ବିଜେପି ସରକାର ଆସିଲେ ମାଛ ଖାଇବା ବନ୍ଦ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପଶ୍ଚିମବଙ୍ଗ:ବିଜେପି ଆସିଲେ ମାଛ ଖାଇବା ବନ୍ଦ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ବଡ଼ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମାଛ ଖିଆଯାଏ ନାହିଁ ।  ଯଦି ବିଜେପି କ୍ଷମତାକୁ ଆସେ ତେବେ … Read More

ତାମିଲନାଡୁ ବିଧାନସଭା ନିର୍ବାଚନ: ୨ଟି ଆସନରୁ ଲଢ଼ିବେ ଟିଭିକେ ମୁଖ୍ୟ ବିଜୟ

ନୂଆପଡା: ଟିଭିକେ ମୁଖ୍ୟ ବିଜୟ ଆଜି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତାଙ୍କ ଦଳର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ବିଜୟ ଘୋଷଣା କରିଛନ୍ତି ଯେ ସେ ବିଧାନସଭା ନିର୍ବାଚନରେ ​​ଦୁଇଟି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କହିଛନ୍ତି … Read More

ଯୋଗାଯୋଗ ଏବଂ ଆଇଟି କମିଟିରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ବିଜୁ ପଟ୍ଟନାୟକ ବିରୁଦ୍ଧରେ ବିଜେପିର ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ଅପମାନଜନକ ମନ୍ତବ୍ୟକୁ ବିରୋଧ କରି ରବିବାର  ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଯୋଗାଯୋଗ ଏବଂ ଆଇଟି କମିଟିରୁ ମଧ୍ୟ ଇସ୍ତଫା ଦେଇଛନ୍ତି।  ଶନିବାର ବିଜେପିର ସାଂସଦ ନିଶିକାନ୍ତ ଦୁବେ … Read More

ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ପାକିସ୍ତାନରେ ୨ ଦିନିଆ ଲକ୍ ଡାଉନ୍ ଘୋଷଣା

ପାକିସ୍ତାନ : ପାକିସ୍ତାନରେ ବଢୁଥିବା ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ୨ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।  ଶନିବାର ଏବଂ ରବିବାର ଲକଡାଉନ୍ ନିଷ୍ପତ୍ତି ନେଇଛନ୍ତି ସରକାର ।  ଏହି ଲକଡାଉନ ସମୟରେ ସମୟରେ ବଜାର, କାରଖାନା ଏବଂ … Read More

ଆମେରିକାରେ ଟ୍ରମ୍ପ ସରକାରଙ୍କ ବିରୋଧରେ ବିଦ୍ରୋହ

ନୂଆଦିଲ୍ଲୀ: ଆମେରିକାରେ ଟ୍ରମ୍ପ ସରକାରଙ୍କ ବିରୋଧରେ ବିଶାଳ ବିଦ୍ରୋହ ।  ଆମେରିକାର ସମସ୍ତ ୫୦ ରାଜ୍ୟରେ ଟ୍ରମ୍ପ ସରକାରଙ୍କ ବିରୋଧରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। “ନୋ କିଙ୍ଗସ୍” ଶୀର୍ଷକ ଏହି ବିକ୍ଷୋଭ ପ୍ରଦର୍ଶନରେ ପ୍ରାୟ ୮୦ ରୁ ୯୦ … Read More

ଆର୍ଟେମିସ୍-୨ ମିଶନ କାଉଣ୍ଟଡାଉନ୍ ଆରମ୍ଭ, କେନେଡି ସ୍ପେସ୍ ସେଣ୍ଟରରେ ପହଞ୍ଚିଲେ ୪ ମହାକାଶଚାରୀ

ନୂଆଦିଲ୍ଲୀ : ଚନ୍ଦ୍ରକୁ ଯିବା ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆର୍ଟେମିସ୍-୨ ମିଶନରେ କେନେଡି ସ୍ପେସ୍ ସେଣ୍ଟରରେ ପହଞ୍ଚିଲେ ୪ ମହାକାଶଚାରୀ ।  ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’  ନିଜର ଐତିହାସିକ ‘ଆର୍ଟେମିସ୍-୨’ ମିଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ମିଶନରେ … Read More

ଆମେରିକାର F-୧୬ ଯୁଦ୍ଧ ବିମାନକୁ ଖସାଇଲା ଇରାନ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଇରାନ ବଡ଼ ଦାବି କରିଛି । ଆମେରିକାର ସାମରିକ ଘାଟି ଏବଂ ସେମାନଙ୍କର ସାମରିକ ଘାଟି ଏବଂ ଫାଇଟର ଜେଟ୍ F-୧୬ ଲଢୁଆ ବିମାନକୁ ଟାର୍ଗେଟ୍ କରିଥିବା ଦାବି କରିଛି । ଏହା … Read More

ମନ୍ଦିର ଛାତ ଭୁଶୁଡି ଭକ୍ତ ମୃତ

ତାମିଲନାଡୁ : ତାମିଲନାଡୁର ତିରୁଚିରାପାଲ୍ଲିର ସମାୟପୁରମ୍ ମାରିଆମ୍ମାନ ମନ୍ଦିରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ମନ୍ଦିର ଛାତର ଏକ ଅଂଶ ଭୁଶୁଡି ପଡ଼ି ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଏହି ଘଟଣା ସନ୍ନାଥୀ … Read More

ଶୋଭାଯାତ୍ରାରେ ଫାଙ୍କା ଗୁଳିଚାଳନା ଘଟଣା: ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ

ଭୁବନେଶ୍ବର: ଫାଙ୍କା ଗୁଳିଚାଳନା ନେଇ ଭାଇରାଲ ଭିଡିଓ ଘଟଣାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ ।  ପିଏସଓ ପ୍ରେମଚାନ୍ଦ ନାଗଙ୍କୁ ସସପେଣ୍ଡ କରାଯାଇଛି । ବନ୍ଧୁକ ଜବତ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଟିଟିଲାଗଡ ଥାନାରେ ଆର୍ମସ … Read More

ଏପ୍ରିଲ ୨ରୁ ରାଜ୍ୟରେ ଗଡିବ ଆଉ ଦୁଇଟି ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍

ଭୁବନେଶ୍ବର: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଦୂରଗାମୀ ରେଳ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବ ଦୁଇଟି ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍ । ଟ୍ରେନ୍ ନମ୍ବର ୧୮୦୬୩ ସାନ୍ତ୍ରାଗାଛି-ୟାଲାହାଙ୍କା ଏସି ଏକ୍ସପ୍ରେସ୍ ୨ … Read More