ଓଟିରେ ରୋଗୀଙ୍କୁ ବଳାତ୍କାର, ବନ୍ଧା ହେଲେ ଡାକ୍ତର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ମହିଳା ରୋଗୀଙ୍କୁ ଅସ୍ତ୍ରୋପଚାର କକ୍ଷ (ଓଟି)ରେ ବଳାତ୍କାର କରିଥିବା ଅଭିଯୋଗରେ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତ ଡାକ୍ତରଙ୍କ … Read More

ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ବାପ-ପୁଅଙ୍କ ମୃତ୍ୟୁ

ଯାଜପୁର : ଗ୍ୟାସ ସିଲିଣ୍ଡର ଲିକ ହୋଇ ୩ଜଣ ଗୁରୁତର ହେବା ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ବାପା ପୁଅଙ୍କ ମୃତ୍ୟୁ । ଗତକାଲି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ପଞ୍ଚାୟତ ଗୁଲଜାରନଗରପାଟଣାରେ ଥିବା ଏକ ଜଳଖିଆ ଦୋକନରେ ଗ୍ୟାସ ସିଲିଣ୍ଡର ଲିକ … Read More

ମାଆକୁ ପିଟିପିଟି ମାରିଦେଲା ପୁଅ

ଆଳି : ମାଆକୁ ପିଟିପିଟି ମାରିଦେଲା ପୁଅ ।  କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ପାତୁଳି ଗାଁରେ ହୀରାମଣି ସାହୁଙ୍କୁ (୭୫ )ତାଙ୍କ ପୁଅ ନିଶାସକ୍ତ ଅବସ୍ଥାରେ ଏକ ବାଡ଼ିରେ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ … Read More

ଯାଆଁଳା କନ୍ୟା ସନ୍ତାନ ଜନ୍ମ ହେବାରୁ ଗାଁ ଦାଣ୍ଡରେ ପୁଅ-ବୋହୁଙ୍କୁ ମାଡ଼

ସାଲେପୁର  : କନ୍ୟା ସନ୍ତାନ ଜନ୍ମ ହେବାରୁ ପୁଅ ବୋହୁଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଲେ  ଶାଶୁ ଶଶୁର ଓ ନଣନ୍ଦ ।  ମାସେ ହେଲା ଦେଉଥିଲେ  ଅକଥନୀୟ ନିର୍ଯାତନା ।  ସୋସିଆଲ ମିଡିଆରେ ଭିଡିଓ ଭାଇରଲ ।  ଏଭଳି ଅଭାବନୀୟ … Read More

ଦୁଇଟି ହାତୀର ମୃତଦେହ ଉଦ୍ଧାର

ନର୍ଲା : ଦୁଇଟି ହାତୀର ମୃତ୍ୟୁ ଖବର ମିଳିଛି । ଗୋଟେ ଦନ୍ତା ହାତୀର ମୃତ୍ୟୁ ହୋଉଥିବାବେଳେ ଆଉ ଏକ ମାଖନା ହାତୀର ମୃତ୍ୟୁ ହୋଇଛି। କଳାହାଣ୍ଡି ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ଏକ ପୋଖରୀ ନିକଟରୁ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି … Read More

ଦଶାହ ଖାଦ୍ୟ ଖାଇ ୪ ମୃତ, ୧୭ ଆକ୍ରାନ୍ତ

ଝାରସୁଗୁଡ଼ା: ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ନୂଆଡ଼ିହି ଗାଁରେ ଏକ ଦୁଃଖଦ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦଶାହ ଭୋଜି ଖାଇବା ପରେ ବିଷାକ୍ତ ଖାଦ୍ୟ ପ୍ରଭାବରେ … Read More

ଟ୍ରେନ ଉପରେ ଚଢ଼ି ସେଲଫି ନେଲା ବେଳେ ଜଳିଗଲେ ଯୁବକ

ଭୁବନେଶ୍ବର: ସେଲଫି ନେବା ପଡିଲା ମହଙ୍ଗା । ଟ୍ରେନ ଉପରେ ସେଲଫି ନେବା ବେଳେ କରେଣ୍ଟ ଲାଗି ରେଳ ଷ୍ଟେସନକୁ ଛିଟିକିପଡ଼ିଲେ ଛାତ୍ର । ମଞ୍ଚେଶ୍ୱର ରେଳ ଷ୍ଟେସନରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ଏକ ଘରୋଇ ଇଞ୍ଜିନିୟରିଂ … Read More

ପୋଖରୀରେ ବୁଡ଼ିଗଲେ ଦୁଇ ଛାତ୍ର

ବ୍ରହ୍ମପୁର:ବ୍ରହ୍ମପୁର ସହର ଅଙ୍କୁଲି ନୁଆସାହି ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତାରୁ ପାଣିରେ ବୁଡ଼ି ଯାଇ ୨ ଜଣ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଆଯୋଧ୍ୟାନଗର ୨ୟ ଲାଇନର ବିଶ୍ୱଜିତ ପଣ୍ଡା(୧୬) ଓ ଖୋଡାସିଂର ଅଭିଜିତ ମାରାଣ୍ଡି(୧୬) । ଆଜି … Read More

ଲୋନ୍ କରାଇଦେବା ନାଁରେ ଠକେଇ, କୋଟିପତି ଠକକୁ ବାନ୍ଧିଲା ପୋଲିସ

ଜୟପୁର: ପୋଲିସ ହାତରେ କୋଟିପତି ଠକ । ଲୋକଙ୍କୁ ଲୋନ୍ କରାଇଦେବା ନାଁରେ ଠକେଇ । ୩୦ ଉର୍ଦ୍ଧ୍ବ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ସୂଚନା ମିଳିଛି । କୋରାପୁଟ ଜିଲ୍ଲା ଜୟପୁର ନୂଆସାହି ଅଞ୍ଚଳର କୋଟିପତି ଠକ … Read More

ସୁନ୍ଦରଗଡ଼ରେ ଝାଡ଼ାବାନ୍ତି ଆତଙ୍କ, ସ୍ୱାସ୍ଥ୍ୟ ପରୀକ୍ଷା କଲା ଡାକ୍ତରୀ ଟିମ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ହେମଗିରି ବ୍ଲକ ନୂଆଡିହିରେ ଝାଡ଼ାବାନ୍ତି ଆତଙ୍କ । ୨୯ରୁ ଅଧିକ ଆକ୍ରାନ୍ତ । ସେମାନଙ୍କୁ ବିଭିନ୍ନ ଡାକ୍ତରଖାନା ଓ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ପୂର୍ବରୁ ଗାଁରେ ଏକ ଶୁଦ୍ଧି … Read More