ଉଧାର ଟଙ୍କା ମାଗିବାରୁ ଘରେ ପଶି ମାଆ-ପୁଅଙ୍କୁ ଆକ୍ରମଣ
Spread the loveଭୁବନେଶ୍ବର: ଉଧାର ଟଙ୍କା ମାଗିବାରୁ ମାଆ-ପୁଅଙ୍କୁ ଆକ୍ରମଣ । ଘରେ ପଶି ହାଣିଲେ ଦୁର୍ବୃତ୍ତ । ବାଲିପାଟଣା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଉଭୟ ମାଆ-ପୁଅଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଥାନାରେ ଅଭିଯୋଗ ପରେ … Read More
