କରଞ୍ଜିଆରେ କାଳବୈଶାଖୀ ତାଣ୍ଡବ: ୧୦ ଆହତ, ଉପୁଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ
କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର କଙ୍କଡା ଗାଁ ଆଜି ଅପରାହ୍ନରେରେ ଭୟଙ୍କର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। କିଛି ସମୟ ତାଣ୍ଡବରେ କରିଦେଲା କାଳବୈଶାଖୀ ପ୍ରଭାବରେ ୭୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜଣେ … Read More
