ମୌସୁମୀ ବର୍ଷାରେ ଉବୁଡୁବୁ ମୁମ୍ବାଇ, ରେଳ ଚଳାଚଳ ଠପ୍
ମୁମ୍ବାଇ : ମୁମ୍ବାଇ ଓ ମହାରାଷ୍ଟ୍ରରେ ମୌସୁମୀର ପ୍ରଭାବ ଆରମ୍ଭ ହୋଇଛି । ଗତକାଲି ରାତିରୁ ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିବାର ଦେଖିବାକୁ ମିଳିଛି । ମୁମ୍ବାଇର ପଶ୍ଚିମ ଉପନଗରରେ ୧୯୦ ମିମି ବର୍ଷା ହୋଇସାରିଛି। ଆଜି ସକାଳେ ଭାରତୀୟ ପାଣିପାଗ ବିଭାଗ … Read More
