ବାଲିଯାତ୍ରା ୟୁନେସ୍କୋ ଐତିହ୍ୟ ମାନ୍ୟତା ପ୍ରସ୍ତାବକ ସମ୍ମାନୀତ

କଟକ : ଐତିହାସିକ କଟକ ବାଲିଯାତ୍ରାକୁ ଜାତିସଂଘ ୟୁନେସ୍କୋ ଦ୍ୱାରା ଐତିହ୍ୟ ତାଲିକାରେ ସ୍ଥାନିତ କରିବାକୁ ଦାବି କରିଥିବା ମନୋଜ କୁମାର ସାହୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନୀତ କରାଯାଇଛି । ଆଠଗଡର ଶ୍ରୀକୃଷ୍ଣ ଗୁରୁକୁଳର କୂଳସଚିବ ତଥା ‘ବିଶ୍ବ ଓଡିଶା’ର … Read More

ସୁବର୍ଣ୍ଣପୁରରେ ହାଇଟେକ୍ ସର୍ଭେ, ବନ୍ଦୋବସ୍ତ ୨୦୨୬ ସୁଦ୍ଧା ସରିବ: ମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନଠାରେ ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ଦୀର୍ଘ ଦିନର ଅପେକ୍ଷାର ଅନ୍ତ ସହ ସୁବର୍ଣ୍ଣପୁର ଜିଲ୍ଲାର … Read More

କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ନୀତିକୁ ବରଦାସ୍ତ କରାଯିବ ନାହିଁ- ମିଳିତ ବିରୋଧୀ ଦଳ

ଭୁବନେଶ୍ୱର: ପାଲାସା-ଇଚ୍ଛାପୁରମ୍ ରେଳ ବିଭାଗକୁ ପୂର୍ବତଟ ରେଳପଥ ଜୋନ୍‌ରୁ ଦକ୍ଷିଣ ଉପକୂଳ ରେଳପଥକୁ ସ୍ଥାନାନ୍ତରଣ ପ୍ରତିବାଦରେ ରାଜ୍ୟର ୧୦ଟି ବିରୋଧୀ ଦଳର ମିଳିତ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶାର ସ୍ୱାର୍ଥବିରୋଧୀ, ଅନ୍ୟାୟ ଓ … Read More

ଡିଜିଟାଲ୍‌ ଦସ୍ତଖତକୁ ଜାଲ୍‌ କରି ଅଢ଼େଇ କୋଟି ଚଳୁ, ଭିଜିଲାନ୍‌ସ ତଦନ୍ତ ଲାଗି ସୁପାରିସ୍‌

ବ୍ରହ୍ମପୁର/ବେଗୁନିଆପଡ଼ା: ଡିଜିଟାଲ୍‌ ଦସ୍ତଖତକୁ ଜାଲ୍‌ କରି ଅଢ଼େଇ କୋଟି ଖାଇଗଲେ। କର୍ମଚାରୀଙ୍କ ଆକାଉଣ୍ଟକୁ ଅଧିକ ଟଙ୍କା ପଠାଇ ପରେ ତାହାକୁ ଉଠାଣ ହୋଇଛି। ଡାକ୍ତରଖାନାରେ ଏରିୟର୍‌ ଟଙ୍କା ହଡ଼ପ ନେଇ ଏଭଳି କେଳେଙ୍କାରୀ ସାମ୍ନାକୁ ଆସିଛି। ଘଟଣା ଜଣାପଡ଼ିବା ପରେ ଆଜି … Read More

ବିଜେପିରେ ଯୋଗଦେଲେ ଯୁବ ନେତା, ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭଦ୍ରକଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମରା ଡୋଶିଙ୍ଗା ଅଂଚଳର ଯୁବନେତା ରାଜୀବ ଲୋଚନ ଦାସ ଓ କଇଁଥଖୋଲା ପଂଚାୟତର ବିଜେଡି … Read More

ସେନାମୁଖ୍ୟ ଜେନେରାଲ ଜର୍ଜଙ୍କୁ ବିଦା କଲା ଆମେରିକା

ୱାଂଶିଟନ୍: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି।   ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା।ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ଜର୍ଜଙ୍କୁ ତୁରନ୍ତ ଅବସର ନେବାକୁ … Read More

ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ

ୱାଶିଂଟନ : ପୁଣି ଟ୍ରମ୍ପଙ୍କ ଟାରିଫ୍ ଝଟକା। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପୁଣି ବିଶ୍ୱକୁ ଶୁକ୍ରବାର ଆଉ ଏକ ବଡ ଝଟକା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଔଷଧ ଉପରେ ଲଗାଇଛନ୍ତି ୧୦୦ ପ୍ରତିଶତ ଶୁଳ୍କ। ମଧ୍ୟପ୍ରାଚ୍ୟରେ ସଂଘର୍ଷ ମଧ୍ୟରେ … Read More

ଆମେରିକାର ଦ୍ୱିତୀୟ F-35 ଯୁଦ୍ଧ ବିମାନକୁ ଖସାଇଲା ଇରାନ

ନୂଆଦିଲ୍ଲୀ: ଇରାନ ଖସାଇଲା F-35 ଯୁଦ୍ଧ ବିମାନ । ଆକାଶ ମାର୍ଗରେ ଆମେରିକାର ଦ୍ୱିତୀୟ F-35 ଯୁଦ୍ଧ ବିମାନକୁ ଖସାଇଥିବା ଇରାନ ଦାବି କରିଛି । ଇରାନର ସରକାରୀ ଗଣମାଧ୍ୟମ ‘ମେହେର ନ୍ୟୁଜ୍ ଏଜେନ୍ସି’ ଅନୁଯାୟୀ ଇରାନ ନିଜର ଏୟାର ଡିଫେନ୍ସ … Read More

‘ଚୁପ୍ କରାଯାଇଛି, କିନ୍ତୁ ମୁଁ ହାରିନାହିଁ’ : ପଦରୁ ହଟିବା ପରେ ରାଘବ ଚଢାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ଉପନେତା ପଦରୁ ହଟିବାର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ରାଘବ ଚଢା । ମୋ ନୀରବାତକୁ ହାରିବା ଭାବିବନି ବୋଲି କହିଛନ୍ତି ରାଘବ । ସୋସିଆଲ ମିଡିଆରେ … Read More

ବିଷାକ୍ତ ମଦ ପିଇ ୪ ମୃତ, ଅନେକ ଅସୁସ୍ଥ

ବିହାର : ବିହାର ମୋତିହାରୀରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ଜୀବନ ଚାଲିଯାଇଛି । ଅନେକ ଲୋକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ହସପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ ୨ ଜଣଙ୍କ ଦୃଷ୍ଟିଶକ୍ତି ଚାଲିଯାଇଛି । ବିଷାକ୍ତ ମଦ ଯୋଗୁଁ … Read More