread the love

Spread the loveକଟକ: ଟ୍ରେନରେ ଟୁଇନ୍ସ । ଟ୍ରେନ ଯାତ୍ରା ବେଳେ ଜନ୍ମ ନେଲେ ଯାଆଁଳା ଶିଶୁ । ରାଉରକେଲା – ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସରେ ଯାତ୍ରା କରୁଥିଲେ ଗର୍ଭବତୀ ମହିଳା । କଟକ ରେଳ ଷ୍ଟେସନ ଠାରେ ଟ୍ରେନ ଭିତରେ ପ୍ରଥମ … Read More

୩ ମାସ ହେଲା ମିଳିନି ଭତ୍ତା, ବ୍ଲକ ଅଫିସ ଆଗରେ ଧାରଣା

Spread the love

Spread the loveବଲାଙ୍ଗୀର: ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ଗରିବ ଏବଂ ଅସହାୟ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଏହାର ଏକ ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ଦୀର୍ଘ ୩ ମାସ … Read More

ରାଜଧାନୀରେ ବାପ-ପୁଅଙ୍କୁ ମରଣାନ୍ତକ ଆକ୍ରମଣ

Spread the love

Spread the loveଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ନିକଟରେ ରବିବାର ଦିନ କିଛି ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ପ୍ରାୟ ପାଞ୍ଚ ଜଣ ଦୁର୍ବୃତ୍ତ ଦିଲୀପଙ୍କ ଦୋକାନରେ … Read More

ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଏସଆଇଆରରେ ରାଜ୍ୟରେ ପ୍ରଥମ

Spread the love

Spread the loveଭୁବନେଶ୍ୱର: ରାଜ୍ୟରେ ଚାଲୁ ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ସୁଦ୍ଧା ରାଜ୍ୟର ପ୍ରାୟ ୯୯.୬୨ ପ୍ରତିଶତ ଅର୍ଥାତ … Read More

ଭିନ୍ନକ୍ଷମଙ୍କୁ ବିବାହ କଲେ ରାଜ୍ୟ ସରକାର ଦେବେ ଅଢ଼େଇ ଲକ୍ଷ ଟଙ୍କା

Spread the love

Spread the loveଭୁବନେଶ୍ୱର: ସମାଜରେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗମାନଙ୍କୁ ଏକ ସ୍ୱାଭାବିକ ଏବଂ ସମ୍ମାନଜନକ ଜୀବନ ଜିଇବାର ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସାଧାରଣ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କ ମଧ୍ୟରେ ବିବାହକୁ ପ୍ରୋତ୍ସାହିତ … Read More

ପୁଣି ହର୍ମୁଜ ପ୍ରଣାଳୀକୁ ବନ୍ଦ କଲା ଇରାନ

Spread the love

Spread the loveନୂଆଦିଲ୍ଲୀ : ହର୍ମୁଜ ପ୍ରଣାଳୀ ବନ୍ଦ ନେଇ ପୁଣି ଘୋଷଣା କଲା ଇରାନ। ଇରାନ-ଆମେରିକା ମଧ୍ୟରେ ଚୁକ୍ତିନାମା ପରେ ହର୍ମୁଜ ଖୋଲିଥିଲା ଇରାନ। ଏମୟୁ ଉଲ୍ଲଙ୍ଘନ ଅଭିଯୋଗ ଆଣି ହର୍ମୁଜକୁ ବନ୍ଦ କଲା ଇରାନ। ଲେବାନନ୍‌ ଉପରେ ଇସ୍ରାଏଲ୍‌ର … Read More

ମାରୁତି ମନ୍ଦିର ସଭାମଣ୍ଡପ ଛାତ ଭୁଶୁଡ଼ି ୭ ଶ୍ରଦ୍ଧାଳୁ ମୃତ

Spread the love

Spread the loveମୁମ୍ବାଇ : ମହାରାଷ୍ଟ୍ର ପରଭଣୀ ଜିଲ୍ଲାର ମାନବତ ତହସିଲ ସ୍ଥିତ ପ୍ରସିଦ୍ଧ ଯଶୱାଡି ମାରୁତି ମନ୍ଦିର ପରସରରେ ବଡ଼ ଅଘଟଣ । ମନ୍ଦିର ସାମ୍ନାରେ ତିଆରି ହୋଇଥିବା ସଭା ମଣ୍ଡପ ଭୁଶୁଡ଼ି ପଡିବାରୁ ଅନେକ ଶ୍ରଦ୍ଧାଳୁ ଚାପି ହୋଇଥିବା ଆଶଙ୍କା … Read More