ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ, ଥରୁଛି ଗଲ୍ଫ ଦେଶ
Spread the loveନୂଆଦିଲ୍ଲୀ: ଆମେରିକା-ଇରାନ ମୁହାଁମୁହିଁ । ଥରୁଛନ୍ତି ଗଲ୍ଫ ଦେଶ । ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଏକ ଭୟଙ୍କର ରୂପ ନେବାରେ ଲାଗିଛି । ଗତକାଲି ରାତିରେ ଆମେରିକା ସେନା ପକ୍ଷରୁ ଇରାନ ଉପରେ ପୁଣି ଥରେ ଭୟଙ୍କର ଏୟାରଷ୍ଟ୍ରାଇକ ହୋଇଛି … Read More
