ଦୁଇ ୧୮ ଚକିଆ ଟ୍ରଲର ମୁହାଁମୁହିଁ ଧକ୍କା, ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼: ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ ୱେରେ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁଇଟି ୧୮ ଚକିଆ ଟ୍ରଲର ମୁହାଁମୁହିଁ ଧକ୍କା ହେବାରୁ ଟ୍ରକରେ ନିଆଁ ଲାଗିଯାଇଥିଲା । ଫଳରେ … Read More

ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ପାଠ୍ୟ ପୁସ୍ତକରେ ମାଳମାଳ ଭୁଲ, ରହିଛି ୧୬୭୮ ବନାନଗତ ଭୁଲ

ଭୁବନେଶ୍ୱର : ଭୁଲ୍ ପଢୁଛନ୍ତି ଆଉ ଭୁଲ ଦେଖୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ପାଠ୍ୟ ପୁସ୍ତକରେ ମାଳମାଳ ଭୁଲ । ବହିରେ ରହିଛି ୧୬୭୮ ବନାନଗତ ଭୁଲ । ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ … Read More

ବିକାଶ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜିର ବିକାଶ ପ୍ରତି ଅବହେଳା ପ୍ରତିବାଦରେ କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ। ବିଭିନ୍ନ ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ। ଇଞ୍ଜିନିୟରିଂ କଲେଜ,କୃଷି କଲେଜ, ନର୍ସିଂ କଲେଜ ଏବଂ ଶିଳ୍ପାୟନ ପ୍ରତିଷ୍ଠା ଦାବି କରିବା ସହିତ … Read More

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ସୋସିଆଲ ମିଡିଆ ବ୍ୟବହାର କରିବେନି ୧୬ ବର୍ଷରୁ କମ ବୟସର ପିଲା

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ପିଲାମାନଙ୍କ ମାନସିକ ଏବଂ ସାମାଜିକ ସୁସ୍ଥତା ସମ୍ପର୍କକୁ ଧ୍ୟାନରେ ରଖି ୟୁକେ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଘୋଷଣା କରିଛନ୍ତି ଯେ, ୧୬ … Read More

ଏନ୍‌ସିପିଆଇରେ ବିଲୟ ହେଲେ ୨୦ ଟିଏମ୍‌ସି ସାଂସଦ,ଏନ୍‌ଡିଏକୁ ସମର୍ଥନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖିଆ ମମତା ବାନାର୍ଜୀଙ୍କ ଦଳର ଦୁଇ ତୃତୀୟାଂଶ ବିଦ୍ରୋହୀ ସାଂସଦ ଦିଲ୍ଲୀରେ ବଡ଼ ଖେଳ କରିଛନ୍ତି। ଟିଏମସିର ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ତ୍ରିପୁରାର ଆଞ୍ଚଳିକ ଦଳ … Read More

TMC ନେତା କୁନାଲ ଘୋଷଙ୍କୁ ଅଣ୍ଡା ମାଡ, ମମତାଙ୍କ ଘର ବାହାରେ ଆକ୍ରମଣ

କୋଲକତା : ବର୍ତ୍ତମାନର ବଡ ଖବର କଲିକତାରୁ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗର ପୂର୍ବତନ ମୂଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଘର ସାମ୍ମନାରେ ଟିଏମସି ନେତା କୁନାଲ ଘୋଷଙ୍କ ଉପରେ ଅଣ୍ଡା ମାଡ ହୋଇଛି । ସ୍ଥାନୀୟ କିଛି … Read More

କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଆକ୍ରମଣ

ଜୟପୁର : ରାଜସ୍ଥାନ ଜୟପୁରରେ ଏକ ପ୍ରତିବାଦ ସମୟରେ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଜଣେ ଯୁବକ ଚାପୁଡ଼ା ମାରିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜୟପୁରରେ ଚାଲିଥିବା ପ୍ରତିବାଦ ସମୟରେ … Read More

ପାକିସ୍ତାନ ଏୟାରଫୋର୍ସର ଟ୍ରେନି ବିମାନ କ୍ରାସ୍, ଚାଲିଗଲା ୨ ପାଇଲଟଙ୍କ ଜୀବନ

ନୂଆଦିଲ୍ଲୀ : ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ପାକିସ୍ତାନ ବାୟୁସେନାର ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ନିୟମିତ ସାମରିକ ଅଭ୍ୟାସ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ଦୁଇ ପାଇଲଟ୍ ମୃତ୍ୟୁ … Read More

ପରିବାର ଓ ପୋଲିସ ଉପସ୍ଥିତିରେ ପ୍ରେମିକାର ଗଳା କାଟି ହତ୍ୟା କଲା ପ୍ରେମିକ

ମଧ୍ୟପ୍ରଦେଶ : ବନ୍ଦ କୋଠରୀର ଅନ୍ଧାର ରାତିରେ ଘଟିଗଲା ବୀଭତ୍ସ ଓ ଲୋମ ଟାଙ୍କୁରା କାହାଣୀ । ଗୁଜରାଟ ଗାନ୍ଧୀନଗର ନ୍ୟାସନାଲ ହାଇୱେ ସ୍ଥିତ ଏକ ହୋଟେଲରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ପୋଲିସ ଏବଂ ପରିବାର ଲୋକ ଉପସ୍ଥିତିରେ ପ୍ରେମିକାର … Read More

ମଝି ଆକାଶରେ ଧକ୍କା ହେଲା ଦୁଇ ହେଲିକପ୍ଟର, ୬ ମୃତ

ବ୍ରାଜିଲ : ବ୍ରାଜିଲର ରିଓ ଡି ଜେନେରିଓରେ ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା । ହେଲିକପ୍ଟର ଦୁଇଟି ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । … Read More