ଓଡ଼ିଆ ଗାୟିକା ଦିପ୍ତୀରେଖାଙ୍କ ୟୁଟ୍ୟୁବ ଲିଙ୍କକୁ ସୋସିଆଲ ମିଡିଆରେ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଆ ଗାୟିକା ଦୀପ୍ତିରେଖା ପାଢୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ।  ଦୀପ୍ତିରେଖାଙ୍କ ଏକ ଭଜନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ମାଆ ଦୁର୍ଗତି ନାଶିନୀଙ୍କ ଉପରେ ଦୀପ୍ତିରେଖା ଗାୟିଥିବା ଏକ … Read More

ଏଣିକି ବଡ଼ଦାଣ୍ଡରେ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି

ଭୁବନେଶ୍ୱର: ଏଣିକି ବଡ଼ଦାଣ୍ଡରେ ଖୋଲି ପାରିବେନି ମଦ ଦୋକାନ। ପୁରୀ ଶ୍ରୀମନ୍ଦିର ୧ କି.ମି. ପରିଧି ବଡ଼ଦାଣ୍ଡରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏହି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବାକୁ କୌଣସି ସ୍ବତନ୍ତ୍ର ନିୟମ ନାହିଁ। … Read More

ମୋବାଇଲ୍ ବ୍ୟବହାର କ୍ଷେତ୍ରରେ ଷଷ୍ଠ ସ୍ଥାନରେ ରହିଛି ଓଡିଶା: ’ଟ୍ରାଇ’

ଭୁବନେଶ୍ୱର: ଦିନକୁ ଦିନ ମୋବାଇଲର ଚାହିଦା ବଢିବଢି ଚାଲିଛି। ବର୍ତମାନ କୁନି ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ହାତରେ ମୋବାଇଲ ରହୁଛି । କାହା କାହା ହାତରେ ୨ଟି ମୋବାଇଲ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି। ଭାରତୀୟ ଦୂରସଂଚାର ନିୟାମକ … Read More

ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ସାମିଲ ହେଲେ ୭ଟି ନିର୍ବାଚନ ମଣ୍ଡଳୀର ତୁଙ୍ଗ ନେତା ଓ କର୍ମୀ

ଯାଜପୁର : ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ ।  ଚଣ୍ଡିଖୋଲ ନିକଟ ଧର୍ମଶାଳା ଭଵନରେ ଓଡ଼ିଶା ଜନତା କଂଗ୍ରେସ ବ୍ୟାନରରେ ପ୍ରଥମ ସମାବେଶ ତଥା ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।  ଯେଉଁଥିରେ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର ବହୁ … Read More

ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ-୨୦୨୬ ଉଦଘାଟିତ ।  ଏହି ଅବସରରେ ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ ଓ ୩୨୦ କୋଟିର ୧୨୪ ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ସମୃଦ୍ଧ ଓ ବିକଶିତ … Read More

ମଦ୍ୟପଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର

ନବରଙ୍ଗପୁର :  ମଦ୍ୟପ ଯୁବକଙ୍କ ଉନ୍ତୁତ୍ତ କାଣ୍ଡ । ନବରଙ୍ଗପୁର ଝରୀଗାଁ ବ୍ଲକର କୁସୁମବାହାଲ ଗାଁରେ ଫୁଟିଲା ଗୁଳି ।  ଗୁଳି ଚଳାଇଲା ଜଣେ ମଦ୍ୟପ ।  ମଦ ପିଇ ଜଣେ ଯୁବକ ଉପରକୁ ଗୁଳିମାଡ଼ କରିଛି ମଦ୍ୟପ ।  ଅଭିଯୋଗ … Read More

ସାରୁଆଳି କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୩ ଗିରଫ

କାମାକ୍ଷାନଗର : କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ନିକଟରେ ଥିବା ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ l  ମୁଖ୍ୟ ଅଭିଯୁକ୍ତ ସମେତ ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ  … Read More

ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଭୁବନେଶ୍ୱରରେ ତିଆରି ହେବ ୩୭ଟି ନୂଆ ରାସ୍ତା

ଭୁବନେଶ୍ୱର: ଭୁବନେଶ୍ୱର ପାଇଁ ବଡ଼ ପ୍ଲାନ୍ । ତିଆରି ହେବ ୩୭ଟି ନୂଆ ରାସ୍ତା ।  ଭୁବନେଶ୍ୱର ସହରର ବଢୁଥିବା ଭିଡ଼ ଏବଂ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ।  ଆସନ୍ତା … Read More

୩ ଦିନ ହେଲା ଗାଁ ଦାଣ୍ଡରେ ବୁଲୁଛି ଗୋଠ ଛଡ଼ା ଦନ୍ତା, ଲୋକେ ଆତଙ୍କିତ

ଢ଼େଙ୍କନାଳ: ଗାଁ ଦାଣ୍ଡରେ ବୁଲୁଛି ଦନ୍ତା । ଢେଙ୍କାନାଳ ଗଁଦିଆ ଥାନା ଷଡ଼ଙ୍ଗୀ ରେଞ୍ଜରେ ଦନ୍ତା ଆତଙ୍କ। ୩ ଦିନ ହେଲା ଆତଙ୍କ ଖେଳାଇଛି ଗୋଠ ଛଡ଼ା ହାତୀ । ହାତୀଟି କାଶିପୁର, ଲହଡା ଗାଁ ଦାଣ୍ଡରେ ହାତୀଟି ବୁଲୁଛି ।  ଦିନବେଲା … Read More

୫ଦିନ ହେବ ଜଳୁଛି ଜଙ୍ଗଲ, ଧ୍ବଂଶ ହେଉଛି ବହୁ ମୂଲ୍ୟବାନ ଗଛ

ହରଭଙ୍ଗା: ନିଆଁ ଆଁରେ ଜଙ୍ଗଲ। ୫ଦିନ ହେବ ଲିଭୁନି ଜଙ୍ଗଲ ନିଆଁ । ବୌଦ୍ଧ ହରଭଙ୍ଗା ବ୍ଲକର ମାଧପୁର ଏବଂ ପୁରୁଣାକଟକ ବନାଞ୍ଚଳ ଅଧିନରେ ଥିବା ମୁଣ୍ଡେଶ୍ୱର,ପୋଢହଳ, ପାରାପିଠ, ଯାଜପୁର ସଂଗ୍ରକ୍ଷିତ ଜଙ୍ଗଲରେ ପୋଡି ହୋଇ ପାଉଁଶ ହେଉଛି ବହୁ ମୂଲ୍ୟବାନ ଗଛ … Read More