ଜେଲରେ ଏସପିଙ୍କ ଚଢ଼ାଉ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

ଝାରସୁଗୁଡା: ଜେଲ୍ ଭିତରେ ଏସପିଙ୍କ ସରପ୍ରାଇଜ୍ ରେଡ୍ । ଝାରସୁଗୁଡା ଜିଲ୍ଲା ଜେଲରେ ପୋଲିସର ବଡ଼ଧରଣର ଚଢ଼ାଉ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟେକ୍ଷ ନେତୃତ୍ୱରେ ଜେଲ୍ ଭିତରେ ପଶିଛି ପୋଲିସର ସ୍ପେଶାଲ୍ ଟିମ୍ । ଜେଲର କୋଣ ଅନୁକୋଣରେ ଚାଲିଛି ସର୍ଚ୍ଚ … Read More

ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ: ଦୋଷୀଙ୍କ ବିରୋଧରେ ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ପାଠ୍ୟ ପୁସ୍ତକ ତ୍ରୁଟି ଘଟଣାରେ ତଦନ୍ତ ଆରମ୍ଭ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ତ୍ରୁଟିକୁ ନେଇ ତଦନ୍ତ ଆରମ୍ଭ କଲେ ଡିସି । ଉନ୍ନୟନ କମିଶନର ଦେଓ ରଞ୍ଜନ ସିଂଙ୍କ ତଥ୍ଯ ସଂଗ୍ରହ ଆରମ୍ଭ । କେମିତି ଓ … Read More

୨୦ ହଜାର ଟଙ୍କା ଲାଞ୍ଚ ନେଇ ଚାକିରିରୁ ବିଦା ହେଲେ ASI

ଭୁବନେଶ୍ୱର : ଚାକିରିରୁ ବିଦା ହେଲେ ASI । ଏଏସଆଇ ରାଜେଶ କୁଲୁଙ୍କୁ ନିଲମ୍ବିତ କଲା କମିଶନରେଟ୍ ପୋଲିସ୍ । ତାଙ୍କ ବିରୋଧରେ ସର୍ଭିସ୍ ରୁଲ ଅନୁସାରେ ବିଭାଗୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି … Read More

ଦେବ ଦମ୍ପତିଙ୍କ ବିବାହ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ମଧ୍ୟରାତ୍ରିରେ ପଡ଼ିବ ହାତଗଣ୍ଠି

ଭୁବନେଶ୍ୱର : ଆଜି ଦେବ ଦମ୍ପତିଙ୍କ ବିବାହ । ମଧ୍ୟରାତ୍ରିରେ ପଡ଼ିବ ହାତଗଣ୍ଠି । ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଦେବ ବିବାହ ପାଇଁ ଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିର ଉତ୍ସବମୁଖର ହୋଇପଡ଼ିଛି । ଦୁଇ ମନ୍ଦିରକୁ … Read More

ପୂର୍ବ ଶତ୍ରୁତାକୁ ନେଇ ୱାର୍ଡ ସଭ୍ୟଙ୍କୁ ହତ୍ୟା

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଏବେ ଭଦ୍ରକ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ୱାର୍ଡ ସଭ୍ୟଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ … Read More

ଅନୁଗୁଳରେ ଡବଲ ଏନକାଉଣ୍ଟର, ବିପୁଳ ସୁନା ଓ ରୁପା ଲୁଟି ଫେରାର ହୋଇଯାଇଥିଲେ ୫ ଲୁଟେରା

ଅନୁଗୁଳ : ଅନୁଗୁଳରେ ଡବଲ ଏନକାଉଣ୍ଟର । ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ଅନୁଗୁଳ ପୋଲିସ୍ । ସେଲ୍ଫ ଡିଫେନ୍ସରେ ଏନକାଉଣ୍ଟର କରିଛି ପୋଲିସ । ଏନକାଉଣ୍ଟର ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମହାରାଷ୍ଟ୍ରର ସଚିନ ଗେଜଗେ ଓ ପ୍ରକାଶ ମାଦନେ। … Read More

ରବି ଧାନ ବିକ୍ରି ନ ହେବାରୁ ସମବାୟ ସମିତି ଆଗରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଦୋବଲ : ରବି ଧାନ ବିକ୍ରିକୁ ନେଇ ଦୀର୍ଘଦିନ ଧରି ହଇରାଣ ହେବା ପରେ ଜଣେ ଚାଷୀ ସମବାୟ ସମିତି ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଷୀ ଜଣକ ହେଲେ … Read More

ଡାକ୍ତରଙ୍କ ଦୀର୍ଘକାଳୀନ ଅନୁପସ୍ଥିତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଡାକ୍ତରମାନଙ୍କର ଦୀର୍ଘକାଳୀନ ଅନୁପସ୍ଥିତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ବିଭିନ୍ନ ଡାକ୍ତରଖାନାରେ ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି … Read More

ବ୍ରାହ୍ମଣୀରେ ନାହିଁ ପାଣି; ୨୬ଟି କଲୋନୀକୁ ଜଳ ଯୋଗାଣ ଠପ୍‌

ତାଳଚେର:ବ୍ରାହ୍ମଣୀ ନଦୀରେ ପାଣି ନ ଥିବାରୁ ତାଳଚେରର ୨୬ଟି କଲୋନୀ ଅଞ୍ଚଳକୁ ଜଳଯୋଗାଣ ଠପ୍‌ ହୋଇଯାଇଛି। ପାଣି ଯୋଗାଣ ବନ୍ଦ ହେବା ଦ୍ବାରା ୧ ଲକ୍ଷ ୧୫ ହଜାର ପାଇପ୍‌ ସଂଯୋଗଧାରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାଳଚେରରେ ୮ଟି … Read More

ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ

ୱାଶିଂଟନ : ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଧମକାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହେବାକୁ ଥିବା ବେଳେ ଏହା ଉପରେ ବିଶ୍ବବାସୀଙ୍କ … Read More