ଖାଁ ଖାଁ ଗହୀରମଥା, ଅଣ୍ଡା ନ ଦେଇ ଫେରିଗଲେ ଅଲିଭ ରିଡ଼ଲେ
ରାଜନଗର : ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ ! ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ଏବେ ଖାଁ ଖାଁ । ଏପ୍ରିଲ ମାସ ସରିବାକୁ ବସିଲାଣି ମାତ୍ର ଆଜି ଯାଏଁ ବିରଳ ଅଲିଭରିଡଲେ କଇଁଛ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉନାହାଁନ୍ତି । … Read More
