ଆଜିଠୁ ହ୍ରାସ ପାଇବ କାଳବୈଶାଖୀ ପ୍ରଭାବ, ସାରା ରାଜ୍ୟକୁ ବଜ୍ରପାତ ସତର୍କତା

ଭୁବନେଶ୍ବର: ଘୂର୍ଣ୍ଣିବଳୟ ଏବଂ ନିମ୍ନଚାପରେଖା ସକ୍ରିୟ ଥିଲେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥାଏ, କିନ୍ତୁ ବର୍ତ୍ତମାନ ରାଜ୍ୟ ଉପରେ କୌଣସି ଘୂର୍ଣ୍ଣିବଳୟ କି ନିମ୍ନଚାପରେଖା ସକ୍ରିୟ ନାହିଁ। କିନ୍ତୁ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ … Read More

ସିସିଟିଭିରେ ରଙ୍ଗ ମାରି ଏଟିଏମ୍ ଲୁଟ

ଉଦଳା: ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିଲେ । ନୂଆ ଫଣ୍ଡାରେ ଏଟିଏମ୍ ଲୁଟ । ସିସିଟିଭି ନଜରରୁ ବର୍ତ୍ତିବାକୁ ସିସିଟିଭିରେ ଲାଲ ରଙ୍ଗର ସ୍ପ୍ରେ ମାରି ଲୁଟ କରିଛନ୍ତି ଲୁଟେରା । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଠାରୁ … Read More

ସେକ୍ସ ରାକେଟ ଠାବ : ଦଲାଲ ଅଟକ, ୨ ଯୁବତୀ ଉଦ୍ଧାର

 ଅନୁଗୁଳ : ଅନୁଗୁଳ ସହରରେ ସେକ୍ସ ରାକେଟ ଠାବ । ଦଲାଲ ଅଟକ, ଦୁଇ ଯୁବତୀ ଉଦ୍ଧାର । ଅନୁଗୁଳ ସହରର ତାମ୍ରିତ୍ କଲୋନୀ ଅଞ୍ଚଳରେ ଚାଲୁଥିବା ଏକ ସେକ୍ସ ରାକେଟ ଉପରେ ଅନୁଗୁଳ ଥାନା ପୁଲିସ ଚଢ଼ାଉ କରିଛି । ଚଢ଼ାଉ … Read More

ପୋଲିସ ଆଗରେ ଯୁବକଙ୍କୁ ପିଟି ପିଟି ମାରିଦେଲେ, ଯୁବତୀଙ୍କୁ ଅସଦାଚରଣ କରିଥିଲେ ରୋଡୋରୋମିଓ !

ପିପିଲି : ଯୁବକଙ୍କୁ ପିଟି ପିଟି ମାରିଦେଲେ ବାଲିଅନ୍ତା ଥାନା ଅଂଚଳରୁ । ଏପରି ଅଭିଯୋଗ ଆସିଛି ।  ଦିନ ଦ୍ବିପହରରେ ରାସ୍ତା ଉପରେ ଯୁବତୀଙ୍କୁ ଟଣା ଓଟରା ଘଟଣାକୁ ନେଇ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଏଭଳି ଘଟଣା … Read More

ମହାପ୍ରଭୁଙ୍କ ଜମିର ହେବ ସେଟଲମେଣ୍ଟ, ଗଠନ ହେବ ବଡ଼ କର୍ପସ ଫଣ୍ଡ : ଆଇନ ମନ୍ତ୍ରୀ

ଭୁବନେଶ୍ୱର : ମହାପ୍ରଭୁଙ୍କ ଜମିର ହେବ ସେଟଲମେଣ୍ଟ ।  ରାଜ୍ୟ ଭିତରେ ଏବଂ ବାହାରେ ଥିବା ମହାପ୍ରଭୁଙ୍କ ଜମିକୁ ନିଜ ଅଧୀନକୁ ନେବେ ସରକାର ।  କିନ୍ତୁ ଲମ୍ବା ସମୟ ଧରି ଜଗନ୍ନାଥ ଜମିରେ ରହୁଥିବା ଲୋକଙ୍କୁ ଜମି ସେଟେଲମେଣ୍ଟରେ ଦିଆଯିବ । … Read More

ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ, ଏକାସାଙ୍ଗରେ ସୃଷ୍ଟି ହେବ ୨ଟି ଘୂର୍ଣ୍ଣିବଳୟ !

ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ  ?  ମେ ମଧ୍ୟଭାଗରେ ସୃଷ୍ଟି ହୋଇପାରେ ବଡ଼ ଲଘୁଚାପ  !   ମାଡ଼ି ଆସୁଛି MJO ତରଙ୍ଗ  !  ସମୁଦ୍ରରେ ଏକାସାଥିରେ ସୃଷ୍ଟି ହେବ ଦୁଇଟି ଘୂର୍ଣ୍ଣିବଳୟ ?  ବଙ୍ଗୋପସାଗରରେ ଏକ ବଡ଼ ଧରଣର ପାଣିପାଗ … Read More

ଚଳନ୍ତା ଟ୍ରକରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କାମାକ୍ଷାନଗର: ରାସ୍ତାରେ ଚାଲୁଥିଲା ବେଳେ ଟ୍ରକରେ ଲାଗିଗଲା ନିଆଁ । କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ବଡ଼ସୁଆଁଳ ନିକଟରେ ରାସ୍ତାରେ ଚାଲୁଥିଲା ବେଳେ ଦଶଚକିଆ ଟ୍ରକରେ ଲାଗିଗଲା ନିଆଁ ।  ଘଟଣାସ୍ଥଳରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ … Read More

ବନ୍ଧା ହେଲା ନକଲି ପୋଲିସ, ପରିଚୟପତ୍ର ଜବତ କରି ପଚରା ଉଚରା ଜାରି

ଭୁବନେଶ୍ବର: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ନିଜକୁ ପୋଲିସ ଏସଆଇ କହି ଲୋକଙ୍କୁ ଡରାଇବା ସହ ଧମକାଉଥିଲା । ଏବେ ତାକୁ ଧରିଛି କମିଶନରେଟ୍ ପୋଲିସ । ଗିରଫ ଯୁବକ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଅଭିଷେକ ମିଶ୍ର … Read More

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଉଦଳା: ମହିଳାଙ୍କ ଆଖି ତାଡ଼ିଦେଲା ଭାଲୁ । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ କୁଶଳଦା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୁରୁତର ମହିଳା ହେଲେ ଦମୟନ୍ତୀ ବାରିକ । ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଦମୟନ୍ତୀ … Read More

ପରୀକ୍ଷା ଭଲ ନବାରୁ ଜୀବନ ହାରିଲେ ନିଟ୍ ପରୀକ୍ଷାର୍ଥୀ

ଭଦ୍ରକ: ନିଟ ପରୀକ୍ଷାରେ ଭଲ ପଦର୍ଶନ କରି ନ ଥିବା ଜାଣି ଫ୍ୟାନରେ ଝୁଲିପଡିଲେ ଛାତ୍ର । ମୃତ ଛାତ୍ର ହେଉଛନ୍ତି ଜ୍ୟୋତି ପ୍ରକାଶ ବାରିକ । ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗ୍ରାମର ଛାତ୍ରଙ୍କ ଘର । ବାପ ଚା ଦୋକାନ … Read More