ମାଣିଆବନ୍ଧ ସରପଞ୍ଚଙ୍କ ସ୍ବାମୀଙ୍କୁ ଗୁଳିମାଡ଼
ନରସିଂହପୁର: କଟକ ଜଲ୍ଲା ନରସିଂହପୁରରେ ଗୁଳିକାଣ୍ଡ । ବଡ଼ମ୍ବା ବ୍ଲକ ମାଣିଆବନ୍ଧ ଥାନା କୁଆଁପାଳ ଛକରେ ଫୁଟିଲା ଗୁଳି । ମାଣିଆବନ୍ଧ ସରପଞ୍ଚଙ୍କ ସ୍ବାମୀଙ୍କୁ ଗୁଳିମାଡ଼। ୩ଜଣ ଯୁବକ ବାଇକରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ, … Read More
