ରଥଯାତ୍ରାରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ: ୧୫ କମ୍ପାନୀ ଯବାନ ସମ୍ଭାଳିବେ ମହାପ୍ରଭୁଙ୍କ ସୁରକ୍ଷା ବ୍ୟବସ୍ଥା

Spread the love

Spread the loveଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆସନ୍ତା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ମହାପର୍ବକୁ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲାଗି ରାଜ୍ୟ ପୋଲିସ … Read More

ଲାଲକିଲ୍ଲାକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଦିଲ୍ଲୀରେ ଉତ୍ତେଜନା

Spread the love

Spread the loveନୂଆଦିଲ୍ଲୀ : ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ପୁଣି ଥରେ ଲାଲକିଲ୍ଲାକୁ ବୋମା ଧମକ ମିଳିଛି । ସନ୍ଦିଗ୍ଧ ବ୍ୟକ୍ତି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଏହି ଧମକ ଦେଇଥିବା ସୂଚନା … Read More

ଦିନକ ପରେ କେନାଲରୁ ମିଳିଲା ନିଖୋଜ ନାବାଳକର ମୃତଦେହ

Spread the love

Spread the loveକାମାକ୍ଷାନଗର: ଘର ସାମ୍ନାରୁ ନିଖୋଜ ନାବାଳକ ଛାତ୍ରର ମୃତଦେହ ରେଙ୍ଗାଳି କେନାଲରୁ ଉଦ୍ଧାର । ଗତକାଲି ଢେଙ୍କାନାଳ କାମାକ୍ଷାନଗର ମହାବିଦ୍ୟାଳୟ ସାମ୍ନାରେ ଥିବା ଏକ କଲୋନୀର ଘର ସାମ୍ନାରୁ ନାବାଳକ ଛାତ୍ର ନିଖୋଜ ହୋଇଯାଇଥିଲା । ଆଜି ନିଖୋଜ ଛାତ୍ରଙ୍କ … Read More

ମିଶାଇଲ୍ ମାଡ କରି ସମଗ୍ର ଇରାନକୁ ଧ୍ୱଂସ କରିଦେବୁ – ଟ୍ରମ୍ପ

Spread the love

Spread the loveନୂଆଦିଲ୍ଲୀ : ଏତେ ମିଶାଇଲ୍ ମାଡ କରିବୁ ଯେ, ସମଗ୍ର ଇରାନକୁ ଧ୍ୱଂସ କରିଦେବୁ। ପୁଣି ଇରାନକୁ ଏମିତି ଧମକ ଦେଲେ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ହତ୍ୟାର ଭୟ ପ୍ରକାଶ କରିଛନ୍ତି। … Read More

ପାକିସ୍ତାନରେ ୮୮ ଆତଙ୍କବାଦୀ ନିହତ

Spread the love

Spread the loveଇସଲାମାବାଦ: ପାକିସ୍ତାନ ସରକାର ଜୁଲାଇ ୫ ତାରିଖରୁ ଆତଙ୍କବାଦୀଙ୍କ ଉପରେ ବଲୁଚିସ୍ତାନ ପ୍ରଦେଶରେ ବଡ଼ଧରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷାକର୍ମୀ ଏପର୍ଯ୍ୟନ୍ତ ୮୮ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବା ଶନିବାର ପାକିସ୍ତାନ ସରକାର ପ୍ରକାଶ କରିଛନ୍ତି। ଗତ ୨୪ … Read More

ଭିଏତନାମରେ ସ୍ପିଡ୍ ବୋଟ୍ ବୁଡ଼ି ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

Spread the love

Spread the loveଭିଏତନାମ: ଭିଏତନାମରେ ବଡ଼ ଅଘଟଣ । ସ୍ପିଡ୍ ବୋଟ୍ ବୁଡ଼ି ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟ ଜାରି । ଦକ୍ଷିଣ ଭିଏତନାମର ପ୍ରସିଦ୍ଧ ପୁ କ୍ଵୋକ ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ସ୍ପିଡ୍ ବୋଟ୍ ସମୁଦ୍ର … Read More

ବିନା ପ୍ରେସକ୍ରିପସନରେ ମିଳିବନି ୧୨% ରୁ ଅଧିକ ଆଲକୋହଲ୍ ଥିବା ଔଷଧ

Spread the love

Spread the loveନୂଆଦିଲ୍ଲୀ : ୧୨% ରୁ ଅଧିକ ଆଲକୋହଲ୍ ଥିବା ଔଷଧ ବିନା ଡାକ୍ତରୀ ପ୍ରେସକ୍ରିପସନରେ ମିଳିବନି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି କଟକଣା ଲଗାଯାଇଛି । ନୂତନ ନିୟମ ଅନୁଯାୟୀ, ୩୦ ମିଲିଲିଟରରୁ … Read More

ବାହାମାସରେ ବିମାନ ଦୁର୍ଘଟଣା, ୧୦ ମୃତ

Spread the love

Spread the loveବାହାମାସ : ବାହାମାସର ନର୍ଥ ଆଣ୍ଡରସରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ପ୍ଲେନ କ୍ରାସରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସରକାରଙ୍କୁ ଫ୍ଲେମିଙ୍ଗୋ ଏୟାରର ଉଡ଼ାଣକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ … Read More

ପ୍ରଥମେ ବନ୍ଦେ ମାତରମ୍, ତା’ପରେ ଜାତୀୟ ସଙ୍ଗୀତ, କେନ୍ଦ୍ରର ନିର୍ଦ୍ଦେଶାନାମା ଜାରି

Spread the love

Spread the loveନୂଆଦିଲ୍ଲୀ: କେନ୍ଦ୍ର ସରକାର ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟକୁ ଜାତୀୟ ସଙ୍ଗୀତ ‘ଜନ-ଗଣ-ମନ’ ଏବଂ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ସମ୍ପର୍କରେ ନୂତନ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଓ … Read More

ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ମିଳିଲା ‘ରଣନୀତିକ ସହଭାଗିତା’ର ମାନ୍ୟତା, ସ୍ବାକ୍ଷରିତ ହେଲା ୧୮ ଚୁକ୍ତି

Spread the love

Spread the loveନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦୁଇ ଦେଶର ସମ୍ପର୍କକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି। ଏହି ଗସ୍ତ ସମୟରେ ପ୍ରତିରକ୍ଷା, ମୁକ୍ତ ବାଣିଜ୍ୟ, ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ସହଯୋଗ, କୃଷି, ଦୁଗ୍ଧ ଉତ୍ପାଦନ, ପର୍ଯ୍ୟଟନ, ଶିକ୍ଷା, … Read More