ଚାଷୀକୂଳ ପାଇଁ ଚେତାବନୀ, ଚଳିତ ବର୍ଷ ଓଡିଶାରେ କମ ବର୍ଷା

ଭୁବନେଶ୍ୱର : ଚିନ୍ତା ବଢ଼ାଇଲା ପାଣିପାଗ ବିଭାଗ । ଚଳିତ ବର୍ଷ କମ୍ ହେବ ବର୍ଷା । ‘ଏଲ୍ ନିନୋ’ ସାଜିବ ବାଧକ! । ଏଥର ମୌସୁମୀ ବର୍ଷା ୯୦ ପ୍ରତିଶତକୁ ଖସିଲା । ଯାହା ଚାଷୀକୂଳ ପାଇଁ ବଡ଼ ଚେତାବନୀ! । … Read More

ଅଜଣା ଗାଡ଼ି ଧକ୍କାରେ ବାଇକ୍ ସହ ଜଳିଗଲେ ଯୁବକ

ଅନୁଗୁଳ: ଜଳିଗଲେ ବାଇକ୍ ଆରୋହୀ । ଅନୁଗୁଳ ଜିଲ୍ଲା ସମଲ ଥାନା ସମାକୋଇ ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୧୪୯ ନମ୍ବର ଜାତୀୟ ରାଜପଥର ସମାକୋଇ ବ୍ରିଜ୍ ଉପରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ବାଇକ୍ ସହ ଜୀବନ୍ତ … Read More

ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ

କାଲିମେଳା: ବଜ୍ରପାତରେ ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପାଲି ଗାଁରେ ଅଘଟଣ। ସୂଚନା ଅନୁସାରେ ଗାଁର ୩୫ ବର୍ଷୀୟା ଏଙ୍କି ମାଡକାମୀ ଓ ତାଙ୍କ ସ୍ୱାମୀ ଭିମା ମାଡକାମୀ ବିଲରେ ଥିଲେ । ଏଙ୍କି … Read More

ଟଳିଲା ରେଳ ଦୁର୍ଘଟଣା, ମାଲବାହୀ ଟ୍ରେନ ଉପରେ ଖସିଲା କ୍ରେନ

ବାଲେଶ୍ୱର: ନୀଳଗିରି ଅନ୍ତର୍ଗତ ଗୋପୀନାଥପୁର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ସ୍ଥାନୀୟ ଏକ ସ୍ଲିପର କାରଖାନାରେ କାମ ଚାଲିଥିବା ବେଳେ ଏକ କ୍ରେନ ହଠାତ ଭାରସାମ୍ୟ ହରାଇ ଛିଡା ହୋଇଥିବା ମାଲବାହୀ ଟ୍ରେନ ଉପରେ ଖସି … Read More

କାଳବୈଶାଖୀ ତାଣ୍ଡବ: ଘର ଉପରେ ଗଛ ପଡି ମହିଳାଙ୍କ ମୃତ୍ୟୁ

ଅନୁଗୋଳ: କାଳବୈଶାଖୀ ପ୍ରଭାବରେ ଅନୁଗୋଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଠମଲ୍ଲିକ ଥାନା ଅଧୀନ ନାରାୟଣପୁର ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଏକ ଘର ଉପରେ ଗଛ ପଡିଯିବାରୁ … Read More

ଓଡ଼ିଶା ସମେତ ୪ ରାଜ୍ୟରେ ହେବ ଖଣିଜ ପ୍ରକ୍ରିୟାକରଣ ପ୍ଲାଣ୍ଟ

ନୂଆଦିଲ୍ଲୀ: ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ଭାରତ ପ୍ରୟାସ ଚଳାଇଛି। ଏଥିପାଇଁ ଓଡ଼ିଶା ସମେତ ଦେଶର ୪ ରାଜ୍ୟରେ ଗୁରୁତ୍ବପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌ ସ୍ଥାପନ ହେବ। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷାନ … Read More

କାନାଡାରେ ଗୁଜୁରାଟୀ ଛାତ୍ରୀଙ୍କୁ ହତ୍ୟା

ନୂଆଦିଲ୍ଲୀ: କାନାଡାରେ ଗୁଜୁରାଟୀ ଛାତ୍ରୀଙ୍କୁ  ହତ୍ୟା  । କାନାଡାରେ ଗୁଜୁରାଟର ଛାତ୍ରୀ ବିଧି ମେଘା(୨୨) ଲୁଟପାଟକୁ ବିରୋଧ କରିବାରୁ ଛୁରା ମାରି ବିଭର୍ତ୍ସ ହତ୍ୟା କରାଯାଇଛି । ସେ ଗତ ୪ ବର୍ଷ ହେବ ସେଠାରେ ରହି ପାଠ ପଢା ସହ … Read More

ଜଳିଗଲା କେନିଆର ଗାର୍ଲ ସ୍କୁଲ, ୧୬ ମୃତ, ୭୦ରୁ ଅଧିକ ଆହତ

କେନିଆ : କେନିଆର ନକୁରୁ କାଉଣ୍ଟି ସ୍ଥିତ ଗିଲଗିଟ୍ର ଉଟୁମିଶି ଗାର୍ଲ୍ସ ଏକାଡେମୀର ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ଗୁରୁବାର ଭୋର ସମୟ ପ୍ରାୟ ୩ଟା ୩୦ ମିନିଟରେ ଛାତ୍ରୀଙ୍କ ଡର୍ମିଟୋରିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ ୧୬ ଜଣ … Read More

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଧରମୈୟା

କର୍ଣ୍ଣାଟକ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଧରମୈୟା । ଲୋକଭବନକୁ ରାଜ୍ୟପାଳଙ୍କ ଅନୁପସ୍ଥିତିରେ ତାଙ୍କ ସଚିବଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । ଏବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର ।  ସିଦ୍ଧରମୈୟା ଏବଂ ଡିକେ ଶିବକୁମାର ପ୍ରେସ୍ କନଫରେନ୍ସ କରି … Read More

୪ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ବଦଳାଇଲା ବିଜେପି

ନୂଆଦିଲ୍ଲୀ : ବଦଳିଲେ ୪ ରାଜ୍ୟର ରାଜ୍ୟ ସଭାପତି। ଭାରତୀୟ ଜନତା ପାର୍ଟି (ବିଜେପି) ୪ ରାଜ୍ୟର ରାଜ୍ୟ ସଭାପତିଙ୍କୁ ବଦଳାଇଛି। ହାଇକମାଣ୍ଡ ନୂତନ ସଭାପତିଙ୍କ ନାମ ଘୋଷଣା କରିଛନ୍ତି ଏବଂ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜେପି ଦିଲ୍ଲୀ, ପଞ୍ଜାବ, … Read More