କେରଳରେ ଇଡ଼ି ଉପରେ ସିପିଆଇ କର୍ମୀଙ୍କ ଆକ୍ରମଣ
ଥିରୁଅନନ୍ତପୁରମ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ବାସଭବନରେ ଇଡି ରେଡ ନେଇ ଉତ୍ତେଜନା । ଥିରୁଅନନ୍ତପୁରମର ଥାମ୍ପାନୁର ଥାନାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ପହଞ୍ଚିବା ପରେ ସିପିଆଇ କର୍ମୀ ଆକ୍ରମଣ ଓ ଭଙ୍ଗାରୁଜା କରିଛନ୍ତି । ବିଜୟନଙ୍କ ସମର୍ଥନରେ ଇଡି … Read More
