ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ଖୁବଶୀଘ୍ର ନିଜର ପଦ ଗ୍ରହଣ କରିବେ । ଏହାସହିତ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବଢି ୩୭ ହୋଇଛି । ଏବେ ବି ସୁପ୍ରିମକୋର୍ଟରେ ଜଣେ ବିଚାରପତିଙ୍କ ସ୍ଥାନ … Read More

JEE ଆଡଭାନ୍ସଡ ରେଜଲ୍ଟ : IIT ଦିଲ୍ଲୀ ଜୋନରୁ ଶୁଭମ କୁମାର ଟପ୍ପର

ନୂଆଦିଲ୍ଲୀ : ପ୍ରକାଶ ପାଇଲା ୨୦୨୬ JEE ଆଡଭାନ୍ସଡ ରେଜଲ୍ଟ । IIT ଦିଲ୍ଲୀ ଜୋନରୁ ଶୁଭମ କୁମାର ଟପ୍ପର ହୋଇଛନ୍ତି । ୩୬୦ରୁ ୩୩୦ ନମ୍ବର ରଖି ଶୁଭମ ଟପ୍ପର ହୋଇଛନ୍ତି । ଅଲ୍ ଇଣ୍ଡିଆ ରାଙ୍କ ୨ରେ ଆଇଆଇଟି ଦିଲ୍ଲୀ … Read More

ମିଆଁମାରରେ ଭୟଙ୍କର ବିସ୍ଫୋରଣ, ୫୫ ମୃତ, ୧୦୦ ଆହତ

ବ୍ୟାଙ୍କକ୍‌ : ଉତ୍ତର-ପୂର୍ବ ମ୍ୟାଁମାରର ଏକ କୋଠାରେ ଭୟଙ୍କର ବିସ୍ଫୋରଣ ଘଟି ୫୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ଜଣ ଆହତ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଶାନ ପ୍ରଦେଶ ଅନ୍ତର୍ଗତ ନାମହକାମ ସହରର କାଉଙ୍ଗଟୁପ୍ ଗାଁରେ ରବିବାର ଏହି ବିସ୍ଫୋରଣ ହୋଇଛି। … Read More

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ ,କୃତି ପରୀକ୍ଷାର୍ଥୀଙ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଚଳିତବର୍ଷ ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ। ଜେଇଇ (JEE Advanced) ଆଡ଼ଭାନ୍ସ ପରୀକ୍ଷାରେ  ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆପଣମାନଙ୍କର ଏହି ସଫଳତା କଠିନ ପରିଶ୍ରମ, ନିଷ୍ଠା … Read More

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ, ଥାନା ଆଗରେ ଉତ୍ତେଜନା

ଆଳି : କେନ୍ଦ୍ରାପଡ଼ା ଆଳି ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକ ।  ଯୁବକକୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ ଅଭିଯୋଗ ।  ୫ ଦିନ ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳୁନାହିଁ  ।  ନ୍ୟାୟ ଦାବିରେ ଆଳି ଥାନା ଘେରିଲେ ଗ୍ରାମବାସୀ ।  … Read More

କବିସୂର୍ଯ୍ୟନଗର ଘଟଣାରେ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାନୁଷ୍ଠାନ: IPS ଅଫିସରଙ୍କ ବଦଳି, ୩ ପୋଲିସ ନିଲମ୍ବିତ

ବ୍ରହ୍ମପୁର : କବିସୂର୍ଯ୍ୟନଗର ଘଟଣାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ l ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାନୁଷ୍ଠାନ  l  କବିସୂର୍ଯ୍ୟନଗର ଥାନାରେ କାର୍ଯ୍ୟରତ IPS ଅଫିସର ନୀତେଶ କୁମାର ମିଶ୍ରଙ୍କୁ ଗଞ୍ଜାମ ଜିଲ୍ଲା ହେଡ଼ କ୍ଵାଟର କୁ ବଦଳି କରାଯାଇଛି l ଥାନାର SI ସମୀର … Read More

୩ ମାସ ଭିତରେ ୫ହଜାର ନର୍ସିଂ ପଦବୀ ପୂରଣ ହେବ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ୩ ମାସ ଭିତରେ ପୂରଣ ହେବ ୫ହଜାର ନର୍ସିଂ ପଦବୀ ।  ଖୁବଶ୍ରୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି ।  ଏହା ସହ ମେଡିକାଲ କ୍ଷେତ୍ରରେ ଅନ୍ୟ ୫ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ  ।  ମେଡିକାଲ କ୍ଷେତ୍ରକୁ ବ୍ୟବସ୍ଥିତ … Read More

ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି : ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି

ଭୁବନେଶ୍ୱର : ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି ।  ଆଜି ଭୁବନେଶ୍ୱରରେ ଅଭିଯୋଗ ଶୁଣାଣି ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଆଜି ୧୮ ତମ ଅଭିଯୋଗ ଶୁଣାଣି ହୋଇଥିଲା ।  ଯେଉଁଥିରେ ୬୦୦ରୁ ଅଧିକ … Read More

ଏଣିକି କେବଳ ଇଭି ଯାନ କିଣିବେ ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା । ଆଜି ଠାରୁ କେବଳ କିଣାହେବ ଇଭି ଯାନ। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ତେଲ ଦର ଆକାଶଛୁଆଁ ହେବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ରାଜ୍ୟର ରାଜକୋଷ ଉପରେ ପଡ଼ିବାକୁ ଯାଉଛି। ଏହି … Read More

ଧାରଣା ବେଳେ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କଲେ ଦୁଇ ମହିଳା

ଭୁବନେଶ୍ୱର : ଲୋୟର ପିଏମଜିରେ ଚାଞ୍ଚଲ୍ୟ । ଧାରଣା ବେଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଦୁଇ ମହିଳା। ବାଣପୁର ଅଞ୍ଚଳର ବିଜ୍ଞାନୀ ପଣ୍ଡା ଓ ମାନସୀ ବେହେରା ନିଜ ସମସ୍ୟାର ସମାଧାନ ଦାବିରେ ଗତକାଲି ଲୋୟର ପିଏମଜିରେ ଧାରଣା ଦେଇଥିଲେ … Read More