ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ପେଟ୍ରୋଲିୟମ, ଅଶୋଧିତ ତୈଳ, ଗ୍ୟାସ, ବିଦ୍ୟୁତ୍ ଏବଂ ସାର କ୍ଷେତ୍ର ସହିତ ଜଡିତ ପରିସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା ଏକ ଉଚ୍ଚସ୍ତରୀୟ ବୈଠକର। ଏହି ବୈଠକରେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ … Read More

ଏଲପିଜି ଗ୍ୟାସ୍‌ କଳାବଜାରୀ: ୩ ଗିରଫ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ପୁଲିସ୍‌ ମହିପାଳପୁର ଅଞ୍ଚଳରେ ବେଆଇନ ଏଲପିଜି ସିଲିଣ୍ଡର ସଂରକ୍ଷଣ ଏବଂ କଳାବଜାରୀର ଏକ ବଡ଼ ରାକେଟର ପର୍ଦ୍ଦାଫାସ କରିଛି। ପୁଲିସ୍‌ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବଂ ସେମାନଙ୍କ ନିକଟରୁ ମୋଟ … Read More

ଶାସନ ମୁଖ୍ୟ ଭାବରେ ୮୯୩୧ ଦିନ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ରେକର୍ଡ ।  ଭାରତର ସବୁଠାରୁ ଦୀର୍ଘକାଳୀନ ଶାସନ ମୁଖ୍ୟ। ଶାସନ ମୁଖ୍ୟ ଭାବରେ ୮,୯୩୧ ଦିନ ପୂରଣ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଜନୈତିକ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ … Read More

ଏପ୍ରିଲ ୧ରୁ ବଢିପାରେ ବିମାନ ଟର୍ବାଇନ୍ ଇନ୍ଧନର ମୂଲ୍ୟ

ନୂଆଦିଲ୍ଲୀ  : ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟରେ ବିମାନରେ ବ୍ୟବହୃତ ATF ଅର୍ଥାତ୍ ବିମାନ ଟର୍ବାଇନ୍ ଇନ୍ଧନର ମୂଲ୍ୟ ଏପ୍ରିଲ ୧ରୁ ବୃଦ୍ଧି ପାଇପାରେ । ଯଦି ମୂଲ୍ୟ ବୃଦ୍ଧି ପାଏ, ତେବେ ବିମାନ ଯାତ୍ରା ମହଙ୍ଗା ହୋଇପାରେ । ଏହି … Read More

କତାରର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ମୃତ

ନୂଆଦିଲ୍ଲୀ : ଇସ୍ରାଏଲ-ଆମେରିକା-ଇରାନ ବିବାଦ ମଧ୍ୟରେ କାତାରର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି । ପାରସ୍ୟ ଉପସାଗରର ଦେଶର ଜଳସୀମାରେ ଏହି ଦୁର୍ଘଟଣା ଘଟିଛି । … Read More

ଭାରତକୁ ପରମାଣୁ ବୋମାର ଧମକ ଦେଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତକୁ ପରମାଣୁ ବୋମାର ଧମକ। ଆମେରିକା ଆମ ପରମାଣୁ ଅସ୍ତ୍ରକୁ ଟାର୍ଗେଟ୍ କଲେ ଆମେ ଦିଲ୍ଲୀ-ମୁମ୍ବାଇ ଉପରେ ବୋମା ପକାଇବୁ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ହାଇକମିଶନର ଅବଦୁଲ ବାସିତ।  ପାକିସ୍ତାନର ପୂର୍ବତନ ହାଇକମିଶନର ଅବଦୁଲ ବାସିତ ଏକ ଅତ୍ୟନ୍ତ … Read More

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବିମାନ ଶିଳ୍ପ ପ୍ରଭାବିତ, ୩ ସପ୍ତାହ ମଧ୍ୟରେ ୨୫୦୦ ଉଡାଣ ରଦ୍ଦ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଫ୍ଲାଇଟ୍ ଉପରେ ପଶ୍ଚିମ ଏସିଆରେ ଚାଲୁଥିବା ଯୁଦ୍ଧର ବହୁତ ବଡ଼ ପ୍ରଭାବ ପଡିଛି ।  ଗତ ତିନି ସପ୍ତାହ ମଧ୍ୟରେ ପାଖାପାଖି ୨୫୦୦ ଉଡାଣ ବାତିଲ କରାଯାଇଛି ବୋଲି ଏୟାରଲାଇନ୍ସର ସିଇଓ କ୍ୟାମ୍ପେବେଲ ୱିଲସନ୍ କର୍ମଚାରୀମାନଙ୍କୁ ସୂଚନା … Read More

ଆମେରିକାରୁ ଭାରତକୁ ଆସିଲା ଏଲପିଜି ବୋଝେଇ ଜାହାଜ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି । ଗୋଟିଏ ପଟେ ବିଶ୍ବସ୍ତରରରେ ଶକ୍ତି ଯୋଗାଣକୁ ନେଇ ଅନିଶ୍ଚିତତା ଥିବାବେଳେ ଅନ୍ୟପଟେ ଏଲପିଜି ମାଲବାହୀ ଜାହାଜ ଭାରତର ନ୍ୟୁ ମାଙ୍ଗାଲୁରୁ ବନ୍ଦରରେ … Read More

୨୩ରୁ ବିଏଡ, ଏମଏଡ, ବିଏଚଏଡ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ଵର:ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ ବି. ଏଡ଼, ଏମ. ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦୁଇ ବର୍ଷିଆ ବି. ଏଡ଼, ଏମ. ଏଡ଼, ବି.ଏଚ.ଏଡ଼ … Read More

କଳାବାଘ ଛାଲ ଜବତ, ୨ ଗିରଫ

ମୟୁରଭଞ୍ଜ : ଶିମିଳିପାଳରେ କଳା ବାଘ ଶିକାର ।  ଶିକାର କରି ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ ।  ବାଘ ଛାଲ ଜବତ୍ କରିବା ସହ ଘଟଣା ସ୍ଥଲରୁ ୨ ଜଣଙ୍କୁ ଗିରଫ କରି ତଦନ୍ତ … Read More