ଆଜି ଓଡିଆ ନବବର୍ଷ; ନୂଆ ରତ୍ନ ପଲଙ୍କରେ ବିଶ୍ରାମ ନେବେ ମହାପ୍ରଭୁ

ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଇନଭେଣ୍ଟରୀ ଆଜିଠାରୁ ଆରମ୍ଭ ହେବ। ଓଡିଆ ନବବର୍ଷରେ ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ବ୍ୟବହାର ହେବ। ନୂଆ ରତ୍ନ ପଲଙ୍କ ସଂସ୍କାର କରାଯିବା ପରେ ଆଜି ଏହା ବ୍ୟବହାର କରାଯିବ। ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, … Read More

ବିଲ୍ ବକେୟା ଥିଲେ ଗ୍ରୀଷ୍ମ ଋତୁରେ ବିଚ୍ଛିନ୍ନ କରାଯିବନି ବିଦ୍ୟୁତ୍ ସଂଯୋଗ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ, କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨୦୨୬ର ଏହି ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ମୌସୁମୀ ଆସିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍ ବିଲ୍ ଥିଲେ ମଧ୍ୟ କୌଣସି … Read More

ଓଭରଟାଇମ୍ କଲେ ମିଳିବ ଡବଲ୍‌ ଦରମା; ଶ୍ରମିକଙ୍କ ହିତ ପାଇଁ ଯୋଗୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଶ୍ରମିକମାନଙ୍କ ହିତ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ନୋଏଡା ଏବଂ ଆଖପାଖ ଶିଳ୍ପ ଅଞ୍ଚଳର ଶ୍ରମିକମାନେ ଏବେ ନୂତନ ଶ୍ରମ ନୀତିରୁ ସିଧାସଳଖ ଲାଭ ପାଇବେ। ସରକାରଙ୍କ … Read More

ଫୁଲମାଳାକୁ ବୋମା ଭାବି ଭୟରେ ଦୌଡିଲେ ଥାଲାପତି ବିଜୟ

ନୂଆଦିଲ୍ଲୀ: ଫୁଲ ମାଳକୁ ବୋମା ଭାବି ଭୟରେ ଦୌଡିଲେ ବିଜୟ। ତାମିଲନାଡୁରେ ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ପ୍ରଚାର ଜାରି ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ସବୁ ଦଳ କ୍ୟାମ୍ପେନିଂରେ ଲାଗି ପଡିଛନ୍ତି।  ଡିଏମକେ ଏବଂ ଏଆଇଏଡିଏମକେ ସହଯୋଗୀ … Read More

କେନ୍ଦୁଝରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ବଡ଼ବିଲ୍ ରିଂ ରୋଡର କଲେ ଶିଳାନ୍ୟାସ

କେନ୍ଦୁଝର : କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି ।  ବଡ଼ବିଲ୍ ରିଂ ରୋଡ୍ ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ବହୁ ପ୍ରତୀକ୍ଷିତ ୧୮.୩ କିଲୋମିଟର ବିଶିଷ୍ଟ ବଡ଼ବିଲ୍ ବାଇପାସ୍-କୁମ୍-ରିଂ ରୋଡ୍ ର ଭିତ୍ତିପ୍ରସ୍ତର … Read More

ଜୁଲାଇ ୩ ରୁ ଅଗଷ୍ଟ ୨୮ ତାରିଖ ଯାଏ ଅମରନାଥ ଯାତ୍ରା

ନୂଆଦିଲ୍ଲୀ : ପବିତ୍ର ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୨୮ ତାରିଖ ଯାଏ ୫୭ ଦିନ ଧରି ଚାଲିବ । ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରବିବାର ଏହି ସୂଚନା ଦେଇଛନ୍ତି । ଆଗାମୀ … Read More

ସିମେଣ୍ଟ ମିକ୍ସର ସହ ଟାକ୍ସି ଧକ୍କା: ୧୦ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ର ଥାନେ ଜିଲ୍ଲାରେ ଅଭାବନୀୟ ଘଟଣା । ଏକ ସେତୁ ଉପରେ ସିମେଣ୍ଟ ମିକ୍ସର ସହିତ ଏକ ଗାଡ଼ି ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଥାନେ ଜିଲ୍ଲା ମୁରୱାଡରେ କଲ୍ୟାଣ-ମୁରବାଡ ମାର୍ଗରେ ଦୁର୍ଘଟଣା ପରେ … Read More

ଭାରତର ଭବିଷ୍ୟତ ବଦଳାଇବ ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏହା ଭାରତର ଭବିଷ୍ୟତ ବଦଳାଇବ । ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ‘ନାରୀ ଶକ୍ତି ବନ୍ଦନ ସମ୍ମିଳନୀ’କୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  … Read More

ବେତନ ବଢାଇବା ଦାବିରେ ଆନ୍ଦୋଳନ, ପୋଲିସ ଗାଡ଼ି ଭାଙ୍ଗିଲେ କମ୍ପାନୀ କର୍ମଚାରୀ

ଗ୍ରେଟର ନୋଏଡା : ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରେ ଫେଜ ୨ରେ କମ୍ପାନୀ କର୍ମଚାରୀଙ୍କୁ ବେତନ ବଢାଇବା ଦାବିକୁ ନେଇ ବିରୋଧ ପ୍ରଶ୍ନ କରାଯାଉଛି । ରାସ୍ତାକୁ ଶହଶହ ଶ୍ରମିକ ଓହ୍ଲାଇ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ସକାଳୁ ସକାଳୁ ଶ୍ରମିକ ପ୍ରଦର୍ଶନ କରି … Read More

ମହାଦେବ ମନ୍ଦିରକୁ ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କୁ ଚାପିଦେଲା ଟ୍ରକ, ୭ ମୃତ

ଗୁଜରାଟ : ଗୁଜରାଟ ସୁରେନ୍ଦ୍ରନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୭ ଜଣ ଲୋକଙ୍କ ପ୍ରାଣ ଚାଲିଯାଇଛି । ଏକ ଟ୍ରକ ଦ୍ରୁତଗତିରେ ତୀର୍ଥଯାତ୍ରୀଙ୍କୁ ଧକ୍କା ଦେଇଥିଲା । ଏମାନେ ରାଜକୋଟର ଗଢକା ଗାଁରୁ ଡେକାୱାଲା ସ୍ଥିତ ମହାଦେବ ମନ୍ଦିରକୁ ଯାଉଥିଲେ … Read More