ଟୋକନ ମିଳିବାର ୨୪ଦିନ ପରେ ବି ମଣ୍ଡିରୁ ଉଠିଲାନି ଧାନ, ଜୀବନ ହାରିଲେ ଚାଷୀ

ନୂଆପଡା: ରବି ଋତୁରେ ଦିନକୁ ଦିନ ବିଷମ ହେବାରେ ଲାଗିଛି ମଣ୍ଢି ସମସ୍ୟା । ଏବେବି ନୂଆ ପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡିରେ ବିକ୍ରି ନହୋଇ ପଡିରହିଛି ପ୍ରାୟ ୩ଲକ୍ଷ ବସ୍ତା ଧାନ । ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଜୀବନ … Read More

ପାଠ୍ୟ ପୁସ୍ତକ ତ୍ରୁଟି ଘଟଣା; SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ

ଭୁବନେଶ୍ବର : ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାରେ SCERT କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ତଦନ୍ତ କମିଟିର ତନାଘନା । ଦୋଷୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ସୂଚନା ଅନୁଯାୟୀ, ବୁଧବାର ସକାଳୁ SCERT ଅଫିସରେ ପହଁଛିନ୍ତି ତଦନ୍ତ କମିଟି ସଦସ୍ୟ … Read More

ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ଅଡିଟ୍

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓ.ଏସ୍.ଡି.ଏମ୍.ଏ) ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତା ପ୍ରସ୍ତୁତିର କଡ଼ା ସମୀକ୍ଷା ଏବଂ ଅଡିଟ୍ କରିବାକୁ ବାଧ୍ୟତାମୂଳକ କରିଛନ୍ତି। … Read More

ଅନାସ୍ଥା ରାଜନୀତି: ଦୁଇ ଜିଲ୍ଲା ପରିଷଦ ସଭ୍ୟଙ୍କ ପଦ ରଦ୍ଦ

ବାଲେଶ୍ୱର: ପୁଣି ତେଜିଛି ଅନାସ୍ଥା ରାଜନୀତି। ଏହି କ୍ରମରେ ନୀଳଗିରିର ୨ ଜିଲ୍ଲାପରିଷଦ ସଭ୍ୟଙ୍କ ପଦ ରଦ୍ଦ ହୋଇଛି । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ କମିସନ । ଏହି ଦୁଇ ଜିଲ୍ଲା ପରିଷଦ ସଭ୍ୟ ହେଲେ ନୀଳଗିରି ୧୩ … Read More

ବିଡିଓ ଓ IICଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ SP ଅଫିସ୍‌ ଆଗରେ ଚାମେଲିଙ୍କ ଧାରଣା

କେନ୍ଦ୍ରାପଡ଼ା: SPଙ୍କ ଅଫିସ୍‌ ଆଗରେ ଧାରଣା ଦେଇଛନ୍ତି ତିଖିରି ସରପଞ୍ଚ ଚାମେଲି ଓଝା । ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ମହାକାଳପଡ଼ା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ମହାକାଳପଡ଼ା ଥାନା ଆଇଆଇସି … Read More

ହୋଟେଲ ମାଲିକଙ୍କୁ ହତ୍ୟା; ଅଭିଯୁକ୍ତକୁ ଏନକାଉଣ୍ଟର

ପୁରୀ:ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ମନୋରମା ହୋଟେଲର ମାଲିକ ପବିତ୍ର ନାୟକଙ୍କ ହତ୍ୟା ହୋଇଛି । ଏହି ମାମଲାରେ ସଂପୃକ୍ତ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୁରୀ ପୋଲିସ। ଅଭିଯୁକ୍ତ ହେଉଛନ୍ତି ଚନ୍ଦନ କୁମାର ପଲାର।  ଅଭିଯୁକ୍ତ ଚନ୍ଦନଙର ଘର ପୁରୀ ଚକ୍ରତୀର୍ଥ … Read More

କାଠ ଫାଳିଆରେ ପିଟି ପିଟି ବିଜେପି ବୁଥ୍ ସଭାପତିଙ୍କୁ ହତ୍ୟା

କେନ୍ଦ୍ରାପଡା: ମହାକାଳପଡ଼ା ବ୍ଲକର ରାମନଗର ଅଞ୍ଚଳରେ ହତ୍ୟାକାଣ୍ଡ । ବିଜେପି ବୁଥ୍ ସଭାପତି ତପନ ଦ‌ାସଙ୍କୁ ହତ୍ୟା କରାଯାଇଛି । ପ୍ରାଥମିକ ସୂଚନାନୁସାରେ, ଦୁର୍ବୃତ୍ତମାନେ ତପନ ଦ‌ାସଙ୍କ ମୁଣ୍ଡକୁ କାଠ ଫାଳିଆରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିଲେ । ହତ୍ୟା … Read More

ଝାରପଡ଼ା ଜେଲ୍‌ର ୭ କଏଦୀ ଅସୁସ୍ଥ, ଡିଜିଙ୍କ ନିର୍ଦେଶରେ ତଦନ୍ତ କରୁଛନ୍ତି ଦୁଇ ଡିଆଇଜି

ଭୁବନେଶ୍ବର:ଝାରପଡ଼ାସ୍ଥିତ ସ୍ୱତନ୍ତ୍ର ଜେଲ୍‌ ରେ ହଠାତ୍ କିଛି କଏଦୀ ଅସୁସ୍ଥ ହୋଇପଡିଛନ୍ତି । ମଙ୍ଗଳବାର ରାତିରେ ଅସୁସ୍ଥ କଏଦୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା ସନ୍ଦେହ । ସୂଚନାଥାଉକି, ୭ଜଣ … Read More

ସରିଲା ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା

ବର୍ଗେନଷ୍ଟକ: ସ୍ବିଜରଲ୍ୟାଣ୍ଡର ବର୍ଗେନଷ୍ଟକରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି। ଏହି ଆଲୋଚନା ନେଇ ପାକିସ୍ତାନ ଏବଂ କାତାର … Read More

ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ, ସରିଲା ରାଜ୍ୟସଭା କାର୍ଯ୍ୟକାଳ

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ସେ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଓହରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର … Read More