ସମ୍ପତ୍ତିକୁ ନେଇ ଖୁଡ଼ିକୁ ହତ୍ୟା କଲା ପୁତୁରା

Spread the love

Spread the love ଭଞ୍ଜନଗର : ଖୁଡ଼ିକୁ ହତ୍ୟା କଲା ପୁତୁରା ।  ଖୁଡି ବେକରେ ଗାମୁଛା ବାନ୍ଧି, ହତ୍ୟା କଲା ପୁତୁରା ।  ହତ୍ୟାରେ ପୁତୁରା ବୋହୁ ବି ସାମିଲ ନେଇ ଅଭିଯୋଗ ହୋଇଛି ।  ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା … Read More

ପୁରୀରେ ଯୋଗଗୁରୁ ବାବା ରାମଦେବ, ଶ୍ରୀଜଗନ୍ନାଥଙ୍କ କଲେ ଦର୍ଶନ

Spread the love

Spread the love ପୁରୀ : ପୁରୀରେ ଯୋଗଗୁରୁ ବାବା ରାମଦେବ । ଶ୍ରୀକ୍ଷେତ୍ର ପୁରୀ ପହଞ୍ଚିଛନ୍ତି ବାବା ରାମଦେବ । ଏ ଅବସରରେ ଗଣମଧ୍ୟାମକୁ ପ୍ରତିକ୍ରିୟା ଦେଇ ବାବା ରାମଦେବ କହିଛନ୍ତି, “ମହାପ୍ରଭୁଙ୍କ ଦର୍ଶନ କରି ବହୁତ ଆନନ୍ଦ ଅନୁଭବ କରୁଛି … Read More

ପିଲା ଚୋର ଭାବି ଯୁବକଙ୍କୁ ନିର୍ଦ୍ଧୁମ ମାଡ଼

Spread the love

Spread the love ସମ୍ବଲପୁର : ରାୟଗଡ଼ା କଲ୍ୟାଣସିଂହ ପୁର ହିଂସା ଘଟଣାର କିଛି ଘଣ୍ଟା ପରେ ସମ୍ବଲପୁରରେ ମଧ୍ୟ ସମାନ ଧରଣର ଘଟଣା ଦେଖିବାକୁ ମିଳିଛି  l  ଗୁରୁତର ହୋଇ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ଘୋଷାରି ଘୋଷାରି ନେଉଥିବା, … Read More

ମହାବଳ ବାଘ ଛାଲ ଜବତ, ୩ ଗିରଫ

Spread the love

Spread the love ନବରଙ୍ଗପୁର : କଲରାପତରିଆ ନୁହେଁ ଏଥର ହେଉଥିଲା ମହାବଳ ବାଘ ଛାଲର ଡିଲ୍ । ନିଜେ ଗ୍ରାହକ ସାଜି ମହାବଳ ଛାଲ ଚୋରାଚାଲାଣକାରୀଙ୍କୁ କାବୁ କଲା ବନବିଭାଗ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ପାତ୍ରୀ ସଂରକ୍ଷିତ … Read More

ଛଟେଇ ବିରୋଧରେ ରାଜପଥରେ ସ୍ୱାସ୍ଥ୍ୟମିତ୍ରଙ୍କ ପ୍ରତିବାଦ

Spread the love

Spread the love ଭୁବନେଶ୍ୱର : ଛଟେଇ ବିରୋଧରେ ଗର୍ଜିଲେ ସ୍ୱାସ୍ଥ୍ୟମିତ୍ର |  ରାଜପଥରେ ସ୍ୱାସ୍ଥ୍ୟମିତ୍ରଙ୍କ ପ୍ରତିବାଦ। ବର୍ଷାରେ ଭିଜି, କୋଳରେ ଶିଶୁ ଧରି ଲୋୟର ପିଏମଜିରେ ଗର୍ଜିଲେ ମହିଳା। ପ୍ରବଳ ବର୍ଷାକୁ ଖାତିର ନକରି ହକ୍ ପାଇଁ ରାଜପଥକୁ ଓହ୍ଲାଇଛନ୍ତି … Read More

ଆସନ୍ତା ୨୯ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

Spread the love

Spread the loveବାରିପଦା: ବର୍ଷା ଋତୁକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (STR) ଜୁନ୍ ୨୯ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଅଧିକାରୀମାନେ କହିଛନ୍ତି ଯେ ସୁରକ୍ଷା ଚିନ୍ତା ଏବଂ ବର୍ଷା ସମୟରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା … Read More

କୈଳାସ ମାନସରୋବର ଯାତ୍ରା ଆରମ୍ଭ

Spread the love

Spread the love ନୂଆଦିଲ୍ଲୀ: ଆଜିଠାରୁ ପବିତ୍ର କୈଳାସ ମାନସରୋବର ଯାତ୍ରାର ଶୁଭାରମ୍ଭ ହୋଇଛି। ଶନିବାର ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ନାଥୁ ଲା ପାସ୍‌ (ଗିରିପଥ)ରେ ଭାରତ-ଚୀନ୍ ସୀମା ଦେଇ ଚୀନ୍‌ରେ ପ୍ରବେଶ କରିଛନ୍ତି। ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳକୁ ସିକ୍କିମ ରାଜ୍ୟପାଳ … Read More

ଖାଇବର ପାଖତୁନଖାୱାରେ ଆତଙ୍କୀ ଆକ୍ରମଣ; ୭ ମୃତ

Spread the love

Spread the love ଇସଲାମାବାଦ୍‌: ପାକିସ୍ତାନର ଖାଇବର ପାଖତୁନଖାୱା ପ୍ରଦେଶରେ ଶନିବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ମାର୍କା ବେରା ଅଞ୍ଚଳରେ ହୋଇଥିବା ଦୁଇଟି ପୃଥକ ବୋମା ବିସ୍ଫୋରଣରେ ଅତିକମ୍‌ରେ ୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୩ ଜଣ ଗୁରୁତର … Read More

ବିବେକ ଅଗ୍ରୱାଲ ହେଲେ ଏଫ୍‌ଏଟିଏଫ୍‌ ଉପାଧ୍ୟକ୍ଷ

Spread the love

Spread the love ନୂଆଦିଲ୍ଲୀ : କେନ୍ଦ୍ର ସଂସ୍କୃତି ସଚିବ ବିବେକ ଅଗ୍ରୱାଲଙ୍କୁ ଶୁକ୍ରବାର ଆନ୍ତର୍ଜାତିକ ସଙ୍ଗଠନ ‘ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ’ (ଏଫଏଟିଏଫ୍‌)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବେଆଇନ ଅର୍ଥ କାରବାର ଓ ଆତଙ୍କବାଦୀ ପାଣ୍ଠି ଯୋଗାଣ ରୋକିବା ପାଇଁ … Read More

ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ୪୫ ମିନିଟ ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ, ଅଟକି ରହିଲା କାରକେଡ୍

Spread the love

Spread the loveନୂଆଦିଲ୍ଲୀ : ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ୪୫ ମିନିଟ ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ମୋଦି ନିଜ କାରକେଡ ଯୋଗୁଁ କାଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ସମସ୍ୟା ନହେବ, ଏଣୁ ଦିଲ୍ଲୀ ଏୟାରପୋର୍ଟରେ ପ୍ରାୟ ୪୫ ମିନିଟ … Read More