ବସ-ଟ୍ରକ୍ ମୁହାଁମୁହିଁ : ଜଣେ ମୃତ, ୧୫ରୁ ଊର୍ଦ୍ଧ୍ବ ଆହତ

ବ୍ରହ୍ମପୁର: ବସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଲିଡାବା ନିକଟରେ ଏପରି ଦୁର୍ଘଟଣା ଘଟିଛି । … Read More

୧୬ ଲକ୍ଷ ଟଙ୍କା ଲାଞ୍ଚ ନେଇ ସିବିଆଇ ଜାଲରେ CGST ସୁପରିଣ୍ଟେଣ୍ଡେଣ୍ଟ

ବାଲେଶ୍ଵର: ସିବିଆଇ ଜାଲରେ ବାଲେଶ୍ଵର CGST ସୁପରିଣ୍ଟେଣ୍ଡେଣ୍ଟ । ବାଲେଶ୍ୱର କେନ୍ଦ୍ରୀୟ ଜିଏସଟି (CGST) କାର୍ଯ୍ୟାଳୟରେ ଶୁକ୍ରବାର ସିବିଆଇ (CBI) ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି । ୧୬ ଲକ୍ଷ ଟଙ୍କାର GST ରିଫଣ୍ଡ ମୁକ୍ତ କରିବା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ … Read More

ମେ’ ୧୦ ବା ୧୧ ବେଳକୁ ଲଘୁଚାପ !

ଭୁବନେଶ୍ୱର : ବାତ୍ୟା ଦ୍ବନ୍ଦ୍ବ ଭିତରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ମେ ୧୦ ବା ୧୧ ବେଳକୁ ହୋଇପାରେ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଆଖପାଖରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସମୁଦ୍ର ପତ୍ତନରୁ ଦେଢ କିଲୋମିଟର ପର୍ଯ୍ୟନ୍ତ … Read More

ବର୍ଷାଦିନେ ବନ୍ଦ ହେବ ଖୋଳାତଡା, ନମାନିଲେ ଦୁଇଗୁଣା ଜରିମାନା

ଭୁବନେଶ୍ୱର: ବର୍ଷା ଦିନ ଆସିଲେ ରାସ୍ତାରେ ପାଣି ଜମିବା ଆରମ୍ଭ ହୁଏ। ଏହାସାଙ୍ଗକୁ ରାସ୍ତା କିମ୍ବା ଡ୍ରେନ ଖୋଳତାଡ ଆରମ୍ଭ ହୋଇଯାଏ। ଏହାକୁ ନେଇ ବିଏମସି ପକ୍ଷକୁ ଏବେ ନୂଆ ନିୟମ ଜାରି କରାଯାଇଛି। ବର୍ଷା ଦିନେ ଖୋଳାତଡା ବନ୍ଦ ରହିବ। … Read More

ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ୯ରେ ଶପଥ ଗ୍ରହଣ

କଲକତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳ ବୈଠକର ଅଧ୍ୟକ୍ଷତା କରି ଶୁଭେନ୍ଦୁ ଅଧିକାରୀଙ୍କୁ ସପକ୍ଷରେ ସମସ୍ତ ପ୍ରସ୍ତାବ ଗ୍ରହଣ କରିଛନ୍ତି। ବିଜେପି ଦଳ ବିଧାୟକ ଭାବେ ନିର୍ବାଚିତ ପରେ ଆଗାମୀ ୯ତାରିଖ ଶନିବାର ମୁଖ୍ୟମନ୍ତ୍ରୀ ଭାବେ … Read More

ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପଦ ହରାଇଲେ ଦିଦି

କଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ଆରଏନ୍ ରବି ଗୁରୁବାର ରାଜ୍ୟ ବିଧାନସଭା ଭଙ୍ଗ କରିଛନ୍ତି। ଏହାଦ୍ବାରା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ସରକାରର ଅନ୍ତ ହେବା ସହିତ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି। ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ … Read More

ଜଷ୍ଟିସ ବର୍ମାଙ୍କ ଇସ୍ତଫା ପତ୍ରକୁ ଅନୁମୋଦନ କରିନାହାନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରି ନାହାନ୍ତି। ଏପ୍ରିଲ ୯ ତାରିଖରେ ଜଷ୍ଟିସ ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ମାତ୍ର ଏହା ଅନୁମୋଦନ ହୋଇ ନଥିବାରୁ ତାଙ୍କ … Read More

ନିଆରା ବିବାହ, କଏଦୀଙ୍କୁ ବାହା ହେଲେ ଜେଲର

ଭୋପାଳ: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଭୋଗିସାରିଥିବା ଜଣେ କଏଦୀଙ୍କୁ ଉକ୍ତ ଜେଲ୍‌ ଦାୟିତ୍ବରେ ଥିବା ଜଣେ ମହିଳା ଜେଲର ବିବାହ କରିଥିବା ଘଟଣା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି। … Read More

ହଣ୍ଟାଭାଇରସ୍‌ ବ୍ୟାପିଥିବା ଜାହାଜରେ ଅଛନ୍ତି ଦୁଇ ଭାରତୀୟ

ନୂଆଦିଲ୍ଲୀ,: ଆଟଲାଣ୍ଟିକ ମହାସାଗରରେ କେପ୍‌ ଭର୍ଡେ ନିକଟରେ ଅଟକି ରହିଥିବା କ୍ରୁଜ ଜାହାଜ ‘ଏମ୍‌ଭି ହଣ୍ଡିୟସ୍’ରେ ହଣ୍ଟାଭାଇରସ୍‌ ବ୍ୟାପିବା ଘଟଣା ଏବେ ସମସ୍ତଙ୍କୁ ଭୟଭୀତ କରିଛି। ଜାହାଜରେ ଥିବା କ୍ରୁ ସଦସ୍ୟଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ଅଛନ୍ତି। ଜାହାଜରେ ହଣ୍ଟାଭାଇରସ୍‌ ବ୍ୟାପିଥିବାବେଳେ ଏଥିରେ … Read More

ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଓ ଭିସିକେ: ମୁଖ୍ୟମନ୍ତ୍ରୀ ହେବ ବିଜୟ

ତାମିଲନାଡୁ : ବିଜୟଙ୍କ ସରକାର ଗଠନ କରିବା ନେଇ ତୁଟିଲା ସବୁ ଦ୍ବନ୍ଦ୍ବ । ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ । ଏହାସହିତ ଟିଭିକେ ବହୁମତ ସଂଖ୍ୟା ପାର୍ କରିଛି । ସିପିଆଇ, ସିପିଏମ୍ ଏବଂ ଭିସିକେର ୨ଟି … Read More